Browsing Category

ଓଡିଶା

ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ: ସାଂସଦ ଅପରାଜିତା

ଭୁବନେଶ୍ଵର: କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ। ଏହାପରେ ଆରମ୍ଭ ହେଲା ରାଜନୈତିକ ଚର୍ଚ୍ଚା। ରାଜ୍ୟ ରାଜନୀତି ଏବେ ସରଗରମ। ମମତା ମହାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ

କର୍ତ୍ତବ୍ୟରତ ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ…

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ହୋମଗାର୍ଡ ସଂଘର ଆବାହକ ତଥା କାର୍ଯ୍ୟରତ ସଦର ଥାନାର ହୋମଗାର୍ଡ ବିରାଜ ପ୍ରଧାନ ଙ୍କୁ ଗତକାଲି ରାତି ୧୦ ଟାରେ ଡିଉଟି ସାରି ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ଏକ ଟ୍ରକ ପହଁଚି ଥିବାରୁ ହୋମଗାର୍ଡ ଜଣଙ୍କ

ଚପଲ ଓ ଫୋନ୍ ରଖି ମହାନଦୀକୁ ଡେଇଁପଡିଲେ ମହିଳା

କଟକ: କଟକ ଜୋବ୍ରା ବ୍ୟାରେଜରୁ ରବିବାର ଦିନ ଜଣେ ମହିଳା ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି। ସୂଚନାନୁସାରେ, ସେ ବ୍ୟାଗ, ଚପଲ ଏବଂ ମୋବାଇଲ୍ ଫୋନ୍ ରଖି ନଦୀକୁ ଡେଇଁପଡିଛନ୍ତି। ତାଙ୍କୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କରିଥିଲେ। ଯାହାପରେ ତାଙ୍କୁ ଏସସିବି ମେଡିକାଲରେ

କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ

ଭୁବନେଶ୍ୱର: କେଦାରନାଥରେ ଫସିଥିବା କେନ୍ଦୁଝରର ୪ ଜଣ ସୁରକ୍ଷିତ । ୪ ଜଣ ସୁରକ୍ଷିତଭାବେ ଗୁପ୍ତକାଶିରେ ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହ ଏହି ୪ ଜଣ ଯୋଗାଯୋଗରେ ଥିବା କହିଛନ୍ତି ଜିଲ୍ଲାପାଳ। ସୂଚନା

ଇରାକରେ ଫସିଥିଲେ ଓଡ଼ିଆ ଯୁବକ‌; କେନ୍ଦ୍ରାପଡ଼ା ସାଂସଦଙ୍କ ହସ୍ତକ୍ଷେପ ପରେ ହେଲେ ଉଦ୍ଧାର

ଭୁବନେଶ୍ବର: ଇରାକରେ ଫସିଥିବା ଓଡ଼ିଆ ଯୁବକ ବିମଳ ରଣଜିତ ଆଜି ନିଜ ଘରକୁ ଫେରିଛନ୍ତି। ବିମଳଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ କରିଛନ୍ତି। ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ

ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ଵର: ଖୋଲିବ ଗୁମର। ରିମାଣ୍ଡରେ ଯିବେ ୫ରାଣୀଙ୍କ ମନର ରାଜା ଠକ ସତ୍ୟଜିତ ସାମଲ। ଅଧିକ ପଚରାଉଚରା କରିବା ପାଇଁ ଠକ ରୋମିଓ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ସୂଚନାଯୋଗ୍ୟ ଯେ, ଗତକାଲି ୫ ସ୍ତ୍ରୀଙ୍କ ରୋମିଓ ସ୍ବାମୀ ସତ୍ୟଜିତ ସାମଲଙ୍କୁ ବାନ୍ଧିଥିଲା କମିଶନରେଟ

ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ଭାଗରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଅପରପକ୍ଷେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ମାଲକାନଗିରି,

ନୂଆ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାର୍ଯ୍ୟ କରୁଛି: ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଭୁବନେଶ୍ବରରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସମାଜରେ

ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍, ଆସନ୍ତା ପାଞ୍ଚ ବର୍ଷରେ ଲୋପ ପାଇବ ଦାଦନ ସମସ୍ୟା

ଭୁବନେଶ୍ୱର: ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍ । ମାଟି ଖୋଳିବେ ରାଜ୍ୟ ସରକାର, ମାଟି ବୋହିବେ ଲୋକେ। ଏପରି ଭାବେ ଗାଁ ଗାଁରେ ଲୋକଙ୍କୁ କାମ ଦେବାକୁ ଯୋଜନା କରିଛି ପଞ୍ଚାୟତିରାଜ ବିଭାଗ। ଏହା ଦ୍ବାରା ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା

ରାଜ୍ୟରେ ଉପୁଜିନି ବନ୍ୟା ସ୍ଥିତି, ଅତ୍ୟଧିକ ବର୍ଷା ଯୋଗୁଁ ମାଲକାନଗିରିରେ କ୍ଷୟକ୍ଷତି ହୋଇଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ଏବେ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନଥିବା କହିଛନ୍ତି