ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ)ର ବାର୍ଷିକ ବନ୍ଧୁମିଳନ ଓ ଆଲୋଚନା ସଭା ଅନୁଷ୍ଠିତ
ଉମରକୋଟ, ୨୯/୦୧/୨୦୨୬ : ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ) ପକ୍ଷରୁ ତେନ୍ତୁଳୀଖୁଣ୍ଟି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଙ୍ଗରଦରାଠାରେ ବାର୍ଷିକ ବନ୍ଧୁମିଳନ ଉତ୍ସବ ଓ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି (୨୮ ଜାନୁଆରୀ) ଅନୁଷ୍ଠିତ!-->…