Browsing Category

ଓଡିଶା

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସବୁ କଲ୍ପନା ଜଲ୍ପନା ଉପରେ ଲାଗିଲା ବିରାମ । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ

ଅନ୍ତିମ ସଂସ୍କାରରେ ଯୋଗଦେବା ପୂର୍ବରୁ ଶବ ପାଲଟିଗଲେ; ଟ୍ରକ୍‌ ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଦେଇ ବୀରମିତ୍ରପୁର ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ‌ହେଲେ ବୀରମିତ୍ରପୁରର ମିତ୍ତଲ ବିସ୍କୁଟ କମ୍ପାନିର ମାଲିକ ଦିନନାଥ ମିତ୍ତଲ ବୋଲି ଜଣାପଡ଼ିଛି। ସୂଚନା

ସରକାରୀ ଚାକିରିଆଙ୍କୁ ଜୁନ୍ ୩୦ ଯାଏଁ ଛୁଟି ମନା

ଭୁବନେଶ୍ବର: ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା । ଆସନ୍ତାକାଲି ଶପଥ ଗ୍ରହଣ ପୂର୍ବରୁ ଆସିଲା କିଛି ବଡ ନିର୍ଦ୍ଦେଶ । ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ ।

ଘଡଘଡି, ବିଜୁଳି ସହ ବର୍ଷା ସମ୍ଭାବନା ନେଇ ୧୯ଟି ଜିଲ୍ଲାରେ କାଳବୈଶାଖୀ ସତର୍କତା

ଭୁବନେଶ୍ଵର: ରାଜ୍ୟରେ କାଳବୈଶାଖୀ ହେବା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଘଡଘଡି, ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି। ତେଣୁ ଏନେଇ ୧୯ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ। ଏହି ସମୟରେ ୩୦-୪୦ କିମି ବେଗରେ ପବନ ବୋଲି ଅନୁମାନ

ପାଣ୍ତିଆନଙ୍କ ପାଇଁ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ

ଭୁବନେଶ୍ୱର: ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ଘଟିଛି । ଏହି ପ୍ରରିପେକ୍ଷୀରେ ପାଣ୍ତିଆନଙ୍କ ପାଇଁ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ । ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥି ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ ଆମେ ବର୍ଣ୍ଣନା କରିପାରିବୁନୁ । କେତେ ଭୟଙ୍କର ହୋଇଥାଏ ଏହି ପ୍ରେମର କରୁଣ ପରିଣତି । ନିକଟରେ ଏହି ପ୍ରେମକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ବିଷୟରେ ଆପଣ ଜାଣିଲେ ହତ୍‌ବାକ୍‌ ହୋଇ

ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହକୁ ଶ୍ରୀଜିଉଙ୍କୁ ଦିଆଗଲା ନିମନ୍ତ୍ରଣ

ପୁରୀ: ଓଡିଶାରେ ନୂଆ କରି ସରକାର ଗଢିବାକୁ ଯାଉଛି ବିଜେପି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀରେ ପହଞ୍ଚି ଏହି ନିମନ୍ତ୍ରଣ ପତ୍ର ଦେଇଛନ୍ତି ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ଏକ ଟିମ୍ । ଓଡିଆ ପରମ୍ପରା

ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କୋରାପୁଟ: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌କୁ ରୋକ୍ ଲଗାଇବାରେ ସଫଳ ହେଲା ଓଡ଼ିଶା କ୍ରାଇମ ବ୍ରାଞ୍ଚ ଟିମ। ଜାଲ ସାର୍ଟିଫିକଟ ଦେଇ ଚାକିରି କରିବା ଅଭିଯୋଗେର ଗିରଫ ହେଲେ ଆଉ ଜଣେ ବ୍ୟକ୍ତି। କୋରାପୁଟ ଗ୍ରାମୀଣ ଡାକ ସେବକ ଚାକିରି କରୁଥିବା ଛନ୍ଦା ଚରଣ ସାହୁଙ୍କୁ ଗିରଫ କଲା କ୍ରାଇମ

୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ବର: ଆସନ୍ତା ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର। କରୋନା କାଳରୁ ସାମ୍ବାଦିକଙ୍କ

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ