Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମେ’ ପହିଲାରୁ ଭିତରକନିକା ବନ୍ଦ
ରାଜନଗର : ଆସନ୍ତା ମେ’ ପହିଲାରୁ ବନ୍ଦ ହେବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ନାଳମାନଙ୍କରେ ଥିବା କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜାଇବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ!-->…
ଟିକେଟ୍ କଟିବା ପରେ ଅମରଙ୍କ ଘରେ ସମର୍ଥକଙ୍କ ମେଳି
ଭୁବନେଶ୍ବର : ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାହିଁକି କଟିଲା ତାହାର କାରଣ ଜଣାପଡ଼ିନଥିବା ବେଳେ ଅମରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଅପରାହ୍ଣରେ ଶତାଧିକ ସମର୍ଥକ ଅମରଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଏକାଠି ହୋଇଛନ୍ତି। ଆଉ ନିଜର ଅସନ୍ତୋଷ!-->…
ଅସହ୍ୟ : ରାଜ୍ୟରେ ୪୫ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ବର : ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି | ଆଜି ୪୫ ଛୁଇଁଲା ବାରିପଦା ଓ ବୌଦ୍ଧର ତାପମାତ୍ରା। ଏହା ସହିତ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି।
ଆଜି ଉଭୟ ବୌଦ୍ଧ ଓ ବାରିପଦାର ଦିନର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ!-->!-->!-->…
“ପ୍ରକାଶ ଅନୁଭୂତି ପ୍ରକାଶ” ର ଲେଖେକ ତଥା ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଙ୍କ ପୁସ୍ତକ ମାନ୍ୟବର…
ଭୁବନେଶ୍ୱର - ପ୍ରିଣ୍ଟ ଓ ଟିଭି ମିଡ଼ିଆରେ ନିଜର ୩୦ ବର୍ଷର ଅଭିଜ୍ଞତାକୁ ନେଇ ଲେଖିଥିବା ପୁସ୍ତକ ‘ପ୍ରକାଶ ଅନୁଭୂତି ପ୍ରକାଶ’ କୁ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ତଥା କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି!-->…
ନେଦରଲ୍ୟାଣ୍ଡ ଓ ଏଫଡି ରିପବ୍ଲିକ ଅଫ ଈଥିଓପିଆର ବିଦେଶୀ ପ୍ରତିନିଧିଙ୍କ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପରିଦର୍ଶନ
ହିଞ୍ଜିଳିକାଟୁ ୧୯/୪ : ନେଦରଲ୍ୟାଣ୍ଡ ଓ ଏଫଡି ରିପବ୍ଲିକ ଅଫ ଈଥିଓପିଆର ବିଦେଶୀ ପ୍ରତିନିଧି ଙ୍କ ଗଞ୍ଜାମ ଜିଲା ଗସ୍ତରେ ଆସି ହିଞ୍ଜିଳିକାଟୁ ପୌରପରିଷଦ ଧୁସରଜଳ ପରିଚାଳନା,ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାଓ କାର୍ଯ୍ୟକଳାପ ସ୍ଲେଜ ମେନେଜମେଣ୍ଟ ବିଷୟ ନେଇ ଶୁକ୍ରବାର ହିଞ୍ଜିଳିକାଟୁ!-->…
ଭକ୍ତଙ୍କ ପିଠିରେ ଚଢି ଆସ୍ଥାନକୁ ଗଲେ ମା’ : ଠାକୁରାଣୀ ଘଣ୍ଟଯାତ୍ରା ଉଦଯାପିତ
ଲାଞ୍ଜିଗଡ: ଲାଞ୍ଜିଗଡର ଇଷ୍ଟଦେବୀ ମା’ ଠାକୁରାଣୀ ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେବାପରେ ଶୁକ୍ରବାର ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି । ପୂଜକ ଭକ୍ତଙ୍କ ପିଠିରେ ଚଢି ମା’ଙ୍କୁ ଆସ୍ଥାନକୁ ନେଇଥିଲେ। ଦ୍ୱିତୀୟ ତିଥିରୁ ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ର ଆରମ୍ଭ!-->…
ପଳାଶପଙ୍ଗା ଅଞ୍ଚଳରେ ପାନୀୟଜଳର ସଙ୍କଟ…
କେନ୍ଦୁଝର : କେନ୍ଦୁଝରଗଡ଼ ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ଓ ଏହାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଗତ କିଛିବର୍ଷ ଧରି ପାନୀୟଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ପଳାଶପଙ୍ଗା ଅଞ୍ଚଳରେ ୩ଟି ସ୍ପଞ୍ଜ ଲୁହାକାରଖାନା ଓ ୪ଟି କ୍ରସର କାର୍ଯ୍ୟକ୍ଷମ ଥିବାବେଳେ ଏମାନେ ସମସ୍ତେ ଗଭୀର ନଳକୂପ ଖନନ ଦ୍ୱାରା!-->…
ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ତାଲିମ କର୍ମଶାଳା
ଭୁବନେଶ୍ଵର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ରାଜ୍ୟରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନାମାନଙ୍କରେ କାର୍ଯ୍ୟ କରୁଥିବା ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ନିମନ୍ତେ ଏକ ଦ୍ଵିଦିବସୀୟ ତାଲିମ କର୍ମଶାଳା ରାଜ୍ୟ ଶ୍ରମ ସଂସ୍ଥାନରେ ଉଦଘାଟିତ!-->…
ଭାଜପାରେ ମିଶିବେ ସୌମ୍ୟରଞ୍ଜନ ଓ ପାଟ୍ଟଶାଣୀ !
ଭୁବନେଶ୍ବର : ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଉଛି କି ବିଜେଡିର ବଡ଼ ନେତା ତଥା ଏମପି ପ୍ରସନ୍ନ ପାଟ୍ଟଶାଣୀ ଓ ଦଳ ଛାଡିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ଯୋଗ ଦେଇ ପାରନ୍ତି। ଯାହାକୁ!-->…
ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ହିଟ ରିଲେଟେଡ ଇଲନେସ (ଗ୍ରୀଷ୍ମ!-->!-->!-->…