Browsing Category

ଓଡିଶା

ଚିତ୍ରକୋଣ୍ଡାରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହା ଭିତରେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା । ୯ ହଜାର ୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ।

ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବଡଚଣାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଂଜାମର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି। ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଛନ୍ତି। ବିଜୟୀ

ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର: ବାଜି ମାରିଲା ବିଜେପି । ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ।ଚଳିତ ନିର୍ବାଚନରେ ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ ନେତା। ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ବିଜୟୀ ହୋଇଛନ୍ତି ବାବୁ ସିଂ । ଲଗାତାର ବିଧାୟକ ଭାବେ

ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ

ହାରିଲି ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ। ବିଜେଡିର ସାରଦା ନାୟକ ତାଙ୍କୁ ପରାସ୍ତ କରିଛନ୍ତି। ୫୬୨୧ ଖଣ୍ଡ ଭୋଟ୍‌ରେ ଦିଲ୍ଲୀପଙ୍କୁ ପରାସ୍ତ କରିଛନ୍ତି ସାରଦା ନାୟକ। ବିଜୟ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିବା ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି

ମାଲକାନଗିରିରେ ବାଜିମାତ୍ କଲା ବିଜେପି

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି । ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର ମାଳା ମାଢିଙ୍କୁ

ବିଜୟର ବାନା ଉଡାଇଲେ ଉମା ମଲ୍ଲିକ, କଡା ମୁକାବିଲା କରି ହାରିଗଲେ ଜୟଶ୍ରୀ କହଁର…

ଫୁଲବାଣୀ : ଗଣତନ୍ତ୍ରର ମହାପର୍ବ । ସାଧାରଣ ନିର୍ବାଚନ ୨୦୨୪ର ଚାଲିଥିଲା ଭୋଟ୍ ଗଣତି । ବନ୍ଦ ଇଭିଏମ୍‌ରୁ ବାହାରକୁ ଆସିଲା ଫଳାଫଳ । ନିର୍ଦ୍ଧାରିତ ହେଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ଭାଗ୍ୟ । ଏହି ସଂଖ୍ୟା ଖେଳ ଭିତରେ କେତେବେଳେ କିଏ ଆଗକୁ ଯାଉଥିଲା ତ କେତେବେଳେ ଆଉ

ଭୋଟ ଗଣତି କେନ୍ଦ୍ରକୁ ନେଇ ହେବନାହିଁ ମୋବାଇଲ: ପୁଲିସ

ଭୁବନେଶ୍ୱର: ଆସନ୍ତାକାଲି ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୁଲିସ | ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୁଲିସ | ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ

ପୁରୀ ବାଣ ବିସ୍ଫୋରଣ ଘଟଣା; ସୁସ୍ଥ ହୋଇ ଫେରିଲେ ଆଉ ୨ଜଣ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ୨ଜଣଙ୍କୁ ଡିସଚାର୍ଜ କରାଯାଇଛି। ସେମାନେ ହେଲେ ନାବାଳକ ବଳରାମ ଦାସ ଓ ମନମୋହନ ବେହେରା (୨୪) ବର୍ଷ। ଏହି ଦୁଇ ଜଣଙ୍କୁ ମିଶାଇ ମୋଟ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା

ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ | ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା । ଆସନ୍ତାକାଲି ଭୋଟ ଗଣତି ରହିଛି । ଏହା ପୁବରୁ ଓଡିଶା ବିଧାନସଭା

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ ପ୍ରବାହ । ହେଲେ ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ୪ ଓ ୫ ତାରିଖ ପାଇଁ ଗ୍ରୀଷ୍ମ ପ୍ରବାହ ସହ ଆଗାମୀ ୫ ଦିନରେ ବର୍ଷାର ସମ୍ଭାବନା