Browsing Category

ଓଡିଶା

ଏମକେସିଜି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଦ୍ୱିତୀୟ ମହଲାରେ ଥିବା ଅପରେସନ ଥିଏଟରର ନିଶ୍ଚେତକ କକ୍ଷରେ ଅଗ୍ନିକାଣ୍ଡ ଘଟିଛି। ଖବର

ଅକ୍ଟୋବରରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ !

ଭୁବନେଶ୍ୱର : ଓଡ଼ିଶାରେ ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଯୁବପିଢ଼ିକୁ ନିଜ ସହ ଯୋଡ଼ିବା ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ ହେବାକୁ ଥିବା

ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର : ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ । ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ। ମୁକ୍ତିକୁ ବିରୋଧ କଲା ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ। ୧୯୯୯ର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ହତ୍ୟା ମାମଲାରେ

ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ଚାଲିଗଲା ଜୀବନ

ମହାକାଳପଡ଼ା: ମହିଳାଙ୍କୁ ଭିଡ଼ି ନେଲା ବଉଳା କୁମ୍ଭୀର । ଘର ଲିପିବା ପାଇଁ ନିକଟ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିବା ବେଳେ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ମହିଳା ଜଣକ ଏହି ଗାଁର ହେମଲତା ଦାସ ବୋଲି ଜଣାପଡ଼ିଛି ।

ସିଙ୍ଗାରି ପଞ୍ଚାୟତରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ, ଗ୍ରାମବାସୀ ଆତଙ୍କିତ

​କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଆତଙ୍କ

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସୁଛି ୩ଟି ବାତ୍ୟା !

ଭୁବନେଶ୍ୱର: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିପାରେ ୩ଟି ବାତ୍ୟା! ଭାରତ ମହାସାଗରରେ ଆସିପାରେ ୩ଟି ଟ୍ରପିକାଲ ସାଇକ୍ଲୋନ୍। ଝଡ଼ର ତୀବ୍ରତା ଓ ଅବଧିକୁ ମାପୁଥିବା Power Dissipation Index-PDI ତଥ୍ୟ କୁ ଆଧାର କରି କିଛି ଏଭଳି ସଙ୍କେତ ଦେଇଛି ଇସ୍ରୋ। ଅନ୍ୟପଟେ ଆମେରିକାର ଜିଏଫ୍‌ଏସ୍,

ରାଜ୍ୟରେ ଲାଗୁ ହେବ ୟୁସିସି ! ସମସ୍ତଙ୍କୁ ମିଳିବ ସମାନ ଅଧିକାର

ଭୁବନେଶ୍ୱର: ୨୦୨୯ ସୁଦ୍ଧା ଏନ୍‌ଡ଼ିଏ ନେତୃତ୍ୱାଧୀନ ୨୧ ଟି ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି। ଏହା ଘୋଷଣା ପରେ ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ୟୁସିସି ପ୍ରକ୍ରିୟା ଆରମ୍ଭ ହେବାର

ମାନସିକ ଚାପ ହ୍ରାସ ପାଇଁ ଓପନ୍ ଏନକ୍ଲୋଜରକୁ ଯିବେ ୫ ଶିଶୁ ଓରାଙ୍ଗଉଟାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଉଦ୍ଧାର କରାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନଙ୍କ ନସିକ ଚାପ ହ୍ରାସ ମାକରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଏକ ଖୋଲା ଆକାଶ ତଳକୁ ସ୍ଥାନାନ୍ତର କରିବା ନେଇ ବିଚାରବିମର୍ଶ କରୁଛନ୍ତି। ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ

ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ସୋମବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ। ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନରେ ଥିବା ଦେହେରିପାଲି ଅଞ୍ଚଳରେ ଗଣେଶ ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହେଲା ସବୁ ସାଜସଜ୍ଜା। ଦେହେରିପାଲି ପୂଜା କମିଟି ଦ୍ୱାରା ଆୟୋଜିତ ଗଣେଶ ପୂଜାରେ ରାତି ପ୍ରାୟ ୮.୨୦

ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଖାଇ ପର୍ବ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାରେ ମୁଖରିତ ହୋଇଉଠିଥିବା ବେଳେ ସମ୍ବଲପୁରସ୍ଥିତ ମା’ ସମଲେଶ୍ୱରୀଙ୍କ ନିକଟରେ ‘ନବାନ୍ନ’ ଲାଗି କରାଯାଇଛି। ଚଳିତ ଋତୁର ପ୍ରଥମ ନୂଆ ଚାଉଳରୁ ପ୍ରସ୍ତୁତ ଅନ୍ନକୁ ନବାନ୍ନ ରୂପେ ମାଙ୍କ ନିକଟରେ ଲାଗି କରାଯାଇଛି। ଏହି