Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାବୁଲିଙ୍କ ପାଖରେ ପହଞ୍ଚିଲା ମେଡ଼ିକାଲ୍ ଟିମ୍
ଭୁବନେଶ୍ବର : ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଥିଲେ ୧୪ ବର୍ଷର ବାଳକ ବାବୁଲି ବାରିକ। ହେଲେ ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁନଥିଲେ। ସୋଶାଲ ମିଡ଼ିଆ ଓ ଗଣମାଧ୍ୟମରେ ତାଙ୍କର କୋହଭରା ଭିଡ଼ିଓ ଦେଖି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି!-->…
ଲୁଚକାଳି ଖେଳୁଛି ମୌସୁମୀ, ଆଗକୁ ବଢ଼ୁନି, ତାତି ଅସହ୍ୟ
ଭୁବନେଶ୍ବର : ସପ୍ତାହେରୁ ଅଧିକ ଦିନ ତଳୁ ଓଡ଼ିଶା ଛୁଇଁ ସାରିଲାଣି ମୌସୁମୀ ବାୟୁ। ଏହା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବା ସହିତ ଓଡ଼ିଶା ଛୁଇଁଥିଲା। ତେଣୁ ଲୋକେ ଭାବିଥିଲେ ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ। କିନ୍ତୁ ଏଯାଏଁ ରାଜ୍ୟରେ ମୌସୁମୀ ବାୟୁର ସେମିତି କିଛି!-->…
କାଶୀପୁରରେ ବ୍ୟାପୁଛି ଡିପ୍ଥେରିଆ
ରାୟଗଡା //କାଶୀପୁର : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କାଶୀପୁରରେ ବ୍ୟାପୁଛି ଡିପ୍ଥେରିଆ ରୋଗ। ଏହି ରୋଗରେ ଗଲାଣି ୫ ଜୀବନ। ଆଉ ୧୫ ଅଧିକ ଆକ୍ରାନ୍ତ ହୋଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଡିପ୍ଥେରିଆ ରୋଗ କଣ? ଡିପ୍ଥେରିଆ ଜୀବାଣୁ ଜନିତ ରୋଗ। ଏହି ରୋଗରେ ସାଧାରଣତଃ ଶିଶୁମାନେ!-->…
ସୀମାନ୍ତ ରେ ମାଓବାଦୀଙ୍କ ସ୍ନାଇଫର ଜ୍ୟାକେଟ ଓ ବିପୁଳ ମାଓ ସାମଗ୍ରୀ ଜବତ କଲେ ଯବାନ…
ମାଲକାନଗିରି, ୧୫।୬ ମାଓବାଦୀ ବ୍ଯବହାର କରୁ ଥିଲେ ହାଇଟେକ୍ ସ୍ନାଇଫର ଜ୍ଯାକେଟ। ସ୍ନାଇଫର ଜ୍ଯାକେଟ ପିନ୍ଧି ପୁଲିସ କୁ ଚକମା ଦେଉ ଥିଲେ ଲାଲବାହିନୀ। ତେବେ ମାଓବାଦୀଙ୍କ ସ୍ନାଇଫର ଜ୍ଯାକେଟ ଏବେ ପୁଲିସ ହାତରେ। କୁମ୍ବିଂ ବେଳେ ଯବାନ ଙ୍କୁ ମିଳିଛି ଏହି ବଡ ସଫଳତା। ସୂଚନା ଅନୁଯାୟୀ!-->…
ଭୀମସାରରେ ସୁନ୍ଦରଗଡ ରୋଗୀଙ୍କୁ ସହାୟକ ହେଉଛି ରୋଗୀ ସହାୟତା ଏବଂ ରୋଗୀ ସହାୟକ/ସହାୟକ ରହଣୀ କେନ୍ଦ୍ର….
ସୁନ୍ଦରଗଡ: ୧୫/୬/୨୦୨୪- ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ବୁର୍ଲା ଠାରେ ଖୋଲାଯାଇଅଛି ରୋଗୀ ସହାୟତା ଏବଂ ରୋଗୀ ସହାୟକ/ ସହାୟିକା ରହଣୀ କେନ୍ଦ୍ର । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଉଚ୍ଚତର ଚିକିତ୍ସାପାଇଁ ଭୀମସାର କୁ ଆସୁଥିବା ରୋଗୀମାନଙ୍କୁ ଏହି କେନ୍ଦ୍ର!-->!-->!-->…
ମିଶନ ଶକ୍ତିରେ ଆସିବ କେତେକ ପରିବର୍ତ୍ତନ
ଭୁବନେଶ୍ୱର,୧୫।୬: ଦୀର୍ଘ ୨୫ ବର୍ଷର ବିଜେଡି ଶାସନରେ ବିରାମ ଲାଗିଛି। ୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ରାଜ୍ୟରେ ସରକାର ଗଢ଼ିଛି। ନିକଟରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ ମୁଡ୍ରେ ଅଛନ୍ତି। ପୂର୍ବ ସରକାରଙ୍କ ସମୟରୁ ଚାଲି ଆସୁଥିବା କିଛି!-->…
କଟକରେ ଫୁଟିଲା ବୋମା, ଦୁର୍ବୃତ୍ତଙ୍କ ପତ୍ତା ମିଳୁନି
କଟକ : କଟକରେ ଗତକାଲି ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ନ ଥମୁଣୁ, କଟକରେ ଘଟିଛି ଆଉ ଏକ ଅଘଟଣ।କ୍ୟାଣ୍ଟନମେଣ୍ଟ ରୋଡ୍ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ତେବେ କିଏ ଏବଂ କାହିଁକି ବୋମା ମାଡ କଲା!-->…
ଜଳପ୍ରପାତରେ ସେଲଫି ନେବା କାଳ ହେଲା: ପାଣିରେ ବୁଡ଼ି ୨ ଭାଇଙ୍କର ଅକାଳ ବିୟୋଗ
ମାଲକାନଗିରି: ମାଥିଲି ଥାନା ଅଂଚଳର ଗୁମ୍ମାଝରଣ ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ସେଲଫି ନେବା ଦୁଇ ଭାଇଙ୍କ ପାଇଁ କାଳ ହୋଇଛି। ପାଣିରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି।ଘଟଣା ଅନୁଯାୟୀ ଆଜି ସକାଳେ ଜୟପୁର ସହର ବାସିନ୍ଦା ବାଳକୃଷ୍ଣ ସାହୁଙ୍କ ପରିବାର ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ!-->…
ଅଗଷ୍ଟ ୧୫ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ !
ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା | ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ | ଏହି ପୋଷ୍ଟ ଭାଇରାଲ ହେବା ପରେ ଏବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ!-->…
ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ
ଭୁବନେଶ୍ବର : ରାଜ୍ୟରେ ନୂଆ ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ସହିତ ସାଧାରଣ ପ୍ରଶାସନ, ସୂଚନା ଓ!-->…