ପ୍ରେସ କ୍ଲବ ରାଇକିଆର କାର୍ଯ୍ୟଳୟ ବିଧାୟକଙ୍କ ଦ୍ଵାରା ଉଦଘାଟିତ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସାମ୍ବାଦିକମାନଙ୍କ ବହୁ ପ୍ରତୀକ୍ଷିତ ‘ରାଇକିଆ ପ୍ରେସ କ୍ଲବ’ର ନୂତନ କାର୍ଯ୍ୟାଳୟ ଗୃହ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର!-->…