Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୪ ଗ୍ରାମବାସୀଙ୍କୁ ଅପହରଣ କଲେ ନକ୍ସଲ; ପ୍ରଜାକୋର୍ଟରେ ଜଣକୁ ନିର୍ମମ ଭାବେ ହତ୍ୟା
ଭୁବନେଶ୍ୱର //ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ଏବେ ରକ୍ତମୁଖା ହୋଇଛନ୍ତି। ଲଗାତାର ସୁକମା ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀ ତରଫରୁ ନକ୍ସଲ କ୍ୟାମ୍ପଗୁଡିକରେ ଚଢାଉ ହେବା ସହ ନକ୍ସଲଙ୍କୁ ଖୋଜିଖୋଜି!-->…
ରାଜଧାନୀରେ ୬ ମାସରେ ୩୬ କୋଟି ଲୁଟିଛନ୍ତି ସାଇବର ଠକ, ୨୧ ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ
ଭୁବନେଶ୍ବର : ରାଜ୍ୟରେ ବଢ଼ି ଚାଲିଛି ସାଇବର ଅପରାଧ। ୨୦୨୪ ଜାନୁଆରୀରୁ ଜୁନ- ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ଏଥି ମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର!-->…
ନିଃସର୍ତ୍ତ ରେ ଖବର ପ୍ରସାର ପରେ,ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ବିଧାୟକ ଙ୍କ ଅଚାନକ ଗସ୍ତ…
ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଙ୍କୁ କଲେ ତାଗିଦ ...
ପ୍ରତିକୁଳ ପରିବେଶ ରେ ମାଓ ଅପରେଶନ। ପଲିଥିନ ରେ ବର୍ଷା ପାଣି ସଂଗ୍ରହ କରି ପିଇଉଛନ୍ତି ଯବାନ…
ମାଲକାନଗିରି : ସାମନାକୁ ଆସିଲା ମାଓ ଅପରେଶନ ର ସାଂଘାତିକ ଚିତ୍ର। ପ୍ରତିକୁଳ ପରିବେଶ ରେ କେମିତି ଘଂଚ ଜଂଗଲ ରେ ଅପରେଶନ ହୁଏ ଏ ଚିତ୍ର ହିଁବୟାନ କରୁଛି। ଆପଣଙ୍କ ଟେଲିଭିଜିନ ସ୍କ୍ରିନ୍ ରେ ଦୁଇଟି ଚିତ୍ର। ଗୋଟିଏ ଚିତ୍ର ରେ ଯବାନ ମାନେ କେମିତି ନଇ ନାଳ ଦେଇ ଅପରେସନ ସାରି ନିଜ!-->!-->!-->…
ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ଖୋଲାଯିବ: ବୀରବିକ୍ରମ ଯାଦବ
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ତାରିଖରେ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଡ଼ାଲିଟିଜ୍ ଫାଇନାଲ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଏସଓପି ଉପରେ ବିସ୍ତୃତ!-->…
ମହାନଦୀରୁ ବିରଳ ‘ବୁଧିଆ’ ମାଛ ଉଦ୍ଧାର
ସମ୍ବଲପୁର: ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ। ସମ୍ବଲପୁରର ବୁର୍ଲାରେ ମହାନଦୀରୁ ଏହି ମାଛ ଉଦ୍ଧାର ହୋଇଛି। ଯାହାର ଓଜନ ୬୦ କେଜି ହେବ ବୋଲି ଜଣାପଡିଛି।
ବୁର୍ଲା ସାଇଫନରୁ ଧରା ପଡ଼ିଥିବା ଏହି ମାଛର ନାମ ବୁଧିଆ ମାଛ ବୋଲି ସୂଚନା ମିଳିଛି। ହୀରାକୁଦ ଡ୍ୟାମ ଦକ୍ଷିଣ ପାର୍ଶ୍ଵ ତଳ ମୁଣ୍ଡରେ!-->!-->!-->…
ପ୍ରଭୁଙ୍କ ପଡ଼ିଯିବା ଘଟଣା: ୩ଜଣିଆ କମିଟି ଗଠନ, ନିଳାଦ୍ରିବିଜେର ୧୦ ଦିନ ଭିତରେ ରିପୋର୍ଟ
ପୁରୀ: ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କେବେ ଖୋଲିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ!-->!-->!-->…
କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି
ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି!-->…
ବରର ବାପାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍, ବର ପିତାଙ୍କ ମୃତ୍ୟୁ
ନରସିଂହପୁର: ବାହାଘର ପ୍ରୋସେସନରେ ଅଘଟଣ। ପୁଅ ବାହାଘର ପ୍ରୋସେସନ୍ରେ ଚାଲିଗଲା ବାପାର ଜୀବନ। ପ୍ରୋସେସନ୍ ବେଳେ ବରଯାତ୍ରୀ ବସ୍ ଧକ୍କାରେ ବରର ବାପା ମୃତ।ନରସିଂହପୁର ଥାନା ଚତରାପଦା ଛକରେ ଚଢ଼ିଗଲା ବରଯାତ୍ରୀ ବସ୍।
ସୂଚନା ଅନୁସାରେ, ବିବାହ ପାଇଁ ବରଯାତ୍ରୀ ଧରି ନରସିଂହପୁରରୁ!-->!-->!-->…
୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ଭୁବନେଶ୍ବର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ୫ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ବଢ଼ିଲା ସର୍ବନିମ୍ନ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିବା ଉପରେ ବାଜିଲା କ୍ୟାବିନେଟ୍ ମୋହର।
ପୂର୍ବରୁ ଅଣକୁଶଳୀ ମଜୁରୀ ୩୫୨ ଥିବା!-->!-->!-->…