Browsing Category

ଓଡିଶା

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଏଥିପାଇଁ ୧୪ରେ ପ୍ରକାଶ ପାଇବ

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ରେ ଆବଶ୍ୟକ ସଂଶୋଧନ କରିବାକୁ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତ୍ତତାକୁ

ଝାଡାବାନ୍ତି ଆକ୍ରାନ୍ତ: ୪ ଦିନରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ବନ୍ଧଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗାଁରେ ୪ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୮ ତାରିଖରୁ ଦଣ୍ଡସେନାଗୁଡା ଗାଁରେ ଝାଡ଼ାବାନ୍ତି ରୋଗ ଆରମ୍ଭ ହୋଇଛି । ୯ ତାରିଖ ଦିନ ଜାନକି ଅମନାତ୍ୟ ନବରଙ୍ଗପୁର

ବିଧାୟକଙ୍କୁ ଟ୍ରେନିଂ ଦେବେ ଜେପି ନଡ୍ଡା

ଭୁବନେଶ୍ୱର: ବିଧାୟକଙ୍କୁ ତାଲିମ ଦେବେ କେନ୍ଦ୍ରୀୟ ନେତା। ନୂଆ ବିଧାୟକଙ୍କ କ୍ଲାସ୍‌ ନେବେ ଜେପି ନଡ୍ଡା। ଦେବେ ପଲିଟିକାଲ୍‌ ସକ୍ସେସ ମନ୍ତ୍ର। ଆଉ ନୀତି ନୈତିକତାର ପାଠ ପଢାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାୟକଙ୍କୁ ଆଚରଣ ଉଚ୍ଚାରଣ ଶିଖାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ

ହାତୀ ଭାଙ୍ଗିଲେ ମିଳିବ ନୂଆ ଘର : ମନ୍ତ୍ରୀ

ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ। ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ। ଅନ୍ୟପଟେ ବିଭିନ୍ନ ସମୟରେ

ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ

କଟକ: ନିର୍ବାଚନରେ ଅନିୟମିତତା ମାମଲାରେ ଆଉ ଜଣେ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ଜାରି ହୋଇଛି । ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ । ତେବେ ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ

ଓଡ଼ିଶାରେ ଏମିତି ଖଣିଜ ପଦାର୍ଥ ଅଛି ଯାହା ଭାରତର ଅନ୍ୟ ଜାଗାରେ ମିଳେ ନାହିଁ: ପଦ୍ମଶ୍ରୀ ଡଃ କୋଟା ହରିନାରାୟଣ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆଗ୍ରହ କମ୍ ଥିବା କହିଲେ ପଦ୍ମଶ୍ରୀ ଡଃ କୋଟା ହରିନାରାୟଣ । ଓଡ଼ିଶା ହେଉଛି ବିଭିନ୍ନ ପ୍ରକାର ଖଣିଜ ସମ୍ପଦର ଗନ୍ଥା ଘର। ଏଠି ଏମିତି ଅନେକ ଖଣିଜ ଅଛି ଯାହା ଭାରତର ଅନ୍ୟ ଜାଗାରେ ମିଳେ ନାହିଁ। ଏମିତି କିଛି ଖଣିଜ ଅଛି

ଭତ୍ତାଧାରୀ ବୟସ୍କଙ୍କ ସହ ପ୍ରତାରଣା କରିଛି ବିଜେପି: ନବୀନ

ଭୁବନେଶ୍ୱର: ବୟସ୍କଙ୍କ ଭତ୍ତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ l ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ l ନବୀନ ଲେଖିଛନ୍ତି ଯେ, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ

ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା । ଓଟିଇଟି  ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା । ବୋର୍ଡର ୱେବସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି ଆଡ଼ମିଟ କାର୍ଡ । ରାଜ୍ୟର ୪୩୦ ପରୀକ୍ଷା କେନ୍ଦ୍ରରେ ହେଉଛି ପରୀକ୍ଷା

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳା ସୁନା ଓ ହୀରାର ଗହଣା

ଭୁବନେଶ୍ୱର: କୁବେର ପୂର୍ବତନ ଯନ୍ତ୍ରୀ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କଠାରୁ ଅମାପ ସଂପତ୍ତି ଜବତ କରିଛି ଭିଜିଲାନ୍ସ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କର ଭୁବନେଶ୍ବରରେ ୭ଟି ଓ ଝାରସୁଗୁଡ଼ାରେ ୩ଟି ଫ୍ଲାଟ ସହ ଭୁବନେଶ୍ବର, କଟକ ଓ ଜଟଣୀରେ ୭ଟି