ହାତୀ ନଦୀରେ ବନ୍ୟା; ୨୦୦ ଲୋକ ସ୍ଥାନାନ୍ତର

ଭବାନୀପାଟଣା:ହାତୀ ନଦୀରେ ବନ୍ୟା । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ ୪୧୨ କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି। ଏବେ ପାଣି ଘେରରେ…

ବିଜେପିର ନୂଆ ଟିମ୍‌ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ଥନ; ଯୁବପିଢ଼ିଙ୍କ ସହ ଯୋଡ଼ିହେବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ…

ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲ ନବଜାତ ୱାର୍ଡରେ ଅଗ୍ନିକାଣ୍ଡ, ଜଣେ ମୃତ, ୨ ଗୁରୁତର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ନବଜାତ NICU ରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ମଧ୍ୟରାତ୍ରିରେ ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ୱାର୍ଡରେ ଥିବା ତିନୋଟି ନବଜାତ ଶିଶୁ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି ।…

୫ ପଥଚାରୀଙ୍କ ଉପରେ ମାଡ଼ିଗଲା ବୋଲେରୋ, ୪ ମୃତ

ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଜିଲ୍ଲାରେ ଏକ ବୋଲେରୋ ଧକ୍କାରେ ୪ ମୃତ୍ୟୁ ହୋଇଛି । ଫାଗି ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଚାଲି ଚାଲି ଘରକୁ ଫେରୁଥିବା ୫ ଜଣଙ୍କୁ ବୋଲେରୋ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।…

ବିଦ୍ୟୁତ୍ ବିଭ୍ରାଟ ଯୋଗୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ

ଜୟପୁର:ସାରା ଦେଶରେ ପ୍ରଶ୍ନ ପତ୍ର ଲିକ୍ ଘଟଣା ଚର୍ଚ୍ଚାର କେନ୍ଦବିନ୍ଦୁ ସାଜିଥିବା ବେଳେ ପୁଣି ବିଦ୍ୟୁତ ବିଭ୍ରାଟ କାରଣରୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ। ଅଖିଳ ଭାରତୀୟ ଆୟୁଷ…

ସିମେଣ୍ଟ କାରଖାନାରେ ବିସ୍ଫୋରଣ, ୩ ଇଞ୍ଜିନିୟରଙ୍କ ମୃତ୍ୟୁ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଢ ଜିଲ୍ଲାର ବରକାକାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବରକାକାନା ହେହଲସ୍ଥିତ ମା ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡରେ ଟର୍ବାଇନ୍ ବିସ୍ଫୋରଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ୩…

କୋଟିଆ‌ରେ ସ୍ୱାସ୍ଥ୍ୟସେବାକୁ ନିୟମିତ ବିଶେଷଜ୍ଞଙ୍କ ଚିକିତ୍ସା ପାଇଁ ଗୁରୁତ୍ୱ ପ୍ରଦାନ

କୋରାପୁଟ : କୋଟିଆ ଅଞ୍ଚଳର ଲୋକଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି। ଦୁର୍ଗମ ଅଞ୍ଚଳର ଲୋକଙ୍କୁ ପାଖରେ ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଉଛି।ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ…

ମୋବାଇଲ ପାଇଁ ଉଜୁଡ଼ିଗଲା ପୁରା ପରିବାର, ପାହାଡ଼ରୁ ଡେଇଁ ବାପ-ପୁଅ-ମାଆ ମୃତ

ମହାରାଷ୍ଟ୍ରର : ମୋବାଇଲ ଉଜାଡିଦେଲା ପୁରା ପରିବାର । ସାମାନ୍ୟ ମୋବାଇଲ ଦେଖିବା ଅଜବ ଜିଦରୁ ଚାଲିଗଲା ବାପା-ପୁଅ -ମାଙ୍କ ଜୀବନ । ଆଖି ପିଛୁଳାକେ ଉଜୁଡ଼ିଗଲା ପୂରା ପରିବାର । ମୋବାଇଲ ବ୍ୟବହାରକୁ ନେଇ ତାଗିଦ କରିବାରୁ ପାହାଡ଼ରୁ ଡେଇଁଲା ୧୯ ବର୍ଷର ପୁଅ । ସେପଟେ ପୁଅକୁ…

ବୌଦ୍ଧ ମଠ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୧୪ ମୃତ, ୨୦ ଆହତ

ନୂଆଦିଲ୍ଲୀ:ଶୁକ୍ରବାର ଦିନ ମିଆଁମାର ସେନା କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ (monastery in Sagaing Region)ଥିବା ଏକ ବୌଦ୍ଧ ମଠ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଏକ ସପ୍ତାହ ବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରୁଥିବା ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ସକାଳ…

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷଙ୍କୁ ୩ ବର୍ଷ ଜେଲ

ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ପ୍ରଭାକର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା…