Browsing Category

ଓଡିଶା

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଏନବିଏସ ରାଜପୁତଙ୍କୁ ନିଯୁକ୍ତି

ଭୁବନେଶ୍ୱର : ଏନବିଏସ ରାଜପୁତ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ । ୧୯୯୯ ବ୍ୟାଚର ଆଇଏଏସ ଅଧିକାରୀ ଏନବିଏସ ରାଜପୁତ । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଏନବିଏସ ରାଜପୁତଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ସରକାର

ପ୍ରଥମ ଦିନରେ ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି । ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ତେବେ ଆଜି ଗୋଟିଏ ଦିନରେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍, ଦ୍ବିତୀୟ ପର୍ଯ୍ୟାୟରେ ଆଉ ୭ଟି ଗେଟ୍ ଏବଂ ତୃତୀୟ ପର୍ଯ୍ୟାୟରେ ଆଉ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମ ଦିନରେ ତିନୋଟି

ବୈତରଣୀ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ

ଯାଜପୁର/ଭଣ୍ଡାରିପୋଖରୀ : ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ। ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣ। ଆରଡ଼ିସ୍ଥିତ ଆଖଣ୍ଡଳମଣିକୁ ପାଣି ନେବା ପାଇଁ ଆସି ବୁଡ଼ିଗଲେ କାଉଡ଼ିଆ। ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୧୧୨ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍‌ ଅଲିମ୍ପିକ୍‌କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି । ଦେଶବାସୀଙ୍କୁ

ଓଡିଶା ଭିତରକୁ ପ୍ରବେଶ କରିଛି ଆଳୁ ଟ୍ରକ, ସ୍ଥିତି ସ୍ବାଭାବିକ ହେବାକୁ ଦିନେ ଦୁଇ ଦିନ ଲାଗିପାରେ

ଭୁବନେଶ୍ୱର: ଦୂର ହେଉଛି ଆଳୁ ସଙ୍କଟ । ଗତକାଲି କିଛି ଆଳୁ ଟ୍ରକ ଓଡିଶା ଭିତରକୁ ପ୍ରବେଶ କରିଥିଲା । ଏବେ ପଶ୍ଚିମବଙ୍ଗରୁ ଟ୍ରକ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି । ଏହି ଟ୍ରକ ସବୁ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ପହଁଚିବା ପରେ ଆଳୁର ଅଭାବ ରହିବ ନାହିଁ

ଝଞ୍ଜାବତୀ ନଦୀରେ ମା’ ଝିଅ ଭାସିଯିବା ଘଟଣା, ମିଳିଲା ନିଖୋଜ ମା’ର ମୃତଦେହ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ଝଞ୍ଜାବତୀ ନଦୀରେ ଗର୍ଭବତୀ ମା’ ଓ ଝିଅ ଭାସିଯିବା ଘଟଣା । ମିଳିଲା ନିଖୋଜ ମା’ର ମୃତଦେହ । ହେଲେ ଏଯାଏଁ ମିଳିନି ୫ବର୍ଷର ଝିଅର ପତ୍ତା । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ଖୋଜାଖୋଜି କାର୍ଯ୍ୟ ଜାରି ରଖିଛି । ଗତକାଲି ନାରାୟଣପାଟଣା

ସରିଲା ଛତିଶଗଡ଼ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ଛତିଶଗଡ଼ରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଫଳରେ ଓଡ଼ିଶାର ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିଶ୍ୱ ଭୂଷଣ ଗତ ବର୍ଷ ଫେବ୍ରୁଆରୀ ୨୩ ତାରିଖରୁ ଛତିଶଗଡ଼ର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଏହା

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ସମ୍ବଲପୁର: ରେଢାଖୋଲରେ ଚାଞ୍ଚଲ୍ୟ । ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ

ନବରଙ୍ଗପୁର ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ “ବିଜୟ ଦିବସ”

ନବରଙ୍ଗପୁର : "କାରଗିଲ ବିଜୟ ଦିବସ" ର ରୌପ୍ୟ ଜୟନ୍ତୀ ଉତ୍ସବ BJP ଯୁବମୋର୍ଚ୍ଚା ଦ୍ୱାରା ପାଳନ କରାଯାଇଥିଲା। ଭାରତୀୟ ସେନାର ଅଦମ୍ୟ ବୀରତା, ସାହସ, ପରାକ୍ରମ ଓ ସୌର୍ଯ଼୍ୟ ର ପ୍ରତିକ"Operation Bijay"ରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ସହିଦ ମାନଙ୍କୁ

ପୋଲାଭରମ ପାଇଁ ସରକାର କ’ଣ କରୁଛି: ତାରା ବାହିନୀପତି

ଭୁବନେଶ୍ୱର,୨୭।୭: ନୀତି ଆୟୋଗ ବୈଠକକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ୨୦ ଏମ୍‌ପି ଯାଇଛନ୍ତି। ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସତନ୍ତ୍ର ପ୍ୟାକେଜ ମାଗନ୍ତୁ । ୫୦ ହଜାର କୋଟି ଓଡ଼ିଶାକୁ