Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିରୋଧୀଙ୍କ ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି
ଭୁବନେଶ୍ବର: ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ନେଇ ବିରୋଧୀମାନେ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ, ଯାହାକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ବାଚସ୍ପତି କହିଛନ୍ତି। ମୁଲତବି ପ୍ରସ୍ତାବ ସତ୍ୟ ଉପରେ ଆଧାରିତ ନୁହେଁ, ଅସତ୍ୟ ଉପରେ ଆଧାରିତ!-->…
ସହିଦ ସପ୍ତାହରେ ୧୪ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ସହିଦ ସପ୍ତାହରେ ୧୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଉସୁର ଏବଂ ପାମେଲ ଏରିଆ କମିଟିର ଏହି ନକ୍ସଲମାନେ ହେଲେ ନାଗି ପଡିଆମି(୩୮), ଅର୍ଜୁନ ପୁନେମ(୨୪), ବଘେଲ ପୁନେମ(୩୫), ରଙ୍ଗା ପୋଟାମ(୨୫), ସଦରୁ ପୁନେମ(୨୬), ଅର୍ଜୁନ!-->…
କେରଳ ଭୂସ୍ଖଳନ; ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି
କଟକ : କେରଳ ବୁଲିବାକୁ ଯାଇଥିଲେ ଦୁଇ ଡାକ୍ତର ଓ ସେମାନଙ୍କ ପତ୍ନୀ। ହେଲେ ସୋମବାର ବିଳମ୍ୱିତ ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ସେମାନଙ୍କ ପତ୍ନୀମାନେ ଏବେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ନିଖୋଜ!-->…
ଗଞ୍ଜାମ ଜିଲ୍ଲାର ବିରଳ କୃଷ୍ଣସାର ମୃଗ ପୁରୀ ବନାଞ୍ଚଳ କୁ ନେବା ପାଇଁ ମସୁଧା ……!
ଵ୍ରହ୍ମପୁର: ୩୦- ୭ ଗଞ୍ଜାମ ଜିଲ୍ଲା ବିରଳ କୃଷ୍ଣସାର ମୃଗ ସଂରକ୍ଷଣ ସମିତି ପକ୍ଷରୁ ଦକ୍ଷିଣ ଘୁମୁସର ବନାଞ୍ଚଳରୁ କୃଷ୍ଣସାର ମୃଗ ସ୍ଥାନାସ୍ତରିତକୁ ନେଇ ସାମ୍ବାଦିକ ସମ୍ମିଳନୀ l ଆସିକା ବହୁମୁଖୀ ସମବାୟ ସମିତି ସମ୍ମିଳନୀ କକ୍ଷରେ କୃଷ୍ଣସାର ମୃଗ ସଂରକ୍ଷଣ ସମିତିର ସଭାପତି ଅମୁଲ୍ୟ!-->!-->!-->…
ଉମରକୋଟ ବ୍ଳକରେ ଜନଶୁଣାଣୀ କାର୍ଯ୍ୟକ୍ରମ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଉମରକୋଟ ବ୍ଳକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀ ଡଃ କମଳଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ!-->…
ବୀର ମାଧୋ ସିଂଙ୍କ ନାମରେ ବୟାନ ପ୍ରତିବାଦ : ଘେଁସରେ ବନ୍ଦ ପାଳନ, ସୁରଙ୍କ କ୍ଷମା ପ୍ରାର୍ଥନା
ବରଗଡ଼ : ବୀର ମାଧୋ ସିଂଙ୍କ ପ୍ରତି ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ପ୍ରତିବାଦରେ ସୋହେଲା ବ୍ଲକ ଘେଁସରେ ବନ୍ଦ ପାଳନ। ଘେଁସ ଗାଁରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲୋକ କବି ହଳଧର ନାଗ ଧାରଣାରେ ବସିଛନ୍ତି । ସୁରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । କିଛିଦିନ ତଳେ ରାଜ୍ୟ!-->…
ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି
ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଏମିତିକି ଗତ ଦୁଇଟି ଆର୍ଥିକ ବର୍ଷ (୨୦୨୨-୨୩ ଓ ୨୦୨୩-୨୪)ର ତଥ୍ୟକୁ ତୁଳନା କଲେ ବନ୍ଧ୍ୟାକରଣ ପ୍ରତି!-->…
ବଜେଟ୍ ଆଲୋଚନାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ
ଭୁବନେଶ୍ବର: ବଜେଟ ଆଲୋଚନାରେ ଭାଗ ନେଇ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ସେ କଟାକ୍ଷ କରି କହିଛନ୍ତି-ନୂଆ ସରକାରକୁ ଧନ୍ଯବାଦ ଯେ, ବିଜେଡି ସରକାରର ୮୦% ରୁ ଅଧିକ ଯୋଜନାକୁ ଆପଣେଇଛନ୍ତି ନୂଆ ସରକାର। ବଜେଟରେ ପରିବର୍ତ୍ତନ ଦେଖୁଛି।!-->…
ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ଯୋଗାଉଥିଲେ, ଗ୍ୟାଙ୍ଗର ୬ ଗିରଫ, ୫ ବନ୍ଧୁକ ଜବତ
ଭୁବନେଶ୍ୱର : କମିଶନରେଟ ପୋଲିସକୁ ବଡ ସଫଳତା । ବଡ ସଂଗଠିତ ଅପରାଧୀ ଗ୍ୟାଙ୍ଗ ଠାବ । ଗ୍ୟାଙ୍କର ମୁଖ୍ୟ ରଶ୍ମି ରଞ୍ଜନ ସ୍ବାଇଁଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ । ରଶ୍ମି ନାଁରେ ୫ଟି ବେଆଇନ ଅସ୍ତ୍ରଶସ୍ତ୍ର କାରବାର ମାମଲା ରହିଛି ।ଦୀର୍ଘଦିନରୁ ରଶ୍ମି!-->…