Browsing Category

ଓଡିଶା

ତେଜିଲା ରେଭେନ୍ସା ରାଜନୀତି: ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଲା ବିଜେପି

ଭୁବନେଶ୍ଵର: ତେଜିବାରେ ଲାଗିଲାଣି ରେଭେନ୍ସା ରାଜନୀତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ରାଜନୀତି ଜୋର ଧରିବାରେ ଲାଗିଛି । ଶାସକ-ବିରୋଧି ଟଣାଟଣି ହେବାରେ ଲାଗିଲେଣି । ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେଡିକୁ

ବାର୍ଡ ଫ୍ଲୁ ଆତଙ୍କ ପରେ ମାଛ ରେଟ୍ ୩୦୦ ଉପରେ

ଭୁବନେଶ୍ୱର : ଚିକେନ୍ ଛାଡ଼ି ମାଛ ଦୋକାନ ମୁହାଁ ଗ୍ରାହକ । ବାର୍ଡ ଫ୍ଲୁ ଆତଙ୍କ ପରେ ଲୋକମାନେ ଚିକେନ୍ ଖାଇବା ନେଇ ଭୟଭୀତ ହୋଇପଡିଛନ୍ତି । ଫଳରେ ମାଛ ଦୋକାନରେ ଭିଡ ଜମୁଛି । ଏହାର ଫାଇଦା ଉଠାଉଛନ୍ତି ମାଛ ଦୋକାନୀ । କିଲୋ ପ୍ରତି ଦେଢ଼ ଶହ/ଦୁଇ ଶହ ଟଙ୍କାରୁ ଏକାଥରେ ରେଟ୍ ଏବେ

ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ପୁରୀ: ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ସେନା ନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ତେବେ ମୋଟ ୨୦ ଜଣଙ୍କୁ ମୂତୟନ କରାଯାଇଛି । ଦୁଇଟି ସିଫ୍ଟରେ ଏମାନେ ଡ୍ୟୁଟି କରିବେ । ତେବେ ଆନନ୍ଦ ବଜାର ଓ ମନ୍ଦିର

ଭୁବନେଶ୍ୱର DRI ର ବଡ଼ ରେଡ, ବନ୍ୟ ପ୍ରାଣୀ ଶାରୀରିକ ଅଂଶ ଜବତ

ଭୁବନେଶ୍ୱର : ଭୁବନେଶ୍ୱର DRI ର ବଡ଼ ରେଡ  ।  ସୋରୁମରୁ ମିଳିଲା ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ମୁଦି, ବିରଳ କୁମ୍ଭୀର ପ୍ରଜାତିର ଶାରୀର ଅଂଶ, ସାମୁଦ୍ରିକ ରତ୍ନ, କସ୍ତୁରୀ ହରିଣର କସ୍ତୁରୀ, ବିରଳ ଗେଣ୍ଡା ଆଦି ସାମୁଦ୍ରିକ ଯିବ ।  ବନ୍ୟପ୍ରାଣୀ ଅଧିନିୟମ ସିଡ୍ୟୁଲ ଅନୁଯାଇ ଏ

ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ

ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ

ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରସ୍ତାବ ଦେଇଛନ୍ତି। ଗତକାଲି ଶ୍ରୀ ପଣ୍ଡା ଏହି ପ୍ରସ୍ତାବ ଦେଇଥିବା ଜଣାପଡିଛି।ସୂଚନାଯୋଗ୍ୟ

ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ

କୋଟିପତି କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ଦାସଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା

ବି-ଟେକ୍ ଗଞ୍ଜେଇ ମାଫିଆ; ବାହାରୁ ସୁନ୍ଦର ତରୁଣୀ ଆଣି ରିଲ୍ସ କରୁଥିଲେ

ଭୁବନେଶ୍ବର : ଅଏସ କରୁଥିଲେ B-Tech ଗଞ୍ଜେଇ ମାଫିଆ। ଗଞ୍ଜେଇ ବେପାରରୁ ରୋଜଗାର କରୁଥିବା ଟଙ୍କାରେ ମୌଜ ମଜଲିସ୍‌ କରୁଥିଲେ। ରାଜ୍ୟ ବାହାରୁ ସୁନ୍ଦର ସୁନ୍ଦର ତରୁଣୀ ଆଣି ସେମାନଙ୍କ ସହିତ ରିଲ୍ସ କରୁଥିଲେ। ସୋଶାଲ୍‌ ମିଡ଼ିଆରେ ଧମାଲ୍‌ କରୁଥିଲେ। ଆଜି ସେହି ରଙ୍ଗୀଲା ଗଞ୍ଜେଇ ମାଫିଆଙ୍କୁ

ଗୁପ୍ତ ରତ୍ନଭଣ୍ଡାର ଥାଇପାରେ: ପୃଥ୍ୱୀରାଜ ହରିଚନ୍ଦନ 

ଭୁବନେଶ୍ବର : ଗୁପ୍ତ ରତ୍ନଭଣ୍ଡାର ଥାଇପାରେ। ସେଥିପାଇଁ ଜିପିଆର ସର୍ଭେ କରାଯିବ। ଓଡ଼ିଶା ରିପୋର୍ଟରକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହି କଥା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ ସାରିଦେଲାଣି। ବର୍ତ୍ତମାନ ଯୋଡ଼ିଏ