Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଞ୍ଜାମ ଜିଲ୍ଲା ରେ ସରିଲା ନିର୍ବାଚନ : ଏବେ ନେତାଙ୍କ ଭାଗ୍ୟ ଇ.ଭି.ଏମ ରେ : ପୁରୁଷ ଅପେକ୍ଷା ମହିଳା ଙ୍କ ଭୋଟ ହାର…
ହିଞ୍ଜିଳିକାଟୁ, ୨୨/୫ (): ଚଳିତ ମାସ ୨୦ ତାରିଖରେ ଓଡ଼ିଶା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିରେ ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖିଆଙ୍କ ଗଡ ଭାବେ ପରିଚିତ ହିଞ୍ଜିଳି!-->…
କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶ୍ରାଦ୍ଧ ଦିବସ ପାଳନ
ଛତ୍ରପୁର : ଛତ୍ରପୁର ନଗର କଂଗ୍ରେସ କମିଟି ପକ୍ଷରୁ ଭାରତ ରତ୍ନ ପ୍ରାପ୍ତ ଭାରତର ଭୂତ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । କଂଗ୍ରେସର ନଗର ସଭାପତି କାଳିଆ ରାଉଳଙ୍କ ନେତୃତ୍ୱରେ ଛତ୍ରପୁର ଅପର ବସଷ୍ଟାଣ୍ଡ ନିକଟରେ ଥିବା ରାଜୀବ ଗାନ୍ଧୀଙ୍କ!-->…
ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ, ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ ଜାରି
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ ହୋଇଛି। ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ ହୋଇଛି। ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର!-->…
କୌଣସି ତାମିଲ ଲୋକ ଓଡ଼ିଶାର ଶାସନ କରିପାରିବ ନାହିଁ: ଶାହ
ଭୁବନେଶ୍ବର : ରାଜ୍ୟରେ ଚାଲିଥିବା ବିଜେଡି ଶାସନ ବିରୋଧରେ କେନ୍ଦୁଝର ଓ ପର୍ଜଙ୍ଗରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ୍ଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଆଉ କହିଛନ୍ତି, କୌଣସି ତାମିଲ ଲୋକ ଓଡ଼ିଶାର ଶାସନ!-->…
ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ, ବିଜେଡି ଷଡଯନ୍ତ୍ରରେ ହୋଇଛି ଆକ୍ରମଣ
ଭୁବନେଶ୍ୱର,୨୧।୫: ବ୍ରହ୍ମପୁର ଭାଜପା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ୱର ଏମ୍ସରୁ ଡିସ୍ଚାର୍ଜ ହୋଥଛନ୍ତି। ଡିସ୍ଚାର୍ଜ ପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି।ପ୍ରଦୀପ କହିଛନ୍ତି, ଗୋଷାଣୀ ନୁଆଁଗାଁର ୧୩୨ ନମ୍ବର ବୁଥରେ ଇଭିଏମ ଠିକ୍ରେ ସିଲ ହେଲା ନା!-->…
ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ କହିଲେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ
ଭୁବନେଶ୍ୱର,୨୧।୫: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ଭାଜପା ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କୁ!-->…
ମାଓ ଶିବିରରୁ ୪ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଓ ବନ୍ଧୁକ ଜବତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୪ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାଯାଇଛି। ମାଓ କ୍ୟାମ୍ପରୁ ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ!-->…
କାଲି ଆସୁଛନ୍ତି ଅରୁଣ ଗୋଭିଲ୍; ୨୩ରେ ଆସିବେ ନଡ୍ଡା ଓ ଯୋଗୀ
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା ରାମାୟଣର ରାମ ଅରୁଣ ଗୋଭିଲ। ସେ ୪ଟି ସଭାରେ ଯୋଗଦେଇ ଲୋକ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁଭୋଟ୍ ଭିକ୍ଷା କରିବେ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ!-->…
ପାଣ୍ଡିଆନଙ୍କୁ ସମୀରଙ୍କ କଡ଼ା କାଉଣ୍ଟର
ଭୁବନେଶ୍ବର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେଡି ନେତା ଭି. କେ. ପାଣ୍ଡିଆନଙ୍କୁ ବିଜେପି ନେତା ସମୀର ମହାନ୍ତିଙ୍କ କଡ଼ା କାଉଣ୍ଟର। ସମୀର କହିଛନ୍ତି, ପାଣ୍ଡିଆନ୍ ବାବୁ ସ୍ପଷ୍ଟ କରନ୍ତୁ ରତ୍ନ ଭଣ୍ଡାର ଚାବି ଚୋରି ହୋଇନି, ବରଂ ସୁରକ୍ଷିତ ରହିଛି।ଚାବି ଯିଏ ହଜେଇଛି, ସିଏ ରତ୍ନ!-->…
ସାବଧାନ! ଜୁନ୍ ୧ ପରେ ଏସବୁ ଗାଡି ଚାଳକ ଦେବେ ୨୫,୦୦୦ଟଙ୍କା ଜରିମାନା
ନୂଆଦିଲ୍ଲୀ: ଜୁନ୍ ୧ ପରେ ଗାଡ଼ି ଚଳାଇବାର କେତେକ ନିୟମ ବଦଳିବାକୁ ଯାଉଛି। ଏହି ଆଇନର ଉଲ୍ଲଂଘନ କଲେ ତାଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଡ୍ରାଇଭିଂ ସହ ଜଡିତ ନୂତନ ନିୟମ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ବାରା ୧ ଜୁନ୍ ୨୦୨୪ରୁ ଜାରି କରାଯିବ।!-->…