Browsing Category

ଓଡିଶା

ରଥଯାତ୍ରା ପାଇଁ କ୍ଷେତ୍ର ପରିଦର୍ଶନ ଓ ରୁଟ୍ ସମୀକ୍ଷା କଲା ପୁରୀ ପୁଲିସ

ପୁରୀ : ରଥଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ଗୁରୁବାର କ୍ଷେତ୍ର ପରିଦର୍ଶନ ଓ ରୁଟ୍ ସମୀକ୍ଷା କରାଯାଇଛି। ଅତିରିକ୍ତ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ, ଟ୍ରାଫିକ୍ ୱିଙ୍ଗର ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର…

ନିଖୋଜର ୧୧ ଦିନ ପରେ ବି ମିଳୁନି ନାବାଳକଙ୍କ ପତ୍ତା

ଭୁବନେଶ୍ୱର: ନିଖୋଜର ୧୧ ଦିନ ପରେ ବି ମିଳୁନି ପୁଅର ପତ୍ତା । ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ନିଖୋଜ ନାବାଳକଙ୍କ ଏଯାଏଁ ପତ୍ତା ମିଳିନି । ପୁଅ ପାଇଁ ବାପା ମାଆର ଆଖିରୁ ଶୁଖୁନି ଲୁହ । ଶେଷରେ ପୁଅକୁ ଖୋଜିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପରିବାର । ନାବାଳକ ଜଣଙ୍କ ଟ୍ୟୁସନ୍…

ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା, ବିଜ୍ଞପ୍ତି ଜାରି କଲା ଜିଲ୍ଲା ପୋଲିସ ପ୍ରଶାସନ

ଭୁବନେଶ୍ବର: ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା । ୫ କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ…

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ବାଂଶପାଳ: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଲଜ୍ଜା । ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମକାରୀ ଖୋଦ ନାବାଳିକାଙ୍କ ସଂପର୍କୀୟ ବୋଲି ଜଣାପଡିଛି । ଗ୍ରାମବାସ ମାନେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ସେପଟେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି…

ବାରହା ଆକ୍ରମଣରେ ମହିଳା ମୃତ

ବ୍ରହ୍ମଗିରି : ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି ଓ ବ୍ରାହ୍ମଣୀ ଦଳାଇ ବାରହା ଆକ୍ରମଣ କରିଥିଲା । ବାରହା ପଦ୍ମାବତୀ ଜାଲିଙ୍କ ହାତ, ମୁହଁ ଓ ପେଟକୁ କାମୁଡ଼ି ବାରୁ ସେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ…

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ଏକକାଳୀନ ୫ କିସ୍ତି

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ମିଳିବ। ସୁଭଦ୍ରା ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ପୂର୍ବରୁ ୨୦୨୬-୨୦୨୭ ବର୍ଷରେ ନୂଆ ୩…

ମିଳିଲାନି ସ୍ବର୍ଗ ରଥ, ବାଇକରେ ବୁହା ହେଲା ମୃତଦେହ

ନବରଙ୍ଗପୁର : ଶବକୁ ମିଳିଲାନି ସମ୍ମାନ। ମିଳିଲାନି ଶ୍ମଶାନ ବାଇକରେ ବୁହା ହେଲା ନାବାଳିକାଙ୍କ ଶବ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଆମାଗୁଡା ଗାଁରେ ଦେଖିବାକୁ ମିଳିଛିଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ । ଗାଁର ଜଣେ ନାବାଳିକାଙ୍କ ଦେହ ଖରାପ ହେବାରୁ ସାନଭରଣ୍ଡୀରେ ଥିବା ସମ୍ପର୍କୀୟ…

ମାଛ ଧରିବାକୁ ଯାଇ ଦୟା ନଦୀରେ ଭାସିଗଲେ ମତ୍ସ୍ୟଜୀବୀ

ପିପିଲି : ମାଛ ଧରିବାକୁ ଯାଇ ପୁଅ ନିଖୋଜ । ଦୟା ନଦୀରେ ଭାସିଗଲେ ମତ୍ସ୍ୟଜୀବୀ । ପୁରୀ ଜିଲ୍ଲା କଣାସ ଜାଗୁଳାଇ ପଦରର ଦୁଃଖଦ ଘଟଣା ଘଟିଛି । ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ସବୁଦିନ ପରି ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ବେଳେ ପୁଅ ଦିବାନା ନଦୀରେ ଖସିପଡ଼ିଥିଲେ…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର !

କାମାକ୍ଷାନଗର: ଚିକିତ୍ସା ନକରି ଜୀବିତ ରୋଗୀଙ୍କୁ ମୃତଘୋଷଣା କଲେ ଡାକ୍ତର । ଅଭିଯୋଗ ଆଣିଲେ ପରିବାର ଲୋକ । କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଘଟିଛି ଅଭାବନୀୟ ଘଟଣା । ଜୀବିତ ରୋଗୀଙ୍କୁ ଚିକିତ୍ସା ନକରି ମୃତ ଘୋଷଣା କଲେ ଡାକ୍ତର । ଅଭିଯୋଗ ପରେ ରୋଗୀଙ୍କୁ ଢେଙ୍କାନାଳ…

୧୭ ତାରିଖ ଯାଏଁ ସାରା ରାଜ୍ୟରେ ଜାରି ରହିବ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷାର ତାଣ୍ଡବ ଏବେ ବି ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ପାଣିପାଗ ବିଭାଗର ସଦ୍ୟତମ ସୂଚନା ଚିନ୍ତା ବଢ଼ାଇ ଦେଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି,…