ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ ଓ ଶସ୍ତା କରିବା: ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ

କଟକ : କଟକରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ । ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଶହୀଦ ଭବନରେ ଏହି ବିଶେଷ ଆଲୋଚନାଚକ୍ର ଆୟୋଜିତ ସିମ୍ପୋଜିୟମରେ ଯୋଗ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ । ସାଧାରଣ ଲୋକଙ୍କ ପାଇଁ…

ବିଲରେ ନିଆଁ ଲାଗି ଜଳିଗଲେ ଚାଷୀ

ପିପିଲି : ବିଲରେ ଜଳିଗଲେ ଚାଷୀ  l  ପିପିଲି ଥାନା ଆରିସଲ ପଞ୍ଚାୟତ ସୁନା ମୁହିଁ ଗାଁରେ ବିଲରେ ନିଆଁ ଲାଗି ପୋଡ଼ି ହୋଇଗଲେ ଜଣେ ଚାଷୀ ।  ମୃତକ ହେଲେ ଗଜେନ୍ଦ୍ର ସ୍ବାଇଁ ।  ନିଜ ବିଲରେ ଅମଳ ପରେ ଥିବା କୁଟାକୁ ନିଆଁ ଲଗାଇବା ପାଇଁ ଯାଇଥିଲେ  l ସେଠାରେ କୁଟାକୁ ଏକାଠି କରି ନିଆଁ ଲଗାଇଥିଲେ…

ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍‌ଡୋଜାର, ବ୍ୟକ୍ତିଗତ ଜାଗା ଉପରେ ହୋଇଥିଲା ପାଚେରୀ ନିର୍ମାଣ

ବାରିପଦା : ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍‌ଡୋଜାର । ଭାଙ୍ଗିଲା ଥାନା ପାଚେରୀ । ଲୋକଙ୍କ ଜାଗା ମାଡି ବସିଥିଲା ପୋଲିସ ବିଭାଗ । କୋର୍ଟ ନିର୍ଦ୍ଦେଶ ପରେ ବୁଲିଲା ବୁଲ୍‌ଡୋଜାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ସଦର ଥାନା ପରିସରରେ…

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!, ହରଡ଼ଘଣାରେ ବାଣପୁର ପୁଲିସ

ବାଣପୁର: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚୋରା ମଦ କାରବାର ଅଭିଯୋଗରେ ରାତିରେ ଜଣଙ୍କୁ ଥାନାକୁ ଆଣିଥିଲା ପୁଲିସ । ଦାଶରଥିପୁର ଗାଁର ଜଣଙ୍କୁ ଥାନାକୁ ଆଣି ବାଣପୁର ପୁଲିସ ପଚରାଉଚରା କରିଛି । ଅସୁସ୍ଥ ହେବାରୁ ସକାଳେ ବାଣପୁର, ପରେ ଭୁବନେଶ୍ୱର…

ସୋନିଆ ଗାନ୍ଧିଙ୍କୁ ମୋକିମଙ୍କ ଚିଠି ପ୍ରସଙ୍ଗ: ମୁହଁ ଖୋଲିଲେ ଭକ୍ତ

ଭୁବନେଶ୍ୱର : ବିଜେପି ସହ ଯେଉଁମାନେ ଅଛନ୍ତି ସେମାନେ ବିଜେପିକୁ ଚାଲିଯିବା ଉଚିତ । ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମ ଚିଠି ଲେଖିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଦାସ । ଯେଉଁମାନେ…

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି, ନିମ୍ନମାନର କାମ ଅଭିଯୋଗ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି । ପୂର୍ବରୁ ଏଭଳି ପାଣି ଗଳୁଥିବାରୁ ମରାମତି କରାଯାଇଥିଲା । ପୁଣି ଥରେ ପାଣି ଗଳୁଛି । ନିମ୍ନ ମାନର କାମ ଯୋଗୁ ପୁଣି ପାଣି ଗଳୁଥିବା ଅଭିଯୋଗ ହୋଇଛି । ଆନନ୍ଦ ବଜାର ହାତ ଧୁଆ ନିକଟରେ ମେଘନାଦ ପାଚେରୀରୁ ପାଣି ଗଳୁଥିବା…

ଭୁବନେଶ୍ୱରରେ ୧୫୫ଟି ବାରରେ ଅବକାରୀ ଚଢାଉ

ଭୁବନେଶ୍ୱର : ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବାରରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୧୫୫ଟି ବାର ଉପରେ ଅବକାରୀ ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ୫ଟି ଟିମ ଚଢାଉ କରିଥିଲା ।…

ରାମେଶ୍ଵରମ- ମଦୁରାଇ ଦର୍ଶନରେ ଗଲେ ମାଲକାନଗିରି ଜିଲ୍ଲାର ୭୫ ଜଣ ବରିଷ୍ଠ ନାଗରିକ

ମାଲକାନଗିରି : ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମାଲକାନଗିରି ଜିଲ୍ଲାରୁ ୭୫ ଜଣ ରାୟଗଡ଼ା ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସରୁ ପତାକା…

କୋଟଗଡ଼ ଅଭୟାରଣ୍ୟରେ ହାତୀ ଆତଙ୍କ : କପା, ମୁଗ, ବିରି ଫସଲ ନଷ୍ଟ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ ଓ ଦୁର୍ଗାପାଙ୍ଗା ସେକ୍ସନର କିଛି ଅଞ୍ଚଳରେ ଉତ୍ପାତ କରୁଛନ୍ତି ୮ଟିକିଆ ହାତୀ ପଲ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରୁ ୮ଟିକିଆ…

ନେତାଙ୍କ ଢାଞ୍ଚା ରେ ଅମଲା : ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ବାବୁ ଏବେ ବାକ୍ୟବୀର,ଲୋକଙ୍କ ସେବା କୁ ପଚାରେ କିଏ ? ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନେତାଙ୍କ ସ୍ୱର ସହ ତାଳ ମିଳେଇ ସରକାରୀ ବାବୁ ମାନେ ବର୍ତ୍ତମାନ ବାକ୍ୟବୀର ପାଲଟିଛନ୍ତି। ଡ଼ବଲ ଇଞ୍ଜିନ ଆସିବା ପରେ ଭୁବନେଶ୍ୱର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ନେତା ମାନେ କେବଳ ବାକ୍ୟବୀର ର ମାନ୍ୟତା ପାଇଛନ୍ତି। କାମ ଶୂନ କଥା ବେଶୀ ଭଳି କେବଳ ଭାଷଣ ବାଜୀ ରେ…