Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘରୋଇ ଯୋଗାଣ ପାଇପ୍ରେ ଗୋଳିପାଣି : କୂଅ ନଳକୂଅ ପାଖରେ ଭିଡ଼, ଥଣ୍ଡା କାଶ ଜ୍ଵର ବୃଦ୍ଧି ପାଉଛି
ବାଲିଗୁଡ଼ା(୦୭/୦୮): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ କରାଯାଉଛି l କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳି ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇ ପାରୁ ନାହିଁ। ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ କୂଅ ଓ ନଳକୂପ ଉପରେ ଭରସା!-->…
ପୋଲାଭରମ ପ୍ରଭାବିତ ମୋଟୁ ଅଂଚଳ ଗସ୍ତ କଲେ ସ୍ବତନ୍ତ୍ର ଟିମ୍
କାଳିମେଳା: ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରିଛି ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ଅନୁସନ୍ଧାନ ଟିମ। ଏହି ଟିମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱରେ ମୋଟୁ ତହସିଲର ମୋଟୁ, ବିନାୟକପୁର, ଆଲମା,!-->…
ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀ ଜଳସ୍ତର, ନାହିଁ ବନ୍ୟା ଆଶଙ୍କା
ସମ୍ବଲପୁର: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣ ବଢୁଛି ହୀରାକୁଦ ଜଳସ୍ତର । ଫଳରେ ରାଜ୍ୟରେ ମହାନଦୀ ପ୍ରମୁଖ ଅନ୍ୟାନ୍ୟ ନଦୀ, ନାଳ ପୁରିଥିବାରୁ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବନ୍ୟା ଆଶଙ୍କା!-->…
ଲଗାଣ ବର୍ଷାରେ ବେହାଲ ଓଡିଶା, ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ
କଟକ: ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଏହାରି ଭିତରେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବାଙ୍କୀରେ ସର୍ବାଧିକ ୩୧୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୟାଗଡ଼ ଭାପୁରରେ ଦ୍ବିତୀୟ ସର୍ବାଧିକ ୨୧୦!-->…
୩ ହଜାର ନିଅ ବାଥରୁମରେ ଶୀଘ୍ର ଡୋର୍ ଲଗାଅ: ପରିବହନ ମନ୍ତ୍ରୀ
ବ୍ରହ୍ମପୁର: ସିଧା ମାଡି ଆସିଲେ କାର୍ଯ୍ୟାଳୟ ଭିତରକୁ । ତନ୍ନ ତନ୍ନ କରି ସବୁଆଡ ଯାଞ୍ଚ କଲେ । ପଚାରିଲେ ବିଭିନ୍ନ ପ୍ରଶ୍ନ । ଆମେ କହୁଛୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କଥା । ବ୍ରହ୍ମପୁର ସ୍ଥିତ ଓଏସଆରଟିସି କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ ବିଭୂତି!-->…
ରାସ୍ତା ମଝିରେ ଯୁବକଙ୍କୁ ଗୁଳି କଲେ ୪ ଦୁର୍ବୃତ୍ତ
ବାଲେଶ୍ୱର: ବାଲେଶ୍ବର ରାସ୍ତାରେ ଫୁଟିଲା ଗୁଳି । ଜିମ୍ରୁ ଫେରିବା ବେଳେ ଜଣେ ଯୁବକଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି ମାଡ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ!-->!-->!-->…
ହିଣ୍ଡାଲକୋ ଖଣି ମାମଲାରେ ଆକ୍ସନ ମୋଡ଼ରେ ସିବିଆଇ
ଭୁବନେଶ୍ୱର: ୨୦୧୧ରୁ ୨୦୧୩ ମଧ୍ୟରେ କୋଇଲା ଖନନ ପାଇଁ ପରିବେଶ ମଞ୍ଜୁରି ପାଇବାରେ ଦୁର୍ନୀତି ଅଭିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ହିଣ୍ଡାଲକୋ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲା ରୁଜୁ କରିଛି। ଓଡ଼ିଶାର ଝାରସୁଗୁଡ଼ାର ପ୍ରଦୂଷିତ!-->…
ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ
ଭୁବନେଶ୍ବର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ବୈଠକ ଚାଲିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଭାରୀ ବିଜୟ ସିଂ ତୋମର ଓ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଅଛନ୍ତି। ଦଳର ପରବର୍ତ୍ତୀ!-->…
ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ
ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଉକ୍ତ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ ଦଶମ!-->…
ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ; ଜଣେ ମୃତ ଓ ୬ ଗୁରୁତର
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଏକ ଘରୋଇ ପ୍ଲାଣ୍ଟରେ ମଙ୍ଗଳବାର ଦିନ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍!-->!-->!-->…