Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
M-Tech ସାଇବର ଠକ; ବଡ଼ ସରକାରୀ ବାବୁଙ୍କୁ ଫସାଇଥିଲେ
ଭୁବନେଶ୍ବର : M-Tech ସାଇବର ଠକ। ନିଜକୁ ମୁମ୍ୱାଇ କ୍ରାଇମ୍ବ୍ରାଞ୍ଚର ଅଫିସର ବୋଲି ପରିଚୟ ଦେଇ ଓଡ଼ିଶା ସରକାରରେ ଚାକିରି କରୁଥିବା ଜଣେ ବଡ଼ ବାବୁଙ୍କୁ ଫସାଇଥିଲେ। ଆଉ ଲୁଟି ନେଇଥିଲେ ୩୬ ଲକ୍ଷ ୩୪ ହଜାର ୪୦୦ ଟଙ୍କା। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ୍ M-Tech ସାଇବର ଠକଙ୍କ!-->…
ଝାରସୁଗୁଡ଼ାରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସ୍କୁଲ
ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ଦୁଇ ଦିନ (୧୯ ଓ ୨୦ ତାରିଖ) ସ୍କୁଲ୍ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଓ ଗୁରୁବାର!-->…
୧୦୦ ଜଣ ଲୋକ ଥିବା ଗାଁକୁ ପିଚୁରାସ୍ତା ସଂଯୋଗ କରିବ: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି। ନୂଆ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଅଲଗା ରହିଛି। ରାଜ୍ୟ ସରକାର ପ୍ରତି ଗ୍ରାମକୁ ପିଚୁରାସ୍ତା ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାସ୍ତା ନିର୍ମାଣ କରାଗଲେ ରୋଗୀ ଆଉ ଖଟିଆରେ ବୁହା ହେବେନି। ଗାଁକୁ ସହଜରେ ଆମ୍ବୁଲାନ୍ସ ଯାଇପାରିବ। ୧୦୦ ଲୋକ ଥିବା!-->…
‘ୟୁ ଡିଫିଟେଡ୍ ମି’? : କଣ୍ଟାବାଞ୍ଜି ବିଧାୟକଙ୍କୁ ପଚାରିଲେ ନବୀନ
ଭୁବନେଶ୍ବର: ‘ୟୁ ଡିଫିଟେଡ୍ ମି’? ଆଜି ବିଧାନସଭାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଧାୟକ ଲକ୍ଷ୍ମଣ ବାଗ୍ ଯେତେବେଳେ ନିଜର ପରିଚୟ ଦେଇଥିଲେ, ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଇଂରାଜୀରେ ଏହା ପଚାରିଥିଲେ। ନବୀନ ଏଥି ସହିତ ଲକ୍ଷ୍ମଣ!-->…
ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ
ଭୁବନେଶ୍ବର : ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡସ୍ରେ ବିବାହ କଲେ ଅରୁଣ । ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ।ନେଦରଲ୍ୟାଣ୍ଡସ୍ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ!-->…
ଦେବୀ ନଦୀରେ ଗାଧୋଉଥିଲେ ୪ ସାଙ୍ଗ; ବୁଡ଼ିଗଲେ ୩ ଛାତ୍ର
ପୁରୀ: ଅସ୍ତରଂଗ ଥାନା ଅଧିନ ବାଲିଡ଼ିଆ ନିକଟ ଦେବୀ ନଦୀରେ ବୁଡ଼ି ମଙ୍ଗଳବାର ମଧ୍ୟାହ୍ନରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆୟୁଷ୍ମାନ ବେହେରା (୧୩), ରିତେଶ ବେହେରା (୧୪ ) ଓ ରୋହନ ବେହେରା (୧୩)। ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା। ତିନି ଛାତ୍ର ଅଷ୍ଟମ, ନବମ ଓ ଦଶମ!-->…
ରାଜଧାନୀ ମୁକୁଳା ଡ୍ରେନ୍ ନେଲା ନାବାଳକଙ୍କ ଜୀବନ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ଯାଇଥିବା ପିଲାର ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମେୟର ସୁଲୋଚନା ଦାସ ଏନେଇ ଘୋଷଣା କରିଛନ୍ତି। ମୃତ ଘୋଷଣା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଶୋକର ଛାୟା ଖେଳି ଯାଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି!-->…
ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, ଆଭାସୀ ମାସିକ ସାହିତ୍ୟ ଆସର ଭାଗ – ୧୦
ଫୁଲବାଣୀ : ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଦଶମ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମପ୍ରବାହର ସୃଜନୀ କାର୍ଯ୍ୟକ୍ରମ ଶାଳପର୍ଣ୍ଣୀର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ପାତ୍ରଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିଲା ।ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଲୋକ ସଂସ୍କୃତି ଗବେଷକ ତଥା!-->…
ଆସନ୍ତାକାଲି ଠାରୁ କିଛି ଜିଲ୍ଲାରେ ଖୋଲିବ ବିଦ୍ୟାଳୟ
ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତାକାଲି ଠାରୁ କିଛି ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଖୋଲିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ଏହା କହିଛନ୍ତି।!-->…
ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହେଲେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଯୁଗ୍ମ ସଚିବ ନିଯୁକ୍ତ । କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଆଜି ନିଯୁକ୍ତ ହୋଇଛନ୍ତି । କେନ୍ଦୁଝର ଉପଜିଲ୍ଲାପାଳ ପଦରୁ ଯୁଗ୍ମ ସଚିବ ପଦକୁ ବଦଳି ହେଲେ ତ୍ରିଲୋଚନ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି!-->…