Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ରଥାରୂଢ଼ ହେଲେ ଚତୁର୍ଦ୍ଧାମୂରତି
ପୁରୀ : ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ଲାଗି ପୁରା ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା!-->…
ଏବିଭିପି କନ୍ଧମାଳର ନୃତନ ଦାୟିତ୍ୱ ଘୋଷଣା
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ପ୍ରାତ ଅଭ୍ୟାସ ବର୍ଗ -୨ ଢେଙ୍କାନାଳ ଜିଲ୍ଲାରେ ୩୦ ତାରିଖରୁ ଆରମ୍ଭ ହୋଇ ୩ ତାରିଖରେ ସମାପ୍ତ ହୋଇ ଯାଇଛି । ଦୀର୍ଘ ଚାରି ଦିନ ଧରି ଚାଲିଥିବା ଏହି ଅଭ୍ୟାସ ବର୍ଗ ରେ ଓଡ଼ିଶାର ୮ ଟି ବିଭାଗ ଓ ୨୩ ଜିଲ୍ଲାର ପ୍ରାୟ ତିନିଶହରୁ ଅଧିକ!-->…
ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ଉତ୍କଳମଣିଙ୍କ ଅବଦାନ ଅବିସ୍ମରଣୀୟ – ରାଷ୍ଟ୍ରପତି
ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା!-->…
ଏବର୍ଷ ଲାଗିବ ୫ କୋଟି ଚାରା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ’ ଅଭିଯାନରେ ସାମିଲ ହେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ସେହି ଫଟୋ ଅପ୍ଲୋଡ କରିବାକୁ ଯେଉଁ ଆହ୍ବାନ ଦିଆଯାଇଛି ସେଥିରେ ଓଡ଼ିଶା!-->…
ବଡ଼ଦାଣ୍ଡର ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ
ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ପ୍ରଥମେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଛନ୍ତି। ତାପରେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ନିଜେ ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ବେଚ୍ଛାସେବୀ!-->…
‘ରତ୍ନ ଭଣ୍ଡାର ଖୋଲିବା ନେଇ ୯ରେ ନିଷ୍ପତ୍ତି, ଡୁପ୍ଲିକେଟ ଚାବିରେ ନ ଖୋଲିଲେ ତାଲା ଭଙ୍ଗାଯିବ’
ପୁରୀ : ରତ୍ନଭଣ୍ଡାର କେବେ ଖୋଲାଯିବ, ସେନେଇ ୯ ତାରିଖରେ ନିଷ୍ପତ୍ତି ନିଆଯିବ। ସେହିପରି ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାରର ତାଲା ନଖୋଲିଲେ, ତାହାକୁ ଭାଙ୍ଗି ଦିଆଯିବ। ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ!-->…
ବିଶ୍ଵର ସର୍ବବୃହତ ରଥ ପାଇଁ ବଡ଼ଦାଣ୍ଡରେ ପହଞ୍ଚିଲା ଶିଆଳି ଦୌଡ଼ି
କେନ୍ଦୁଝର : କେନ୍ଦୁଝର ନନ୍ଦିଘୋଷ ରଥ ଶିଆଳି ଦୌଡିରେ ଟଣା ଯିବାର ନିଆରା ପରମ୍ପରା ରହିଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ଆଜି ଶିଆଳି ଦୌଡି ବଡ଼ଦାଣ୍ଡରେ ପହଞ୍ଚିଛି। ଭୂୟାଁ ସଂପ୍ରଦାୟର ଚାରି ପିଢର ଭୂୟାଁ ସର୍ଦ୍ଦାରଙ୍କ ନେତୃତ୍ଵରେ ଭୂୟାଁମାନେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ପାଇଁ ୪ଟି ଶିଆଳି!-->…
ସିଲ୍ ହେଲା ଚାଣକ୍ୟ ହସ୍ପିଟାଲ
କଟକ : ବିନା ପଞ୍ଜୀକରଣରେ ଚାଲୁଥିବା କଟକ ରାଣୀହାଟ ସ୍ଥିତ ଚାଣକ୍ୟ ହସ୍ପିଟାଲକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ। ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚାଣକ୍ୟ ହସ୍ପିଟାଲରେ ପହଞ୍ଚି ସରଜମିନ!-->…
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: ଡିସେମ୍ବର ସୁଦ୍ଧା ସବୁ ସରକାରୀ କୋଠାରେ ମିଳିବ ସୌର ବିଦ୍ୟୁତ୍
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ସମସ୍ତ ସରକାରୀ କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ସରକାରୀ କୋଠାରେ ସୌର ବିଦ୍ୟୁତ ଉପଲବ୍ଧ ହେବ । ମିଶନ ମୋଡରେ ଏହି ସରକାର ବିଭାଗ ଓ!-->…
ଭାରତରେ ଦ୍ୱିତୀୟ: ୫୧ ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ବାହାରିଲା ୭ କେଜିର ଟ୍ୟୁମର
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ(ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର ଦ୍ଵାରା ବାହାର କରାଯାଇଛି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି!-->…