Browsing Category

ଓଡିଶା

ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାରେ BMC ଡ୍ରେନେଜ୍‌ ଡିଭିଜନ ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ବର : ରାଜଧାନୀ ଡ୍ରେନ୍‌ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ୍‌ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି।ଗତ ୧୮

ବାଟବଣା ୨୫ଟିକିଆ ହାତୀପଲ: ଜନବସତି ମୁଁହା ଦନ୍ତା, ଲୋକେ ଛାନିଆ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନକୁ ଗତ ଦେଢ଼ ମାସ ହେଲା ପଶି ଆସିଥିବା ଗଜରାଜ ଦଳ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳେଇଛନ୍ତି। ଜଙ୍ଗଲରୁ ଗାଁକୁ, ଗାଁରୁ ସାହିକୁ, ସାହିରୁ ମୁଖ୍ୟ ସଡ଼କ, ରାଜ୍ୟ ରାଜପଥ, ରାଜ୍ୟ ରାଜପଥରୁ ଜାତୀୟ ରାଜପଥ

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ

ଭୁବନେଶ୍ବର : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ। କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବେ ବୋଲି

ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ…

ମାଲକାନଗିରି : ମାଲକାନଗିରି କାଲିମେଳା ବିଏସ ଏଫ ଯବାନଙ୍କୁ ସଫଳତା ଆଜି ୧୪୨ବିଏସଏଫ ବାଟାଲୀୟନ ଯବାନ ଙ୍କ ପକ୍ଷରୁ ଆନ୍ଦ୍ର ସୀମାନ୍ତ କୁର୍ମାନୁର ଓ ଦୁଲାଗଣ୍ଡି ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ସମୟରେ ମାଓ ଡମ୍ପ ଜବତ ହୋଇଛି । ମାଓବାଦୀ ଙ୍କ ଦ୍ଵାରା ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଏକ

ନବୀନ ବାବୁ ଙ୍କୁ ଏକଦମ୍‌ ଫିଟ୍‌ ଓ ବ୍ୟୁଟିଫୁଲ୍‌ କହିଲେ ତାରା…

ଭୁବନେଶ୍ବର : ନିର୍ବାଚନ ସମୟରେ ନବୀନ ପଟ୍ଟନାୟକଙ୍କ ହାତ ଓ ମୁଣ୍ଡ ଥରୁଥିଲା। ତାଙ୍କ ମାଇକ୍‌ ଆଉ ଜଣେ ଧରୁଥିଲା। ହେଲେ ଏବେ ନବୀନ ବାବୁ ଏକଦମ୍‌ ଫିଟ୍‌ ଅଛନ୍ତି। ସେ ଠକ୍‌ଠକ୍‌ କରି ଚାଲୁଛନ୍ତି। ବ୍ୟୁଟିଫୁଲ୍‌ ଦେଖାଯାଉଛନ୍ତି। ଆଜି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ

ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ: ଅବଶିଷ୍ଟ ୩୫୪ ଏକର ଜମି ଅଧିଗ୍ରହଣ କେବେ?

ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ହେଉଛି ଜିଲ୍ଲାବାସୀଙ୍କ ୬ ଦଶନ୍ଧି ପୁରୁଣା ଦାବି। ତେବେ ଏହି ବହୁ ପ୍ରତିକ୍ଷୀତ ଦାବି ପୂରଣହେବାର ନାଁ ନେଉନି। ବାସ୍ତବରେ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ପାଇଁ ଜମି ଅଧିଗ୍ରହଣରେ ଶିଥିଳତା ହିଁ ମୁଖ୍ୟ କାରଣ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ

ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରସ୍ଥିତ କୃଷ୍ଣନଗର ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ସେ ହିତାଧିକାରୀଙ୍କ ଜମା ଖାତାରୁ ଟଙ୍କା ଉଠାଇ ଫେରାର ହୋଇ ଯାଇଛନ୍ତି।ଶତାଧିକ ହିତାଧିକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା

ଆଗକୁ ବଢ଼ୁଛି ମୌସୁମୀ ବାୟୁ, ତଥାପି ଆଗାମୀ ୨ ଦିନ ନିସ୍ତାର ନାହିଁ

ଭୁବନେଶ୍ବର : ଅଗ୍ରସର ହୋଇଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ପୂର୍ବରୁ କେବଳ ମାଲକାନଗିରି ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ଏବେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରବେଶ କରିଛି। ଆସନ୍ତା ୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମୌସୁମୀ ବାୟୁ

ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା: ଆଜି ରାତି ୧୨ଟାରୁ କାଲି ଦିନ ୧୧ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ସୁବାଶିତ କଳସରେ ଗାଧୋଇବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କର ଆଗମନ ହେଉଛି। ଧୀରେଧୀରେ ଭିଡ଼ ବଢ଼ିବାରେ ଲାଗିଛି। ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ

ଏନବିଡବ୍ଲୁ ମାମଲା: କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ

ଭୁବନେଶ୍ବର: ଏନବିଡବ୍ଲୁ ମାମଲାରେ ହାଜରହେଲେ ଅନୁଭବ ମହାନ୍ତି । ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ଅନଭବ। କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ । ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ପୁରୀ ଘାଟ ଥାନା ମାମଲାରେ ଚାର୍ଜଫ୍ରେମ ସୂଚନା । ବର୍ଷା