Browsing Category

ଓଡିଶା

ପ୍ରବଳ ବର୍ଷିବ, ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି।

ରାଜ୍ୟ ବାହାରେ କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମଥୁରାରେ ରହିଛି ଦୁଇଟି ପ୍ଲଟ

ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କ ରାଜ୍ୟ ବାହାରେ ଅମାପ ସମ୍ପତ୍ତି । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଉତ୍ତରପ୍ରଦେଶ ମଥୁରାରେ ଆଉ ଦୁଇଟି ପ୍ଲଟ ମିଳିଛି । ଏହାକୁ ମିଶାଇ ପ୍ଲଟ ସଂଖ୍ୟା ୩୬କୁ

ବଢୁଛି ଶିଳ୍ପ ସଂସ୍ଥା, ସୃଷ୍ଟି କରିବ ୫ ଲକ୍ଷରୁ ଅଧିକ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାନୁଷ୍ଠାନ ଅଗ୍ରଗତିକୁ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଳ୍ପ ସଂସ୍ଥା ଦ୍ରୁତ ଗତିରେ ଅଗ୍ରଗତି କରୁଛି ଯାହା ଆଗକୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଗତ ପାଞ୍ଚ ବର୍ଷ ମଧ୍ୟରେ ୫୧୨ ବୃହତ ଶିଳ୍ପ

ରାଜ୍ୟରେ ଖାଲି ପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ : ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖାଲିପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ । ଅନେକ ସ୍କୁଲର ନାହିଁ ନିଜସ୍ବ ଜମି । କିଛି ଏମିତି କହିହି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶୁକ୍ରବାର ବିଧାନସଭାର ପଞ୍ଚମ ଦିନର ପ୍ରଶ୍ନ କାଳରେ

ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଲ ଚଳାଚଳା ପ୍ରଭାବିତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ ହୋଇଛି । ଟ୍ରେନ୍ ଚଳାଚଳ ବିଶେଷ ପ୍ରଭାବିତ ହୋଇନାହିଁ । ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଗୋମାଂସ ବୋଝେଇ ଟ୍ରକ ଜବତ : ୧୨ ଟନ ରୁ ଉର୍ଦ୍ଧ ଗୋମାଂସ ଜବତ…

ଛତ୍ରପୁର, ୨୬ / ୭ ଛତ୍ରପୁର ସ୍ଥିତ ଡିଆରଡିଏ ଛକ ନିକଟରେ ଆଜି ସକାଳେ ଏକ ଗୋମାଂସ ବୋଝେଇ ଟ୍ରକ ଜବତ ହୋଇଛି । ଏହା କଟକରୁ ହାଇଦ୍ରାବାଦକୁ ଯାଉଥିବା ଜଣାପଡିଛି । ତେବେ ଏକ ଟ୍ରକ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ସୂତ୍ରରୁ ଜଣା ପଡ଼ିବା ପରେ ଛତ୍ରପୁରର ବଜରଙ୍ଗଦଳ ସଦସ୍ୟ ମାନେ ବହୁ ଚେଷ୍ଟା

ରତ୍ନଭଣ୍ଡାରକୁ ନେଇ ଚମକାଇଲା ଭଳି ତଥ୍ୟ ଦେଲେ ଜଷ୍ଟିସ ବିଶ୍ବନାଥ

ପୁରୀ,୨୫।୭: ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥ ଏକ ଗଣମାଧ୍ୟମ ସାକ୍ଷାତକାରରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୁରାବସ୍ଥା ଭଳି ଲାଗିଲା। ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା। ପ୍ରଥମେ କିଛି ଛୋଟ ଛୋଟ

କୂଅରେ ଦଉଡ଼ି ଲଗାଇ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଭଞ୍ଜନଗର : କୂଅରେ ଦଉଡ଼ି ଲଗାଇ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାଲାସି ସାହିରେ। ମୃତ ବ୍ୟବସାୟୀ ଜଣଙ୍କ ହେଲେ ସନ୍ତୋଷ ପାଢ଼ୀ (୫୬)।ସନ୍ତୋଷ ସବୁଦିନ ଭଳି ଆଜି ମଧ୍ୟ ନିଜ ଦୋକାନ ଖୋଲିଥିଲେ। ସେ ଅପରାହ୍ନରେ

ଆସନ୍ତା ୫ ଦିନ ପ୍ରବଳ ବର୍ଷା, ୨୨ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଂଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ,

ସପ୍ତାହକ ମଧ୍ୟରେ ଝାଡ଼ାବାନ୍ତିରେ ଗଲାଣି ୭ ଜୀବନ; ୫୦ ଆକ୍ରାନ୍ତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ସପ୍ତାହକ ମଧ୍ୟରେ ଲଖପାଲି, ମୁଣ୍ଡୋଦରହ ଓ କୁରୁଲ ଗାଁରେ ଝାଡ଼ାବାନ୍ତିରେ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି।୧୦ ଜଣ ଆକ୍ରାନ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି