Browsing Category

ଓଡିଶା

ଭାଇରଲ ଅଡିଓ ଘଟଣା ର ନୁଆଁ ମୋଡ଼ : ଗଞ୍ଜାମ ବାଲି ସମ୍ରାଟଙ୍କ ସ୍ୱର ବଦଳିବା ପଛରେ ରହସ୍ୟ କଣ….?

ବିଜେଡ଼ି ଶାସନ ବେଳେ ସମ୍ରାଟ ଯାଇଥିଲେ ଜେଲ ଏବେ ଶାସକ ଦଳର ଭାଗୁଆଳି ବୋଲି ଚର୍ଚ୍ଚା…!! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ମଦ ଓ ବାଲି ମାଫିଆ ମାନେ ରାଜ କରି ଆସୁଛନ୍ତି। ଗତ ବିଜେଡ଼ି ସରକାର ସମୟରେ କୋଦଳା ପୋଲିସ ବାଲି ସମ୍ରାଟ ର କଳା କାରନାମାର ପର୍ଦାଫାଶ କରି

କେବଳ ମନୋରଞ୍ଜନ ପାଇଁ ସାହିତ୍ୟ ସୃଷ୍ଟିହେବା ଅନୁଚିତ

କଟକ : କବୟିତ୍ରୀ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କବିତା ପୁସ୍ତକ ‘ ଭାବର ବନ୍ଧନ’ ଉନ୍ମୋଚିତ ହୋଇଯାଇଛି | କଟକସ୍ଥିତ ଓସମି ସଭାଗୃହରେ ଅନୁଷ୍ଠିତ ଏକ ଭବ୍ୟ ସାରସ୍ବତ ସମାରୋହରେ ଅତିଥିମାନେ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ | ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀଙ୍କ

ବାଲି ଗୁତାଧାରୀ ଠାରୁ ବଟି ଆଦାୟ ଘଟଣା :ଆସିକା ବିଧାୟକଙ୍କ ଅଡିଓ ଭାଇରାଲ ଘଟଣା କୁ ନେଇ ବାଲି ମାଫିଆ ମାନଙ୍କ ଉପରେ ଚାପ…

ହରଡ଼ ଘଣାରେ ସରକାର ଓ ପ୍ରଶାସନ..!! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସରୋଜ ପାଢ଼ୀଙ୍କ ବାଲି ଗୁତାଧାରୀ ଙ୍କୁ ବଟି ମାଗିବା ଘଟଣା କୁ ନେଇ ଏକ ଅଡିଓ ଚାରିଦିନ ହେଲା ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଆସିକା ଅଞ୍ଚଳର ଦୁଇ ଜଣ ବାଲି ମାଫିଆଙ୍କୁ

ଓଡିଶାରେ ସମ୍ବର୍ଦ୍ଧିତ ହେଲେ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ‘ଲକ୍ଷପତି ଦିଦି’

ଭୁବନେଶ୍ୱର: ମିଶନ ଶକ୍ତି କେବଳ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନଙ୍କ ସଶକ୍ତିକରଣର କାହାଣୀ ନୁହେଁ, ବରଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସାରା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ସ୍ୱପ୍ନର ବାର୍ତ୍ତାବହ। ସମାଜ, ସମ୍ପ୍ରଦାୟ ଏବଂ ଦେଶର ବିକାଶ ତଥା

ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ ବୋଲି ପରିବହନ ମନ୍ତ୍ରୀଙ୍କ ଘୋଷଣା

ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଛାତ୍ରୀ ମୃତ୍ୟୁ ମାମଲା, ଚାକିରି ହରାଇଲେ ୱାର୍ଡେନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲ ଛାତ୍ରୀ ମଧୁସ୍ମିତା ବେହେରାଙ୍କ ମୃତ୍ୟୁ ଘଟଣାରେ ଚାକିରି ହରାଇଛନ୍ତି ୱାର୍ଡେନ ମିନତି ମହାପାତ୍ର । ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହା ସହିତ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା

ନୟାଗଡର ୪ଟି ଜେଲରେ ଚଢାଉ: ବିପୁଳ ନିଶାଦ୍ରବ୍ୟ ଜବତ

ନୟାଗଡ : ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।ଚଢ଼ାଉ ବେଳେ ନୟାଗଡ଼

ରାସ୍ତା କଡରୁ ଗଛ କାଟିବାବେଳେ ଧରିଲେ ଡିଏଫଓ, ଟ୍ରାକ୍ଟର ସହ କାଠ ଜବତ 

ଆଠଗଡ : ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା କଦମ୍ବପାଟଣା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏକ ବିରାଟ ଚାକୁଣ୍ଡା ଗଛ କାଠ ମାଫିଆ କାଟି ନେଇଯିବାକୁ ଉଦ୍ୟମ କରୁଥିଲେ । ସେହି ରାସ୍ତା ଦେଇ ଅପରାହ୍ନ ୫ଟାବେଳେ ଯାଉଥିବା ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି ଏହା ଦେଖି ଗାଡିରୁ ଓହ୍ଲାଇବା

ବଦଳୁଛି ନେତୃତ୍ବ, ବିଗୁଡ଼ୁଛି ଟ୍ରାଫିକ୍‌: ୬ ବର୍ଷରେ ୧୧ ଟ୍ରାଫିକ୍‌ ଡିସିପି

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍‌ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ନିୟମିତ ଭାବେ ନୂଆ ଯୋଜନା କରାଯାଉଛି। ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି, ଅମାନିଆଙ୍କୁ ସାବାଡ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ରାଜଧାନୀର