Browsing Category

ଓଡିଶା

‘ତଥ୍ୟ ଲୁଚାଇଛନ୍ତି ଶାରଦା ନାୟକ; ତାଙ୍କ ନାମାଙ୍କନ ରଦ୍ଦ କରାଯାଉ’

ରାଉରେକଲା : ନାମାଙ୍କନପତ୍ର ଦାଖଲ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ରାଉରକେଲା ବିଜେଡି ପ୍ରାର୍ଥୀ ଶାରଦା ନାୟକ। ସେ ଅନେକ ତଥ୍ୟ ଲୁଚାଇଛନ୍ତି। ନିଜ ନାଁରେ ଥିବା ୨ଟି ଫୌଜଦାରୀ ମାମଲା ସଂପର୍କରେ ସେ ସତ୍ୟପାଠରେ କୌଣସି ତଥ୍ୟ ଦେଇନାହାନ୍ତି। ତେଣୁ ତାଙ୍କ ନାମାଙ୍କନ ରଦ୍ଦ କରାଯାଉ ବୋଲି

୪ ଲୋକସଭା ଆସନର ୩୭ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣ କୋଟିପତି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ପାଇଁ ନାମାଙ୍କନ ଦାଖଲ କରିଥିବା ୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ‌କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ

ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ରୀନ୍‌ ହାଇଡ୍ରୋଜେନ ଓ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ

ଭୁବନେଶ୍ବର :ଓଡ଼ିଶାରେ ଗ୍ରୀନ୍‌ ହାଇଡ୍ରୋଜେନ ଓ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ କରିବ ଗୁରୁଗ୍ରାମ ଭିତ୍ତିକ ହାଇଜେନକୋ ଗ୍ରୀନ୍‌ ଏନର୍ଜୀ। ଟାଟା ଷ୍ଟିଲ ଏସ୍ଇଜେଡର ଗୋପାଳପୁର ଶିଳ୍ପ ପାର୍କରେ ସ୍ଥାପନ କରିବ ୧ ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ। ଏଥିପାଇଁ ୧୦୦ କୋଟି ଡଲାର

ଶକ୍ତି ଦେଖାଇ ସମୀରଙ୍କ ସମର୍ଥକଙ୍କ ଇସ୍ତଫା; ଦେଲେ ୨୪ ଘଣ୍ଟା ସମୟ

ଭୁବନେଶ୍ବର : ଶକ୍ତି ପ୍ରଦର୍ଶନ କରି ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ। ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ ଇସ୍ତଫା ନେଇ ଘୋଷଣା କରିଛନ୍ତି। ଆଉ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସେମାନେ। ଆସନ୍ତାକାଲି ସନ୍ଧ୍ୟା

ସପ୍ତାହେ ଭିତରେ ଓଡ଼ିଶାକୁ ୨ ଥର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ଓ ୫ଟି ରୂପାନ୍ତରଣ କାର୍ଯ୍ୟକୁ ପ୍ରସଙ୍ଗ କରି ବିଜେଡି ଅବତୀର୍ଣ୍ଣ ହୋଇଥିବା ବେଳେ ବିକଶିତ ଭାରତକୁ ପ୍ରସଙ୍ଗ କରିଛି ବିଜେପି।

‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ଆଗେଇ ନେବା ଭଳି ସରକାର ଓଡ଼ିଶାରେ ହେବା ଦରକାର: ଜୟଶଙ୍କର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ଯ୍ୟାଦା ସ୍ବତନ୍ତ୍ର ଭାବ‌ରେ ରହିଛି। ଭାରତ ସରକାରଙ୍କ ଆୟୋଜନରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ଅପରାହ୍‌ଣରେ

୪୦ ଡିଗ୍ରୀ ଉପରେ ୨୭ ସହର; ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ

ଭୁବନେଶ୍ବର : ତାତିରେ ଲାଗୁନି ବ୍ରେକ୍‌। ଆଜି ୪୦ ଡିଗ୍ରୀ ଉପରେ ୨୭ ସହର। ବୌଦ୍ଧ ଓ ନୂଆପଡ଼ା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏହି ଦୁଇ ସହରର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ କଟକ ଓ ଭୁବନେଶ୍ୱର

ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ଏହି ନିର୍ବାଚନରେ ସେ କୌଣସି ଦଳୀୟ ଟିକେଟ୍‌ରେ ନିର୍ବାଚନ ନଲଢ଼ି ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଘସିପୁରାରେ ଏକ ବିଶାଳ ଜନସଭା

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧