ମହିଳା କନେଷ୍ଟବଳଙ୍କୁ ଚାପି ଦେଲା ଟ୍ରକ୍

add-all

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା କନେଷ୍ଟବଳଙ୍କୁ ଚାପି ଦେଇଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ସୁରୁଜା ମୁଣ୍ଡା।

ସେ ତିର୍ତ୍ତୋଲ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ଏହି ଅଘଟଣ ପରେ ସେଠାରେ ଚାପା ଉତ୍ତେଜନା ଦେଖାଯାଇଥିଲା।

ad-week
Leave A Reply

Your email address will not be published.