Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା, ୯ ଛାତ୍ରଛାତ୍ରୀ ନିଲମ୍ବିତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ତରବୋଡ ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା । ୯ ଛାତ୍ରଛାତ୍ରୀ ନିଲମ୍ବିତ । ନିଲମ୍ବନ କଲେ ଅଧ୍ୟକ୍ଷ । କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନରୁ ଓହରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଉପଜିଲ୍ଲାପାଳ । ଗୁରୁ!-->…
ଭଦ୍ରକରେ ଟେକ୍ସଟାଇଲ ଓ ପାରାଦୀପରେ ମେଗା ଫିଡ କ୍ରାକର ପ୍ଲାଣ୍ଟ: ଶ୍ରମ ମନ୍ତ୍ରୀ
ଭୁବନେଶ୍ୱର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ l ଏଥିସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ l ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ ବୋଲି ବିଧାନସଭାରେ ବିବୃତ୍ତି!-->…
ରାଜଧାନୀରେ ମାତିଛନ୍ତି ଜମି ଜବର ଦଖଲକାରୀ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ
ରାଜଧାନୀରେ ମାତିଛନ୍ତି ଜମି ଜବରଦଖଲକାରୀ । ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଇନ୍ଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବର ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୁର୍ବୃତ୍ତ । ଏହି ଦୁର୍ବୃତ୍ତ ମାନେ ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲେ!-->…
ପୁରୀ ବେଳାଭୂମିରେ ଅଜଣା କଣ୍ଟେନର: ମିଳିଲା ପରିଚୟ
ପୁରୀ: ପୁରୀ ବେଳାଭୂମିରେ ଠାବ ହୋଇଥିବା ଅଜଣା କଣ୍ଟେନର ର ମିଳିଲା ପରିଚୟ। ପୁରୀ ବେଳାଭୂମିରୁ ଠାବ କଣ୍ଟେନର୍ ଇଣ୍ଡୋନେସିଆ ଜାହାଜର ବୋଲି ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ।
ସେ କହିଛନ୍ତି, ଏକ ଇଣ୍ଡୋନେସିଆ କମ୍ପାନୀ ଜାହାଜରୁ ୭ଟି କଣ୍ଟେନର୍ ହଜିଯାଇ ଥିବା ସୂଚନା ମିଳିଛି।!-->!-->!-->…
ବେଆଇନ ଗର୍ଭପାତ ନର୍ସିଙ୍ଗ ହୋମରେ ଚଢାଉ, ୯ ଗିରଫ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା l ବେଆଇନ ଗର୍ଭପାତ ନର୍ସିଙ୍ଗ ହୋମ ଉପରେ ଚଢାଉ କରିଛି ପୋଲିସ l ଉକ୍ତ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ l ତେବେ ଏହି ବେଆଇନ ଗର୍ଭପାତ ଉକ୍ତ ନର୍ସିଙ୍ଗ ହୋମର ମାଲିକ ମାମିନା ମହାପାତ୍ର ଏବଂ ତାଙ୍କ ସ୍ଵାମୀ!-->…
ବିଜେଡି ଛାଡ଼ି ପଦ୍ମ ଧରିଲେ ସୁଜିତ କୁମାର, ରାଜ୍ୟସଭା ସାଂସଦ ପଦରୁ ଦେଇଥିଲେ ଇସ୍ତଫା
ବିଜେଡି ଛାଡ଼ି ପଦ୍ମ ଧରିଲେ ସୁଜିତ କୁମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତିରେ ଦିଲ୍ଲୀରେ ସେ ବିଜେପିରେ ମିଶିଛନ୍ତି ।
ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି!-->!-->!-->…
୨୭୪ଟି ବ୍ଲକରେ ସରିଛି ଷ୍ଟାଡିୟମ୍: ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ମୋଟ୍ ୩୧୪ରୁ ୨୭୪ ବ୍ଲକରେ ଷ୍ଟାଡିୟମ୍ କାମ ଶେଷ ହୋଇଛି। ଆଜି ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ଏନେଇ ମନ୍ତ୍ରୀ କହିଛନ୍ତି, ୩୦ଟି ଷ୍ଟାଡିୟମ୍ କାମ ଚାଲିଛି, ୧୦ଟିର ଆଦୌ କାମ ଆରମ୍ଭ ହୋଇନି।!-->!-->!-->…
୭ ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଭୁବନେଶ୍ୱର, କଟକ ସମେତ ଓଡିଶାର ୭ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶୁକ୍ରବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, କୋରାପୁଟ ଓ ମାଲକାନଗିରି ।!-->!-->!-->…
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ
କଟକ : ଶ୍ବାସରୁଦ୍ଧ ହୋଇ ୩ ମୃତ । ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୩ ଜୀବନ । ବାରଙ୍ଗ ଥାନା ନରଣପୁରଠାରେ ଏକ ଆପାର୍ଟମେଣ୍ଟରେ ନିର୍ମାଣ କାମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବାବେଳେ ଶ୍ବାସରୁଦ୍ଧ ହୋଇପଡିଥିଲେ ।
ସୂଚନା!-->!-->!-->…
ସୁଭଦ୍ରା ସଚେତନତା ପାଇଁ ଗଡିବ ରଥ
ଭୁବନେଶ୍ୱର: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ଦ୍ୱନ୍ଦ୍ଵ କରିବା ପାଇଁ ଏଣିକି ଗଡିବ ସୁଭଦ୍ରା ରଥ। ଏନେଇ ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା!-->…