Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ
ଭୁବନେଶ୍ବର : ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଉଭୟଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଏନେଇ ଗତକାଲି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ!-->…
୯ ବିଧାନସଭା ଆସନ ଓ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ବର : ଆଉ ୯ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତା’ସହିତ ବାଲେଶ୍ୱର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।ଦଳ ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାରାଦୀପରୁ ଗୀତାଞ୍ଜଳି ରାଉତରାୟ, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ,!-->…
ଏନସିଇଆରଟି ପାଠ୍ୟ ପୁସ୍ତକରେ ଏଏପିକୁ ଜାତୀୟ ପାର୍ଟି ମାନ୍ୟତା, ତାଲିକାରୁ କଂଗ୍ରେସ-ଏନସିପି ବାହାର
ନୂଆଦିଲ୍ଲୀ: ପରିବର୍ତ୍ତିତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଆମ୍ ଆଦମୀ ପାର୍ଟି(ଏଏପି)କୁ ଜାତୀୟ ପାର୍ଟିର ମାନ୍ୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ କଂଗ୍ରେସ, ଏନସିପି, ଟିଏମସି ଏବଂ ସିପିଆଇ ଭଳି ରାଜନୈତିକ ଦଳଙ୍କୁ ଜାତୀୟ ପାର୍ଟି ତାଲିକାରୁ ବାଦ୍ ଦିଆଯାଇଛି। ପ୍ରଥମ ଥର ପାଇଁ ଏନସିଇଆରଟି!-->…
୮ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଚେତାବନୀ
ଭୁବନେଶ୍ୱର : ବିଜୁଳି ଘଡ଼ଘଡ଼ି ଓ ଝଡ଼ପବନ ନେଇ ଚେତାବନୀ । ୮ ଜିଲ୍ଲାକୁ ଚେତାବନୀ ଜାରିକଲା ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାର କିଛି ସ୍ଥାନରେ ବିଜୁଳି!-->…
କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମକୁ ପହଞ୍ଚିଲା ଇଭିଏମ
ଖୋର୍ଦ୍ଧା: ପାଖେଇ ଆସୁଛି ନିର୍ବାଚନ। ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଛି ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ଇଭିଏମ। ଜଟଣୀ, ଜୟଦେବ, ଭୁବନେଶ୍ୱର!-->…
ମୁଁ ବିଜେପିରେ ଅଛି : ଦିଲୀପ ରାୟ
ରାଉରକେଲା : ଦିଲ୍ଲୀରୁ ଫେରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି। ସାଧାରଣ ଲୋକ ଓ ବିଜେପି କର୍ମୀମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଛି। ଦିଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ!-->…
ଗାଡ଼ିରେ କଳାକାଚ ଲାଗିଥିଲେ ଗଣିବେ ଜୋରିମାନା
ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଗାଡ଼ିର କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ପୋଲିସ। ଗାଡ଼ିରେ କଳାକାଚ ଲାଗିଥିଲେ!-->…
୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ : ତୋମାର
ଭୁବନେଶ୍ୱର : ଦୁଇ ତିନି ଦିନ ଭିତରେ ଆସିବ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏହା କହିଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଆଶାୟୀ ପ୍ରାର୍ଥୀ ଦଳୀୟ ଅଫିସରେ ଟିକେଟ ପାଇଁ!-->…
ପୋଲିସ-ମାଓ ଗୁଳି ବିନିମୟ ଘଟଣା: ଛତ୍ରଭଙ୍ଗ ଦେଲେ ୧୫ରୁ ଉର୍ଦ୍ଧ୍ୱ ମାଓବାଦୀ
ବରଗଡ: ମାତ୍ର ଦୁଇ ମାସ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀ ମାନେ ଦୁଇ ଦୁଇ ଥର ନିଜ ଉପସ୍ଥିତି ଜାହିର କରିଛନ୍ତି । ମଙ୍ଗଳବାର ଡିଭିଏଫ୍-ଏସଓଜି ଓ ସିଆରପିଏଫ୍ ଟିମ୍ ର ମିଳିତ କମ୍ବିଂ ଅପରେସନ କରଯାଇଥିବା ବେଳେ ପ୍ରଥମେ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏହାର ପାଲଟା!-->…
ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୁଚିଣ୍ଡା : ସେପଟେ କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର । ପ୍ରଥମେ କୁଚିଣ୍ଡା ବାନ୍ଦୁବାସ ସ୍ଥିତ ହନୁମାନ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ଏହାପରେ ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କୁ ଭୋଟ ଭିକ୍ଷା କରିବେ । ପରେ ଏକ ବାଇକ୍ ରାଲିରେ!-->…