Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମନଇଚ୍ଛା ହେବନି ରଥଯାତ୍ରା, ଇସ୍କନକୁ ଗଜପତିଙ୍କ ଚିଠି
ଭୁବନେଶ୍ୱର : ଇସ୍କନକୁ ଗଜପତିଙ୍କ କଡ଼ା ଚିଠି । ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା । ଶାସ୍ତ୍ରୀୟ ନିୟମ ମାନିବାକୁ ପଡ଼ିବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମୟରେ ବାରମ୍ବାର ହେଉଥିବା ତିଥି ବିଭ୍ରାଟ ଓ ଶାସ୍ତ୍ରୀୟ ନିୟମର ଉଲ୍ଲଂଘନକୁ ନେଇ କ୍ଷୋଭ!-->…
ସେଲଫି ନେବା ବେଳେ ମହାନଦୀରେ ଭାସି ଗଲେ ୩ ଯୁବକ, ଜଣେ ନିଖୋଜ
ବାରଙ୍ଗ : ମହାନଦୀରେ ପୁଣି ଅଘଟଣ ଘଟିଛି। ବର୍ଷାଋତୁର ଶୀତଳ ସନ୍ଧ୍ୟା ସମୟରେ ସେଲଫି ନେଉଥିଲା ବେଳେ ୩ଜଣ ଯୁବକ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବକ ମାଛୁଆ ବଜାର ଅଞ୍ଚଳର ଆକାଶ ବେହେରା (୨୩)।
ସୂଚନା!-->!-->!-->…
ଭିଜିଲାନ୍ସ ପଞ୍ଝାରେ ମହିଳା ସରପଞ୍ଚ, ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନା ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ମାଛ ଚାଷ ସବସିଡି ପାଇଁ SHG ଗ୍ରୁପକୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ!-->…
ସିଏମ ଓ ପିଏମଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ କରି ଯୁବକ ଗିରଫ
ଭୁବନେଶ୍ୱର : ମହଙ୍ଗା ପଡିଲା ସିଏମ ଓ ପିଏମଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ । ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଶର ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତି ଙ୍କୁ ପ୍ରଦର୍ଶିତ କରିବା ମହଙ୍ଗା ପଡ଼ିଛି।କଟକ ଜଗତପୁର ର ଜଣେ ଇଲେକ୍ରିସିଆନ କୁ ଗିରଫ କଲା ସାଇବର ଥାନା।!-->…
ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟି ହୋଇଥିବା ଅବପାତ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହାର କେନ୍ଦ୍ରସ୍ଥଳ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିମି ଏବଂ ଚାନ୍ଦବାଲିର ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୦ କିମି ଦୂରରେ ରହିଛି।!-->…
ବାଲୁଗାଁ କଂସାରୀ ନଈ ପାଖରେ ବୁଲୁଛି ବାଘ, ଗ୍ରାମବାସୀ ଭୟଭୀତ
ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ । କିମ୍ଭିରିପଡା ନିକଟସ୍ଥ କଂସାରୀ ନଈ ପାଖରେ ବୁଲୁଛି ବାଘ । ମାଆ ବାଘ ସହିତ ଦୁଇଟି ଛୁଆ ବାଘ ବୁଲୁଥିବା ସୂଚନା । ଆଜି ସକାଳେ କଂସାରୀ ନଈ ପାଖରେ ୩ଟି ବାଘ ବୁଲୁଥିବା ଲୋକେ ଦେଖିଥିବା ସୂଚନା । ବାଘ ବୁଲୁଥିବା ଦେଖି ଲୋକେ ଆତଙ୍କିତ ।
!-->!-->!-->…
କାନ୍ଥ ପଡ଼ି ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର
ବଲାଙ୍ଗିର: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଏକ ଦୁଃଖଦ ଅଘଟଣ ଘଟିଛି । ଲଗାଣ ବର୍ଷା ହେଲା କାଳ । କାନ୍ଥ ଭୁଶୁଡ଼ି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ପଥର୍ଲା ପଂଚାୟତ ଲୁହୁରେନପାଲି ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଗଣ୍ଡାରାମ କୁମ୍ଭାର!-->…
ଆଜିଠୁ ମହାପ୍ରଭୁଙ୍କୁ ଓଷ ଲାଗି, ଜ୍ୱରରୁ ଶ୍ରୀଜୀଉଙ୍କୁ ମିଳିବ ଉପଶମ
ପୁରୀ: ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଅଣସର ଘରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିକିତ୍ସା ଚାଲିଛି । ଗତକାଲି ଫୁଲୁରୀ ତେଲ ଲାଗିପରେ ଆଜିଠୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି ହେବାର ବିଧି ରହିଛି । ୧୦୮ ଗରା ସୁବାସିତ!-->…
ଲଗାଣ ବର୍ଷାରେ ମାଟି ଧସି ପୋତି ହେଲା ରେଳ ଟନେଲ, କାମ ବାଧାପ୍ରାପ୍ତ
ହରଭଙ୍ଗା: ଟନେଲ ଭିତରେ ପଶିଲା ପାଣି । ରାଜ୍ୟର ସବୁଠାରୁ ବଡ଼ ରେଳ ଟନେଲ ଭିତରେ ପଶିଲା ପାଣି, ନିର୍ମାଣଧୀନ ରେଳ ଟନେଲର କିଛି ସ୍ଥାନରେ ଧସିଲା ମାଟି, ପୋତି ହେଲା ରେଳ ଟନେଲ । କିଛି ସ୍ଥାନରେ ପାଣିରେ ରେଳ ଟନେଲ ଟି ବୁଡ଼ିଯାଇଛି । ଲଗାଣ ବର୍ଷା ହେବା ଫଳରେ ଖୋର୍ଦ୍ଧା ବଲାଙ୍ଗୀର ରେଳ!-->…
ମିଳିଲାନି ସ୍ବର୍ଗ ରଥ, ସ୍ତ୍ରୀଙ୍କ ମୃତଦେହ ବାଇକରେ ବୋହିଲେ ସ୍ୱାମୀ
ଝାରସୁଗୁଡ଼ା: ପୁଣି ବାଇକରେ ବୁହା ହେଲା ମୃତଦେହ । ମୃତଦେହ ବାହକ ଗାଡ଼ି ନମିଳିବାରୁ ବାଇକରେ ସ୍ତ୍ରୀଙ୍କ ମୃତଦେହ ବୋହିକି ନେଲେ ସ୍ବାମୀ । ଝାରସୁଗୁଡ଼ା ଲଇକେରାରୁ ଆସିଲା ହୃଦୟ ବିଦାରକ ଘଟଣା । ମୃତକ ଲ ଇକେରା ବ୍ଲକ ଉଡିଆପାଲି ଗାଁର ନରେଶ ଛତ୍ରିଆଙ୍କ ସ୍ତ୍ରୀ ଯମୁନା ଛତ୍ରିଆ ।!-->…