Browsing Category

ଓଡିଶା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ ମୃତ, ପୁଅ ଗୁରୁତର

ବ୍ରହ୍ମପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାର ମୃତ୍ୟୁ, ପୁଅ ଗୁରୁତର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗାଁରେ ଜମିରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଲାଗି ଏଭଳି ଅଘଟଣ ଘଟିଛି । ସେମାନଙ୍କୁ ପ୍ରଥମେ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର

ଜଳୁଛି ସାରା ଓଡ଼ିଶା, ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର : ଜଳୁଛି ସାରା ଓଡ଼ିଶା । ଢହ ଢହ ଖରା ସାଙ୍ଗକୁ ତତଲା ପବନ । ଆଜି ବି ତାତିରୁ ତ୍ରାହି ନାହିଁ । ବାରିପଦାରେ ୪୪ ଡିଗ୍ରୀ ଡେଇଁଲା ତାତି । ୩ ଦିନ ଧରି ବାରିପଦାରେ ତାତି ୪୪ ଡିଗ୍ରୀ ଉପରେ ରହିଛି । ଦିନ ୨ଟା ୩୦ ସୁଦ୍ଧା ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର

କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା

ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ୧୪୧ ମୋବାଇଲ, ଲାପଟପ୍ , କ୍ୟାସ ଫେରାଇଛନ୍ତି। DCP ଙ୍କ ନେତୃତ୍ୱରେ ଏହି ଟିମ୍ ମିଳିଛି ବଡ଼ ସଫଳତା।ସେହିପରି ନିର୍ବାଚନ ପାଇଁ କମିଶନରେଟ ପୋଲିସ ର କଡ଼ା ଆଭିମୁଖ୍ୟ। ବନ୍ଧୁକ

ଅପହରଣ ଉଦ୍ୟମ ପଣ୍ଡ, ମହିଳାଙ୍କୁ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ

ଆନନ୍ଦପୁର ୨୧।୪: ଅପହରଣକାରୀ କବଳରୁ ବର୍ତ୍ତିଗଲେ ମହିଳା । ଉଦ୍ଧାର ମହିଳାଙ୍କୁ କିଛି ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘସିପୁରା

ଆକାଉଣ୍ଟରୁ ୯ କୋଟି ଗାଏବ, ତଦନ୍ତ କରୁଛି EOW

ମୟୂରଭଞ୍ଜ: ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ଗାଏବ । ମୟୂରଭଞ୍ଜ ଜିଲ୍ଲା ପରିଷଦ ଜମାଖାତାରୁ ଗାଏବ ହୋଇଛି ୯ କୋଟି ୬୦ ଲକ୍ଷ ଟଙ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ଜମାଖାତାରୁ ଟଙ୍କା ଉଭାନ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ଗାଏବ ନେଇ ଥାନାରେ ମାମଲା ରୁଜୁ ହୋଇଛି

ମାଲକାନଗିରିରେ ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୨୦ରୁ ଊର୍ଦ୍ଧ୍ବ ତୁଙ୍ଗନେତା

ମାଲକାନଗିରି: ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଲକ୍ଷ୍ମୀପ୍ରିୟାକୁ ଟିକଟ ଦେବା ପରେ ଇସ୍ତଫାର ସୁଅ ଛୁଟୁଥିଲା। ମାଥିଲି ବ୍ଲକ ଅଧ୍ୟକ୍ଷ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ସମେତ ଏହି ଦୁଇ ବ୍ଲକର ଉପାଧ୍ୟକ୍ଷ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ମାଥିଲିର ବ୍ରାହ୍ମଣଗୁଡା ଠାରେ ବିଜେପି ତରଫରୁ

ଶିମିଳିପାଳରେ ପହଞ୍ଚିଲେ ଓଡ୍ରାଫ ଟିମ୍

ନିଆଁର ଆଁରେ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ୩୧ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୨୦ଟି ଏବଂ ଦକ୍ଷିଣ ଶିମିଳିପାଳର

ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର : ନବୀନ ନିବାସରେ ବର୍ଷା ପ୍ରିୟଦର୍ଶିନୀ । ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଅଭିନେତ୍ରୀ ବର୍ଷା । ବଡ଼ଚଣାରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହାପରେ ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା

ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଓଡିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ ଜନସଭାକୁ ସମ୍ବୋଧନ କରିବେ ଶାହା । ସୋନପୁରରୁ ଫେରି

କାନ୍ଦ ବୋବାଳିରେ ଫାଟିଲା ଅଂଜେରପାଲି ଗାଁ ଶ୍ମଶାନ, ଏକା ସାଙ୍ଗରେ ଜଳିଲା ୮ଜଣଙ୍କ ଜୁଇ

ବରଗଡ/ ଝାରୁସୁଗୁଡା : ମହାନଦୀରେ ଯାତ୍ରା ପାଲଟିଲା ମହାଯାତ୍ରା । ଝାରସୁଗୁଡ଼ା ଲଖନପୁରରେ ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ୮ଜଣଙ୍କ ମୃତଦେହ ଉଦ୍ଧାର ହେବାପରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲ୍ଲାର ଅଂଜେରପାଲି ଠାରେ ୮ଟି ମୃତଦେହ ପହଁଚିଥିଲା । ଏହା ପରେ ସେଠାରେ ସମସ୍ତ ମୃତକଙ୍କ