Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ ଗଲା ‘ଷ୍ଟର୍ମ’
ବ୍ରହ୍ମପୁର: କେରଳ ୱାୟନାଡରେ ଭୂ-ସ୍ଖଳନର ମହାବିପର୍ଯ୍ୟୟ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାତ୍ରା କରିଛି ବ୍ରହ୍ମପୁର ପୁଲିସର ସନ୍ଧାନୀ କୁକୁର ଷ୍ଟର୍ମ। ତା’ ସହିତ ୪ ଜଣ ଅଧିକାରୀ ମଧ୍ୟ ସେଠାକୁ ଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ସାର୍ଥକ!-->…
ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ। ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା। ପୂଜା ପଣ୍ଡା ସେବାୟତ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଡିଯାଇଥିଲେ ପ୍ରଧାନୀ ସେବାୟତ। ଏହାକୁ ନେଇ ସମ୍ପୃକ୍ତ ପ୍ରଧାନୀ ସେବାୟତଙ୍କୁ ବାହାରକୁ ବାହାର!-->…
କଟକ ସିଡିଏ ଅଞ୍ଚଳର ଭଡ଼ା ଘରୁ ତିନି ଜଣଙ୍କୁ ଉଦ୍ଧାର ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ବାପା-ମା’ଙ୍କ ମୃତ୍ୟୁ
କଟକ : କଟକ ସିଡିଏ ସେକ୍ଟର ୬ ଅଞ୍ଚଳର ଏକ ଭଡ଼ା ଘର ଭିତରୁ ତିନି ଜଣ ପରିବାର ସଦସ୍ୟ ଅଚେତ୍ ଅବସ୍ଥାରେ ଉଦ୍ଧାର ଘଟଣାରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ମାଆଙ୍କର ମୃତ୍ୟ ହୋଇଛି । ଗତକାଲି ବାପା ଉମା ଚରଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲାବେଳେ ଆଜି!-->…
ଆସନ୍ତାକାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ଆସନ୍ତାକାଲି ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି l
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ୧୧ ଟା!-->!-->!-->…
ରାଉରକେଲାର ତଳିଆ ଅଞ୍ଚଳରେ ପଶିଲା ପାଣି
ରାଉରକେଲା : ରାଉରକେଲା ସହରର ତଳିଆ ଅଞ୍ଚଳରେ ପଶିଲା ବଢ଼ି ପାଣି। ସାତ ଦିନରୁ ଅଧିକ ହେବ ବର୍ଷା ଲାଗି ରହିଥିବାରୁ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବ୍ରାହ୍ମଣୀ ଫୁଲିବା ସହ ବାଲୁଘାଟ ଅଞ୍ଚଳରେ ପାଣି ପଶୁଛି।
ବାଲୁଘାଟ ଅଞ୍ଚଳର ପ୍ରାୟ ୧୫ଟି ଘରେ ପଶିଛି ପାଣି। ଏ ସମସ୍ୟା!-->!-->!-->…
ଓଡିଆ ସାମ୍ବାଦିକତା ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା!-->…
ଗଞ୍ଜାମ ଜିଲ୍ଲାରେ ଏବେ ୱାର୍ଡ ମେମ୍ବର, ଓ କାଉନସିଲର ମାନଙ୍କ ପୁଷ ମାସ : ଅନସ୍ଥା ପ୍ରସ୍ତାବ ଆଣିବା ଭୟ ସଞ୍ଚାର କରି…
ଵ୍ରହ୍ମପୁର: ୪-୮ ରାଜ୍ୟରେ ନୂତନ ସରକାର ଆସିବା ପରେ ବିଜେପି ବିଜେଡ଼ି ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହେବା ସହ ଉଭୟ ଦଳ ଭିତରେ ତିକ୍ତତା ବୃଦ୍ଧି ପାଇଛି। ଯେଉଁ ଯେଉଁ ସ୍ଥାନରେ ଅଧକ୍ଷା ଅଧକ୍ଷ ପଦଵୀ ବିଜେଡ଼ି ର ହାତରେ ରହିଛି। ସେହି ସ୍ଥାନରେ ବିଜେପି କୁଆଡ଼େ ବିଜେଡ଼ି ଦଳର!-->!-->!-->…
ଆବାସିକ କଲେଜରେ ଛାତ୍ରକୁ ମାଡ଼, ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ନେଇ ଅଭିଯୋଗ ରଖିଲେ ପରିବାର…
ମାଲକାନଗିରି : ମାଲକାନଗିରି ଆବାସିକ କଲେଜରେ ଛାତ୍ରଙ୍କୁ ମାଡ଼ ,ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ ଥିବା ଘଡେଇ ଆବାସିକ ମହାବିଦ୍ୟାଳୟରେ ।ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରୀୟାଂଶୁ ସୁନା ଦଶମ ଶ୍ରେଣୀର ଛାତ୍ର!-->!-->!-->…
ଚିତାଲାଗି ଅମାବାସ୍ୟାର ମହତ୍ତ୍ବ
ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ!-->…
ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଏହାଛଡା ଗତ କିଛି ବର୍ଷ ମଧ୍ୟରେ ବୁଲା କୁକୁରଙ୍କ ଆକ୍ରମଣରେ ଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ ଶୀଘ୍ର ‘ବୁଲା କୁକୁର!-->…