Browsing Category

ଓଡିଶା

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ବହୁ ପ୍ରତିକ୍ଷିତ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଁଖାଇ ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି । ଆଜି ପ୍ରଥମ କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା

୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ବାରିପଦା: ଜଣେ ବ୍ରାଉନସୁଗାର ବେପାରୀକୁ ଧରିଛି ବାରିପଦା ଟାଉନ୍ ପୁଲିସ। ଅଭିଯୁକ୍ତଠାରୁ ୧୯୯.୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି। ଉକ୍ତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହାଛଡ଼ା ଏକ ଭିଭୋ ସ୍ମାର୍ଟ ଫୋନ୍ ଓ ନଗଦ ୫୧୫୦ ଟଙ୍କା ଜବତ

ଗଣପର୍ବ ନୂଆଁଖାଇ; ସମଲେଇଙ୍କ ଦର୍ଶନ କଲେ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ଅବସରରେ ସମ୍ବଲପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଁଖାଇର ପବିତ୍ର ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କୁ ଦର୍ଶନ କରିବା ସହ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। । ଏହା ପରେ

ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ହତ୍ୟା ଧମକ

ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବିଜେପି ନେତା ରାଘବ ମଲ୍ଲିକଙ୍କୁ ବିଜେଡି ନେତା ବସନ୍ତ କୁମାର ସାହୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ବସନ୍ତ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ରାଘବ ମଲ୍ଲିକ ବାଣୀଗୋଚ୍ଛା ଥାନାରେ ଅଭିଯୋଗ କରିଛନ୍ତି। ଏମିତିକି ବସନ୍ତ ବିଜେପି ନେତା ରାଘବ ମଲ୍ଲିକଙ୍କୁ

ଲଗାଣ ବର୍ଷାରେ ବେହାଲ କୋରାପୁଟ, ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି

କୋରାପୁଟ: ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି। ସେପଟେ କୁନ୍ଦୁରା ବ୍ଲକର

ସମୁଦ୍ରରେ ବୁଡି ଯାଉଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

ପୁରୀ : ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ l ଯାଜପୁର ଅଞ୍ଚଳର ଗୋଟିଏ ପରିବାରର ୪ ଜଣ ସଦସ୍ୟ ସ୍ନାନ କରୁଥିବା ସମୟରେ ହଟାତ ବୁଡି ଯାଇଥିଲେ l ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ୪ ଜଣକୁ ସୁରକ୍ଷିତ ଉଦ୍ଧାର

ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେଲା ଲଘୁଚାପ। ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ସକାଳ ସମୟରେ ଘନୀଭୂତ ହୋଇ ଅବପାତ ପରିଣତ ହୋଇଛି।

କଟକ ମହାନଗର ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ

କଟକ: କଟକ ମହାନଗର ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ସଭାରେ କଟକ ଜିଲ୍ଲାପାଳ, ସିଏମସି ମେୟର, ପୋଲିସ କମିଶନର, କଟକ ଡିସିପି, ଶାନ୍ତି କମିଟି କର୍ମକର୍ତ୍ତା, ସମସ୍ତ ପୂଜା କମିଟି କର୍ମକର୍ତ୍ତା, ବାରବାଟି କଟକ

ଗିରଫ ହେଲେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ

ନୂଆପଡ଼ା: ଗିରଫ ହେଲେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ । ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିବା ପରେ ଶ୍ରୀ ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ । ସୂଚନା ଅନୁସାରେ, ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ

ପୁରୀ ସମୁଦ୍ରରେ ଭାସୁଥିବା କଣ୍ଟେନରକୁ ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ

ପୁରୀ: ଗତ ୩ଦିନ ତଳେ ପୁରୀ ପେଣ୍ଠକଟା ବେଳାଭୂମି କୂଳରେ ଲାଗିଥିଲା ଏକ ବଡ଼ କଣ୍ଟେନର । ସେଇ କଣ୍ଟେନରକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ ଡିପାର୍ଟମେଣ୍ଟକୁ ଖବର ଦିଆଯାଇଥିଲା ଏବଂ ୭ ଜଣିଆ ଟିମ୍ ମଧ୍ୟ ଗଠନ କରାଯାଇଥିଲା । କିନ୍ତୁ ଆଜିକୁ ୪ ଦିନ ବିତିଗଲେ ମଧ୍ୟ ଏହି କଣ୍ଟେନରକୁ