Browsing Category

ଓଡିଶା

ବିଜେଡିକୁ ଚକ୍‌ମା ଦେଲା ବିଜେପି; ଖଲ୍ଲିକୋଟ ବ୍ଲକକୁ ହାତେଇଲା

ଖଲ୍ଲିକୋଟ : ଗଞ୍ଜାମ ରାଜନୀତି ସରଗରମ ହୋଇଛି। ଆଜି ହୋଇଥିବା ଉପନିର୍ବାଚନରେ ବିଜେଡିକୁ ଚକ୍‌ମା ଦେଇଛି ବିଜେପି। ଆଉ ଖଲ୍ଲିକୋଟ ବ୍ଲକକୁ ହାତେଇଛି। ପୂର୍ବତନ ବିଜେଡି ବିଧାୟକଙ୍କ ସ୍ୱାମୀଙ୍କୁ ପରାସ୍ତ କରି ବିଜେପି ଉଡାଇଛି ବିଜୟ ବାନା।ଖଲ୍ଲିକୋଟ ବ୍ଲକ୍‌ରେ ମୋଟ ୨୯ଟି ପଞ୍ଚାୟତରେ ୨୯ଟି

ମଦ ମୃତ୍ୟୁର ଆରଡିସି ତଦନ୍ତ ହେବ: ଅବକାରୀ ମନ୍ତ୍ରୀ

ବ୍ରହ୍ମପୁର/ଚିକିଟି : ମଦ ମୃତ୍ୟୁର ଆରଡିସି ତଦନ୍ତ ହେବ। ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆହୁରି ମଧ୍ୟ ସେ କହିଛନ୍ତି ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଆସିବ। ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୨୦ ତାରିଖରୁ ରାଜ୍ୟସାରା

ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ୬ଟି ଗେଟ୍‌

ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟରେ ନିରନ୍ତର ବର୍ଷା ଲାଗି ରହିଛି | ସେପଟେ ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ମୋଟ୍‌ ୬ଟି ଗେଟ୍‌ ଦେଇ ଜଳ

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଭାରତୀୟ ଶିଳାଲେଖ ଏବଂ ପୁରାତନ ଲିପି ସମ୍ବନ୍ଧରେ ଜାତୀୟ କର୍ମଶାଳା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ‘ଭାରତୀୟ ଶିଳାଲେଖ ଏବଂ ପୁରାତନ ଲିପି’ ସମ୍ବନ୍ଧରେ ଏକ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ କୁଳପତି ପ୍ରଫେସର

ଅଶୁଭ ଗୁରୁବାର : ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୂର୍ଘଟଣା…

ଯାତ୍ରୀବାହୀ ବସ୍ ସହ ଗ୍ୟାସ ବୋଝେଇ ଟ୍ରଲର ଧକ୍କା, ୪ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର ୪ ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତପରିବହନ ମନ୍ତ୍ରୀ, ସଚିବଙ୍କ ସମେତ ଜିଲ୍ଲାପାଳ ଓ ଏସପିଙ୍କ ସମୀକ୍ଷା, ମେଡିକାଲରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି

ବ୍ରହ୍ମପୁର ବି.ଏମ୍.ସି ରେ ପାଦେ ପାଦେ ଦୁର୍ନୀତି ପିସି ଖାଇ ନେତା ଓ ପ୍ରଶାସନ ମସଗୁଲ…!

ସ୍ବାୟତ୍ତ ଶାସନ ଦିବସ ପାଳନ ପୁର୍ବରୁ ଖୋଲୁଛି ବି ଏମ୍ ସି ର ଗୁମର …! ବ୍ରହ୍ମପୁର : ଆଉ ଦିନ କେଇଟା ପରେ ସ୍ବାୟତ୍ତ ଶାସନ ଦିବସ ପାଳନ କରିବ ବ୍ରହ୍ମପୁର ମହାନଗର ନିଗମ। ଜନ ସାଧାରଣ ଙ୍କ ଅର୍ଥ ରେ ନାଚ, ଗିତ,ଖେଳ,କୁଦ କରି ପୁଳା ପୁଳା ଟଙ୍କା ବ୍ଯୟ ବରାଦ କରିବା ସହ ଉତ୍ସବ ମନାଇ

ବୃହତ ପ୍ରକଳ୍ପ ଇନ୍ଦ୍ରାବତୀ ଥାଇ ବି ନବରଙ୍ଗପୁର ଜିଲ୍ଲା କୁ ମିଳୁନି ଟୋପାଏ ପାଣି : ବିଧାୟକ ଗୌରିଶଙ୍କର ମାଝୀ…

ନବରଙ୍ଗପୁର : ବୃହତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଥାଇ ବି ନବରଙ୍ଗପୁର ଜିଲ୍ଲା କୁ ଟୋପାଏ ପାଣି ନ ମିଳିବା ନେଇ ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି । ସେ ବିଗତ ସରକାର ଉପରେ ବର୍ଷିଛନ୍ତି । ତୁରନ୍ତ ସମାଧାନ ପାଇଁ ବାଚସ୍ପତି ମହୋଦୟ ଙ୍କୁ ଅନୁରୋଧ

ସାରା ରାଜ୍ୟରେ ବଜ୍ରାଘାତରେ ୯ ଜଣଙ୍କର ମୃତ୍ୟୁ

ନିଃସର୍ତ୍ତ ଅଫିସ : ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଯୋଗୁଁ ଚାଲିଗଲା ୯ ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ଆଗରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୨ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଆଗରପଡା ଡାକ୍ତରଖାନା ରେ ଭର୍ତି କରାଯାଇଛି। ମୃତକ

ଉଚ୍ଚଶିକ୍ଷା ବିଭାଗ ସହ ଯୋଡି ହେଲା ଦକ୍ଷତା ବିକାଶ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ସହ ଯୋଡି ହେଲା ଦକ୍ଷତା ବିକାଶ | ଆଉ ଏଣିକି ଯୁକ୍ତ ୩ ଓ ବିଟେକ ଛାତ୍ରଛାତ୍ରୀ ବି ପାଇଁ ଦକ୍ଷତା ବିକାଶର ତାଲିମ ପାଇପାରିବେ | ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କୋରସେରା ସହ ଚୁକ୍ତି ସ୍ଵାକ୍ଷର କରିଛି | କୋରସେରା ୩୦ ଜିଲ୍ଲାରେ ୬୦୦୦

ବିଶାକ୍ତ ମଦ ଜନିତ ମୃତ୍ୟୁସଂଖ୍ୟା ୨ କୁ ବଢିଲା

ଚିକିଟି /ପାତ୍ରପୁର : ଟିକିଟି ମଦକୁ ନେଇ ବିଜେଡିର ପ୍ରେସ ମିଟ । ଚିକିତ୍ସାଧୀନ ଆବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ବିଶାକ୍ତ ମଦ ଜନିତ ମୃତ୍ୟୁ ଦୁଇକୁ ବୃଦ୍ଧି ହେଲା । ମୃତକ ଜଣକ ଜେନାପୁର ଗାଁର ବୋଲି ଜଣା ପଡିଛି । । ଗତକାଲି ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିଲା । ଏମକେସିଜି ମେଡିସିନ