Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୋନାଲିସାଙ୍କ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି
ଯାଜପୁର: ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ!-->…
ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି।
ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି ଯାଇଥିଲେ। ପରିବାର ଲୋକେ ବହୂ!-->!-->!-->…
ପଇସା ପାଇଁ ପୁତୁରାକୁ ହତ୍ୟା କଲା କାକା! ସପ୍ତାହକ ପରେ ଅଭିଯୁକ୍ତ ଗିରଫ
ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଗ୍ରାମର ଜଣେ ନିଖୋଜ ୧୫ ବର୍ଷୀୟ ବାଳକକୁ ଅପହରଣ ଓ ହତ୍ୟା ଅଭିଯୋଗରେ ଟିଟିଲାଗଡ଼ ପୁଲିସ ସମ୍ପର୍କୀୟ କାକା ରୋହନ ବାଗକୁ ଗିରଫ କରିଛି। ସେ ପୁତୁରାକୁ ଅପହରଣ କରିବା ପରେ ଏକ ବେନାମୀ ଚିଠି ଲେଖି ପରିବାର ଠାରୁ ୨.୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା।!-->…
ସୀମାନ୍ତ ଛତିଶଗଡ ଜଗଦଲପୁର ଠାରେ ସୁରକ୍ଷାବାହିନୀ ଗାଡିର ସଡ଼କ ଦୁର୍ଘଟଣାରେ ୧୦ ଯବାନ ଆହତ…
ମାଲକାନଗିରି : ସୀମାନ୍ତ ଛତିଶଗଡ ଜଗଦଲପୁର ଠାରେ ସୁରକ୍ଷାବାହିନୀ ଗାଡିର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଜଗଡଦଲପୁର ଫେରିବା ବେଳେ ଯବାନଙ୍କ ଏକ ବସ୍ ଓଲଟି ପଡିଥିଲା। ବସ୍ରେ ଯାତ୍ରା କରୁଥିବା ୧୦ ରୁ ଅଧିକ ଯବାନ ଆହତ ହେଇଥିବା ବେଳେ ୩ ଜଣ ଯବାନ ଗୁରୁତର ଅବସ୍ଥାରେ ଅଛନ୍ତି ।!-->!-->!-->…
ସମୀର ରଞ୍ଜନ ଦାଶଙ୍କ ଶକ୍ତି ପ୍ରଦର୍ଶନ
ଭୁବନେଶ୍ବର : ଟିକେଟ୍ କଟିବାର ୩ ଦିନ ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ନିଜ ନିର୍ବାଚନ ମଣ୍ଡଳୀରେ ହଜାର ହଜାର କର୍ମୀଙ୍କୁ ନେଇ କରିଛନ୍ତି ବିଶାଳ ଶୋଭାଯାତ୍ରା ଓ ସମାବେଶ।ନିମାପଡ଼ାର ବାରବାଟୀ ପଡ଼ିଆରେ ଆୟୋଜିତ ଏହି ସମାବେଶରେ!-->…
ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଚିରଞ୍ଜୀବ, ଶ୍ରୀମୟୀ ଓ ଅମରେଶ
ଭୁବନେଶ୍ବର : ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ତା’ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ୪୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ଏଥର ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା କେତେ ଜଣ ନେତାଙ୍କ ନାଁ ମଧ୍ୟ!-->…
ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ କାନ୍ଦିପକାଇଲେ
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ରେମୁଣାରୁ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କର ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଆସିଥିଲା।ଶ୍ରୀ ପଟ୍ଟନାୟକ ଆଜି ଷଷ୍ଠ ପର୍ଯ୍ୟାୟରେ ବିଜେଡିର ଆଉ ୯!-->…
ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶାର ଗୌରବ ପାଇଁ ବିଜେପି ଏକା ଲଢ଼ିବ ବୋଲି ମେଣ୍ଟ କଲାନି – ଅମିତ ଶାହ
ଭୁବନେଶ୍ବର: ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି, ସେ ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ଇଣ୍ଡିଆ ଟୁଡ଼େ’ ସହ ଏକ ସାକ୍ଷାତକାରରେ ଶ୍ରୀ ଶାହ କହିଛନ୍ତି, ଆମର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶାର!-->…
ଦୀଘା ସମୁଦ୍ର ବେଳାଭୂମିରୁ ବିରଳ ପ୍ରଜାତିର ମୃତ ଡଲଫିନ୍ ମିଳିଲା
ଭୋଗରାଇ: ପଶ୍ଚିମବଙ୍ଗ ଦୀଘା ସମୁଦ୍ର ବେଳାଭୂମିରୁ ଆଜି ବିରଳ ପ୍ରଜାତିର ଏକ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି। ଡଲଫିନ୍ର ଲମ୍ବ ସାଢ଼େ ପାଞ୍ଚ ଫୁଟ, ଓଜନ ୯୫ କିଲୋଗ୍ରାମ। ଡଲଫିନ୍ଟି ମରି କୂଳରେ ଲାଗିଥିବା ଦେଖି ସ୍ଥାନୀୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ନିମନ୍ତେ ସାଇନ୍ସ!-->…
ସମର୍ଥକଙ୍କୁ ବୁଝାଇଲେ, କଂଗ୍ରେସ ଉପରେ ଅସନ୍ତୋଷ ଝାଡ଼ିଲେ ଚିରଞ୍ଜିବୀ
ଜଗତସିଂହପୁର: କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ଆଜି ପ୍ରଥମଥର ନିଜର ଅନୁଗତ ଓ ସମର୍ଥକଙ୍କୁ ଏକାଠି କରି ନିଜର ସ୍ଥିତି ତଥା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ଫୁଲନଖରା ନିକଟରେ ଥିବା ଏକ ଫାର୍ମ ହାଉସ୍ରେ ଚିରଞ୍ଜୀବ ଜଗତସିଂହପୁର ଓ ନାଉଗାଁ!-->…