Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲଗାଣ ବର୍ଷା : ୨ ଦିନ ହେବ ପୁରୀରେ ଜାରି ରହିଛି ଜଳ ନିଷ୍କାସନ କାର୍ଯ୍ୟ
ପୁରୀ: ପୁରୀରେ ଲାଗି ରହିଛି ବର୍ଷା। ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁଁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁ ଓ ସ୍ଥାନୀୟ!-->…
ବିନା ଟାହିଆରେ ବଡ଼ଦାଣ୍ଡକୁ ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ !, ଅବହେଳାକୁ ନେଇ ପ୍ରଶ୍ନବାଚୀ
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ବିଶ୍ୱମୋହିନୀ ‘ପହଣ୍ଡି ବିଜେ’ ସମ୍ପୂର୍ଣ୍ଣ ରୂପେ ବିନା ‘ଟାହିଆ’ (ପାରମ୍ପରିକ ଫୁଲ ମୁକୁଟ) ରେ ଅନୁଷ୍ଠିତ ହୋଇଛି । କାଳିଆ ସାଆନ୍ତ ଆଜି ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ସାଧାରଣତଃ ପହଣ୍ଡି!-->…
ରଥଯାତ୍ରାରେ ଶ୍ୱାସରୁଦ୍ଧ ହୋଇ ୨ ଭକ୍ତଙ୍କ ମୃତ୍ୟୁ
ପୁରୀ : ଏକ ଦୁର୍ଭାଗ୍ୟଜନକ ଘଟଣାରେ, ଆଜି ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ୱାସରୁଦ୍ଧ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି । ରିପୋର୍ଟ ଅନୁଯାୟୀ, ଆଜି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ରଥ ମହୋତ୍ସବ ଦେଖିବା ପାଇଁ!-->…
ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମହାପ୍ରଭୁଙ୍କ ନିକଟରେ କଲେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା
ପୁରୀ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟୁଇଟ୍ କରି ରାଷ୍ଟ୍ରପତି କହିଛନ୍ତି “ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ!-->…
ପ୍ରବଳ ବର୍ଷାରେ ଭିଜୁଛି ବଡ଼ଦାଣ୍ଡର ପଥ, ୪୫ ଘଣ୍ଟାରେ ୨୦୦ ମି.ମି ରେକର୍ଡ
ପୁରୀ : ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ପ୍ରବଳ ବର୍ଷାରେ ଭିଜୁଛି ପୁରୀ ବଡ଼ଦାଣ୍ଡର ପଥ । ଆଜି ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ଭିଜୁଛି ମହାପ୍ରଭୁଙ୍କ ତିନି ରଥ।!-->…
୪ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କଲା ବାପା
ଉଦଳା:ମୟୂରଭଞ୍ଜ ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ଜନ୍ମ କଲା ପୁଅକୁ କଟୁରୀରେ ହାଣି ହତ୍ୟା କଲେ ବାପା। ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି ସିଂ ବୋଲି ଜଣାପଡ଼ିଛି ।
ଅଭିଯୋଗ ଅନୁସାରେ, ବାପା ସୋହନ ସିଂ!-->!-->!-->…
ହାତୀ ଆକ୍ରମଣରେ ଚାଲିଗଲା ଛାତ୍ରଙ୍କ ଜୀବନ
ବିଶ୍ରା:ଜଙ୍ଗଲ ନିକଟରେ ବଣୁଆ ହାତୀ ଆକ୍ରମଣରେ ଚାଲିଗଲା ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ସନ୍ତୋଷପୁର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ ଜବାଘାଟ ଗ୍ରାମର ଡିଲେଶ୍ୱର!-->…
ଆରମ୍ଭ ହେଲା ଶ୍ରୀମନ୍ଦିର ନିମନ୍ତେ ଡିଜିଟାଲ୍ ହୁଣ୍ଡି ‘ସମର୍ପଣ ଆପ୍’
ଭୁବନେଶ୍ୱର/ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଡିଜିଟାଲ ଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଜି (ବୁଧବାର) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ!-->…
ସିଏମଓରୁ ଫାଇଲ୍ ଗାଏବ ଘଟଣା: ଦୁଇ ଆଇଏଏସ୍ ଅଧିକାରୀଙ୍କୁ କମିଶନରେଟ୍ ପୋଲିସର ସମନ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି କମିଶନ ତଦନ୍ତ ସମ୍ବନ୍ଧୀୟ ଫାଇଲ୍ ନିଖୋଜ ଘଟଣାର ତଦନ୍ତକୁ ନେଇ କମିଶନରେଟ୍ ପୋଲିସ ତତ୍ପରତା ବଢ଼ାଇଛି। ଏହି ଘଟଣାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ପୋଲିସ ସମନ୍ ଜାରି!-->…
ପାରାଦୀପ – ହରିଦାସପୁର ଦୋହରିକରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ - ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାସହିତ ରାଜଖରସ୍ୱାନ ଓ ଡାଙ୍ଗୋପୋସିର ଚତୁର୍ଥ ଲେନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି ।!-->…