ପଙ୍କଜ ଚୌଧୁରୀ ହେଲେ ୟୁପି ବିଜେପି ରାଜ୍ୟ ସଭାପତି

ଉତ୍ତର ପ୍ରଦେଶ : ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶକୁ ନୂତନ ରାଜ୍ୟ ସଭାପତି ମିଳିଛି । ବିଜେପି ମନ୍ତ୍ରୀ ପୀୟୁଷ ଗୋୟଲ ଦଳର ନୂତନ ରାଜ୍ୟ ସଭାପତି ଘୋଷଣା କରିଛନ୍ତି । ଗୋରଖପୁରର ବରିଷ୍ଠ ବିଜେପି ନେତା ପଙ୍କଜ ଚୌଧୁରୀଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି । ସେ ବିନା…

ଲୁଧିଆନା ୱେଷ୍ଟଏଣ୍ଡ ମଲରେ ଅଗ୍ନିକାଣ୍ଡ

ଲୁଧିଆନା : ଲୁଧିଆନାର ୱେଷ୍ଟଏଣ୍ଡ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ମହଲାରେ ଥିବା ଡ୍ରେସ୍ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିବାରୁ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରି ଘଟଣା ବିଳମ୍ବିତ ରାତିରେ ଘଟିଛି । ଅଗ୍ନିକାଣ୍ଡ ହେବା ମାତ୍ରେ…

ପରୀକ୍ଷା ଚାଲିଥିବାବେଳେ ବ୍ରାଉନ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୨ ମୃତ, ୮ ଗୁରୁତର

ଆମେରିକା : ଆମେରିକା ୟୁନିଭର୍ସିଟିର ବାରୁସ୍ ଆଣ୍ଡ ହୋଲି ବିଲ୍ଡିଂରେ ଫାଇନାଲ ପରୀକ୍ଷା ଚାଲିଥିବାବେଳେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । କଳା ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ଆସି ଆଖିବୁଜା ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତଙ୍କୁ…

ଦିଲ୍ଲୀ-NCRରେ ଉତ୍କଟ ବାୟୁ ପ୍ରଦୂଷଣ, ଗ୍ରାପ୍-୪ କଟକଣା ଲାଗୁ

ନୂଆଦିଲ୍ଲୀ : ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣ ପାଇଁ ଖରାପ ସ୍ଥିତି । ପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଯୋଗୁଁ ଦିଲ୍ଲୀର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଯାହା ଦ୍ବାରା ଦିନକୁ ଦିନ ଦିଲ୍ଲୀ ପ୍ରଦୂଷଣ ବଢିବାରେ ଲାଗିଛି । ଆଜି ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୬୪ ରେ…

ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗ ଦେଲେ ୧୮ ରାଜ୍ୟର ପ୍ରତିନିଧି

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା ହୋଟଲ ସି ସାଇଡ ବ୍ରିଜ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ରବିବାର ଉଦଯାପିତ ହୋଇ ଯାଇଛି । ସଂଗଠନର ସଭାପତି ଦୀପକ ମାଲବ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ…

ନବମ ଶ୍ରେଣୀ ଛାତ୍ର ପାଖରେ ବନ୍ଧୁକ: ମାମଲା ରୁଜୁ କରି ହେପାଜତକୁ ନେଲା ପୁଲିସ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକ ନବମ ଶ୍ରେଣୀ ଛାତ୍ରଠାରୁ ଏକ ବନ୍ଧୁକ ଜବତ ହୋଇଛି। ଖବରନେବାରେ ଜଣାଯାଇଛି ଯେ, ବିଜ୍ଞାନ ଶିକ୍ଷକ ଶ୍ରେଣୀରେ ଶିକ୍ଷାଦାନ ଶେଷ କରି ବାହାରୁଥିବା ସମୟରେ ସମ୍ପୃକ୍ତ ଛାତ୍ର ଏକ ବନ୍ଧୁକ ବାହାର କରିଥିବା…

ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗ ; କଟାକ୍ଷ କଲେ କେଭି ଓ ଜୟ

ଭୁବନେଶ୍ବର: ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ କଟାକ୍ଷ କଲେ କେଭି , ଜୟନାରାୟଣ । ରାଜନୀତି ଓ ଡ୍ରାମା କରୁଥିବା କହି କଟାକ୍ଷ କଲେ ଉଭୟ ନେତା ।ରାଜ୍ୟରେ ବିଧାୟକ ମାନଙ୍କ ଦରମା ବଢିବ ପରେ ଏହାକୁ ଗ୍ରହଣ କରି ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ନବୀନ…

ନକଲି ସିମ କାର୍ଡ ବିକ୍ରି; ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ ବିକ୍ରି କରୁଥିବା । ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ ଶୁକ୍ର ଶୁକ୍ରବାର ଗିରଫ କରିଛି ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ଅପରାହ୍ନରେ ମନୋଜ କୁମାରଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଏକ ଦଳ ଅଭିଯୁକ୍ତ…

ଓଡିଶା ରେଡକ୍ରସ ଶାଖା ପକ୍ଷରୁ ପୀଡ଼ିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ମାଲକାନଗିରି : ଓଡିଶା ରେଡକ୍ରସ ଶାଖା ପକ୍ଷରୁ ଏମଭି ୨୬ ଗ୍ରାମର ପୀଡ଼ିତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ଏକ ସ୍ଵତନ୍ତ୍ର ଟ୍ରକ୍ ଯୋଗେ ଭୁବନେଶ୍ୱର ରୁ ରିଲିଫ୍ ସାମଗ୍ରୀ ବୋଝେଇ ଏକ ଟ୍ରକ୍ ଏମଭି ୨୬ ଗ୍ରାମ ପହଞ୍ଚିଛି। ଜିଲ୍ଲାପାଳ ସୋମେଶ କୁମାର…

ଧାନକଟା ମେସିନରେ କଟି ପ୍ରାଣ ହରାଇଲେ ଯୁବକ

ବାଲେଶ୍ୱର : ଧାନକଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ । ବାଲେଶ୍ଵର ସଦର ଥାନା ବର୍ଦ୍ଧନପୁର ପଞ୍ଚାୟତ ସାହାଜା ନଗରରେ ଘଟିଛି ଏପରି ଅଭାବନୀୟ ଘଟଣା ।  ବିଲରେ ମେସିନରେ ଧାନ କାଟୁଥିବା ବେଳେ ଅସାବଧାନତା ଯୋଗୁଁ ଯୁବକ ଜଣଙ୍କ ମେସିନରେ ପଶିଯାଇଥିଲେ ।  ମେସିନ୍ ବନ୍ଦ କରି ଯୁବକଙ୍କୁ ଅନ୍ୟ…