ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ: ସିଇସି
ଢାକା: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ଏହି ସାଧାରଣ ନିର୍ବାଚନ ସମ୍ପର୍କରେ ଗୁରୁବାର ବାଂଲାଦେଶ ମୁଖ୍ୟ ନିର୍ବାଚନ କମିସନର (ସିଇସି) ନସିରଉଦ୍ଦିନ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ନ୍ୟାସନାଲ ଆସେମ୍ବ୍ଲିର ମୋଟ!-->…