ବାଂଲାଦେଶ ଏକ ବିଶାଳ ଜେଲ, ଫାଶୀ ସ୍ଥଳ ଓ ମୃତ୍ୟୁର ଉପତ୍ୟକା ପାଲଟିଛି: ଶେଖ୍ ହସିନା

ନୂଆଦିଲ୍ଲୀ: ପଳାୟନ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାଷଣ । ଶେଖ ହସିଣ କହିଛନ୍ତି ଯେ ତାଙ୍କ ଦେଶ ରକ୍ତପାତ ଏବଂ ଅତଳ ଗହଳିର ଧାରରେ ଅଛି । ତାଙ୍କ ପିତା ଶେଖ୍ ମୁଜିବୁର ରେହମାନଙ୍କ ଅଧୀନରେ ଜିତିଥିବା ମାତୃଭୂମି ବର୍ତ୍ତମାନ…

ଏନକାଉଣ୍ଟରରେ ଟଳିଲେ ପାକିସ୍ତାନୀ ଆତଙ୍କବାଦୀ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ ପୁଲିସ ଓ ସେନା ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ନିହତ ।ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଭାରତୀୟ ସେନାର ରାଇଜିଂ ଷ୍ଟାର କର୍ପସ ଏକ ବିବୃତ୍ତିରେ…

ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପରାକ୍ରମ ଦିବସରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଆଜି ଏକ ଗୌରବମୟ ତାରିଖ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ । ନେତାଜୀଙ୍କ ବୀରତ୍ୱ ଓ…

୨୭ରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ !

ନୂଆଦିଲ୍ଲୀ: ଆସନ୍ତା ୨୭ତାରିଖରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି । ବ୍ୟାଙ୍କ କର୍ମଚାରୀମାନେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମ୍ପର୍କ ଛିନ୍ନ କଲା ଆମେରିକା

ଆମେରିକା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାରିଲା ଆମେରିକା । ଏନେଇ ଆମେରିକା ଘୋଷଣା କରିଛି । ଏବେ ଏହି ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଂସ୍ଥାରେ ଆମେରିକାର ସଦସ୍ୟତା ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯାଇଛି । ଟ୍ରମ୍ପ ପ୍ରଶାସନ କହିଛନ୍ତି ଯେ ଏହି ପଦକ୍ଷେପ ରାଷ୍ଟ୍ରପତି ଡୋନାଲ୍ଡ…

ମାତା ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ, ତୁଷାରପାତ ଯୋଗୁଁ ବାତିଲ ହେଲା ବିମାନ ସେବା

ଜମ୍ମୁ କାଶ୍ମୀର : ପ୍ରବଳ ତୁଷାରପାତ ଯୋଗୁଁ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଏଥିସହ ଆଜି ପାହାଡ଼ି ଜିଲ୍ଲାଗୁଡ଼ିକରେ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ…

ଇରାନରେ ପହଞ୍ଚିଲା ଆମେରିକାର ସବୁଠାରୁ ବଡ଼ ଯୁଦ୍ଧଜାହାଜ

ଆମେରିକା : ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆମେରିକାର ସବୁଠାରୁ ବଡ଼ ବିଧ୍ୱଂସକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ଇରାନ ନିକଟରେ ପହଞ୍ଚିଛି । ଯାହା ବଡ଼ ଦୁର୍ଘଟଣାର ସଙ୍କେତ ଦେଉଛି । ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ଯେ,…

ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ ରଥକାଠ

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ ।ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଚଳିତ ଚଳିତ ବର୍ଷର ରଥଯାତ୍ରା ପାଇଁ…

ପୁଣି ଆମ ବସ୍‌ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକ ଭଙ୍ଗିଲେ ୩ଟି ବସ୍‌

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଜନପଥରେ ବାଇକକୁ ସାଇଡ ମରାକୁ ନେଇ ବାଇକ ଆରୋହୀ ଓ ଆମ୍‌ ବସ୍‌ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସାମାନ୍ୟ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଆମ ବସ୍‌ ଭଙ୍ଗା ରୁଜା କରିଛନ୍ତି । ପାଖକୁ ପାଖ ଆସୁଥିବା ୩ଟି ଆମ ବସକୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ…

ନବୀନ ନିବାସ ଆଗରେ ଅରବିନ୍ଦଙ୍କ ସମର୍ଥକଙ୍କ ଭିଡ଼, ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି

ଭୁବନେଶ୍ବର: ନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଛନ୍ତି ।…