Browsing Category

ଓଡିଶା

ସ୍ୱାଧୀନତା ଦିବସରେ ଆସିବ ‘ସୁଭଦ୍ରା’ ଏସ୍‌ଓପି

ଭୁବନେଶ୍ବର: ସୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ରେ ଆସିବ। ଏଥିରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ

ଆସିଲା ୩୦୦ ଆଳୁ ଟ୍ରକ୍‌; ହେଲେ ଖୁଚୁରା ବଜାରରେ କମୁନି ଦର…

ଭୁବନେଶ୍ବର: ରାଜ୍ୟରେ ୪୦ ଟଙ୍କା ତଳକୁ ଖସିଲା ଆଳୁ ଦର। କାରଣ ରାଜ୍ୟର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆସିଛି। ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ମଧ୍ୟ ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୁଲିସ

ଠିକ୍‌ ସମୟରେ ଜଳକର ନଦେଲେ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ବନ୍ୟା ନିୟନ୍ତ୍ରଣ ଓ ଚାଷୀଙ୍କ ପାଇଁ ଜଳସେଚନ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ହୀରାକୁଦ ଜଳଭଣ୍ଡାରରୁ କାଳକ୍ରମେ ସହରାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେହିପରି ଏହି ଜଳଭଣ୍ଡାରରୁ ଏକାଧିକ କଳକାରଖାନାକୁ ପାଣି ମିଳୁଛି। ତେବେ ଅଭିଯୋଗ ହେଉଛି ଯେ, ଅନେକଗୁଡ଼ିକ

ଓଡ଼ିଶାରେ ରେଳ ସଂ‌ଯୋଗୀକରଣ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାରେ ୬ଟି ରେଳ ପ୍ରକଳ୍ପ ଆରମ୍ଭ ହେବ। ଏଥି ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। କେନ୍ଦ୍ର ସରକାର ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡିଶାର ସଂଯୋଗ ଓ ଉତ୍ତର ଓଡିଶାରେ କେନ୍ଦୁଝର ମୟୂରଭଞ୍ଜ ସହ ଝାଡଖଣ୍ଡକୁ ସଂଯୋଗ କରିବାକୁ ନିଆଯାଇଛି ବଡ ପଦକ୍ଷେପ ନେଇଛନ୍ତି। ଏହା

ଭୂମିପୂଜନ ପାଇଁ ଛାଡ଼ିଲେନି, ଭାଙ୍ଗି ଦେଲେ ଫଳକ; ଫେରିଗଲେ କେନ୍ଦ୍ରମନ୍ତ୍ରୀ

କୋରାପୁଟ : ବକ୍ସସାଇଟ୍‌ ଖନନ ପାଇଁ ଆଜି ଭୂମିପୂଜନ ହେବାର ଥିଲା। ହେଲେ ସ୍ଥାନୀୟ ଲୋକେ ଭୂମି ପୂଜନ ପାଇଁ ଅତିଥିଙ୍କୁ ଛାଡ଼ିଲେ ନାହିଁ। ନାମ ଫଳକ ଓ ଟେଣ୍ଟ ଭାଙ୍ଗି ଦେଲେ। ଅଧାବାଟରୁ ଫେରିଗଲେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥି। ଆଜି ଏପରି ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ

କୁନ୍ଦୁଲି ହାଟରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

କୋରାପୁଟ: ଜନଜାତି ଅଧ୍ୟୁଷିତ ଅଞ୍ଚଳ କୋରାପୁଟ ଭଳି ଜାତୀୟସ୍ତରରେ ହାରାହାରି ୧୧% ରୁ କମ୍ ଅନୁପାତ ଥିବା କମ୍ ଶିକ୍ଷାଗତ ଯୋଗ୍ୟତା ଲୋକମାନଙ୍କୁ “ସମାନତା ଏବଂ ଉପଲବ୍ଧତା” ସମସ୍ୟାର ସମାଧାନ କରିବା ଏବଂ ଗୁଣାତ୍ମକ ଉଚ୍ଚଶିକ୍ଷାର ମାନଙ୍କୁ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କ ନୀତି ସହିତ

ବଜ୍ରାଘାତରେ ୨ ମୃତ, ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ। ଆହତ ଜଣଙ୍କ ହେଉଛନ୍ତି ସେହି ଗାଁର

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଅଛି। ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ ଦୁର୍ନୀତି ନିବାରଣ

ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଗଲେ ଶିକ୍ଷକ ଦମ୍ପତି

କେନ୍ଦୁଝର : ସ୍ୱାମୀ-ସ୍ତ୍ରୀ ଶିକ୍ଷକତା କରୁଥିଲେ। ତଥାପି ଟଙ୍କା ଦରକାର ପଡୁଥିଲା। ତେଣୁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଠକୁଥିଲେ। ଚାକିରି ଦେବା ବାହାନାରେ ଶିକ୍ଷକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଠକାମୀରେ ଶିକାର

ଏସ୍‌ସିବିରେ କ୍ରେନ୍‌ ଭାଙ୍ଗି ୩ ଶ୍ରମିକ ଗୁରୁତର

କଟକ: ବଡ଼ମେଡିକାଲରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ କ୍ରେନ୍‌ ଭାଙ୍ଗିପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍‌ଟି ଭାଙ୍ଗି