Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କାଲି କଟକରେ ରୋଡ୍ ଶୋ’ କରିବେ ଅମିତ ଶାହ
କଟକ : ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡ଼ା ଯିବେ। ସେଠାରେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହ। ପରେ ଅପରାହ୍ନ ୩ଟା ୩୦ ମିନିଟରେ!-->…
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ୨୪ଟି ବିଧାନସଭା ଆସନରେ ବିଜୟୀ ହେବ: ୫ଟି ଅଧ୍ୟକ୍ଷ
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କିଏ ଜିତିବ କେତେ ଆସନ , ଏନେଇ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ବିଜେଡି ୨୪ଟି ଆସନରେ ବିଜୟୀ ହେବ।ଏଣେ ବିଜେଡି ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର କହିଛନ୍ତି, ୨୦୧୯ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର!-->…
ପ୍ରଦୀପ ପାଣିଗ୍ରାହୀ ଗୁରୁତର; ଏମ୍ସ ସ୍ଥାନାନ୍ତର
ଭୁବନେଶ୍ବର: ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଏମସରେ ଭର୍ତ୍ତି!-->…
ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଦମ୍ଭୋକ୍ତି
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ସହ ୨୮ ବିଧାନସଭା ଆସନରୁ ୧୮ଟି ବିଧାନସଭା ଜିତିବା ନେଇ ବିଜେପି ଦମ୍ଭୋକ୍ତି କରିଛି। ଆଗକୁ ରାଜ୍ୟରେ ବିଜେପି ସରକାର କରିବା ସହ ୧୬ଟି ଲୋକସଭା ଆସନ ବିଜେପି ଜିତିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ!-->…
ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ ପୋଲିଂ କର୍ମଚାରୀ, ମାଡ଼ିଗଲା ବସ୍
ମାଲକାନଗିରି : ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ପୋଲିଂ କର୍ମଚାରୀଙ୍କ ଉପରେ ମାଡ଼ିଗଲା ବସ୍। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତମୁଗୋଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ପୋଲିଂ କର୍ମଚାରୀ ଜଣଙ୍କ ହେଉଛନ୍ତି ଖଇରପୁଟ ଏମ୍. ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ।!-->…
ସ୍କୁଟି ସହ ବାଇକ୍ ମୁହାଁମୁହିଁ: ୨ ଜଣଙ୍କର ମୃତ୍ୟୁ, ୩ ଗୁରୁତର
କେନ୍ଦୁଝର: ୨୦୦ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ ସହିତ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗୋପାଳପୁର ଗ୍ରାମର ଯଦୁ ମୁଣ୍ଡା ଓ ତଣ୍ଡ ଡୁମୁରିଆ ଗାଁର ମିତ୍ରଭାନୁ!-->…
ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି
ସୋର : ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି ବିଜେପି। ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ସୋର ବିଧାନସଭା ପାଇଁ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି।ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା। ଶ୍ରୀ ଧଡ଼ା ନିଜ ସମର୍ଥକଙ୍କ ଗହଣରେ ଆସି!-->…
ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ: ୪ ଗିରଫ, ନଗଦ ୫.୧୭ ଲକ୍ଷ ସହ ଲାପଟପ୍ ଓ ବାଇକ ଜବତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନା ପୁଲିସ ମହାଦେବପଡ଼ାରେ ସୋମବାର ରାତିରେ ଆଇପିଏଲ ବେଟିଂ (ସଟ୍ଟା) ଆଡ୍ଡାରେ ବଡ଼ ଧରଣର ଚଢ଼ାଉ କରିଛି। ଆଡ୍ଡାରୁ ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା, ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ!-->…
ବିଜପିରେ ଯୋଗେଦେଲେ ୧୫ଶହରୁ ଅଧିକ କର୍ମୀ ଏବଂ ନେତା
ବାଲେଶ୍ବର : ବିଜପିରେ ଯୋଗେଦେଲେ ୧୫ଶହରୁ ଅଧିକ କର୍ମୀ ଏବଂ ନେତା। ଜଳେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ବିଜେପି ପକ୍ଷରୁ ଡେମୁରିଆଠାରେ ଏକ ମିଶ୍ରମ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ବିଧାୟକ!-->…
ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ!-->…