Browsing Category

ଓଡିଶା

ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ୩୮ ଜଣିଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଇସ୍ତାହାର କମିଟି ଘୋଷଣା କଲା ବିଜେଡି। ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି

ଚଡ଼କ ମେଳାରେ ଲକ୍ଷାଧିକ ଭକ୍ତ ଓ ମାନସିକଧାରୀଙ୍କ ଭିଡ଼

ବାଲେଶ୍ୱରର ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳା ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତାକାଲି ନୀଳପର୍ବ। ଆଜି ହେବ ମହାଦେବ ଓ କାମିନୀଙ୍କ ବିବାହ ଉତ୍ସବ। କାମିନୀ ନାମକ ଅସୁରୁଣିକୁ ବିବାହ କରିବେ ମହାଦେବ ଶିବ। ଏଥିପାଇଁ ମଙ୍ଗଳବାର (ଗତକାଲି) ସେବାୟତଙ୍କୁ ନିମନ୍ତ୍ରଣ କରିଥିଲେ ପାଟଭକ୍ତ ଦେଉଳିଆ।

ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେଡିରେ ମିଶିଲେ ବଲାଙ୍ଗୀରର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଥିବା ସହ ଜଣେ ଶିକ୍ଷାବିତ ମଧ୍ୟ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ । ଦଳ ଅଣଦେଖା କରିବାରୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ

ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ନିର୍ବାଚନ ବେଳେ ମାଓବାଦୀ ଓ ନକ୍ସଲଙ୍କ ଉପରେ ରୋକ ଲଗାଇବାକୁ ରଣନୀତି

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ହେବ ନିର୍ବାଚନ । ଓଡିଶାରେ ସାଧାରଣ ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବାକୁ ଯାଉଛି । ତେଣୁ ନିର୍ବାଚନରେ କୌଣସି ପ୍ରକାର ଅଘଟଣକୁ ପ୍ରତିହତ କରାଯିବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓ ମୁକାବିଲା ନେଇ ରଣନୀତି ।

ବିଜେଡିରେ ମିଶିଲେ ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି

ଭୁବନେଶ୍ବର: ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି । ସେ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି । ୨୦୦୯ ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ସେ ସୁନ୍ଦରଗଡ଼ ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ

ହାଇକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଜଣାଉଛି : ମହମ୍ମଦ ମୋକିମ୍‌

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଝଟକା । ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ-ORHDC ଋଣ ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ କାଏମ୍ ରଖିଲେ ଉଚ୍ଚ ନ୍ୟାୟାଳୟ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍

ବିଜେଡିରେ ମିଶିଲେ ଦଶପଲ୍ଲା ଏନ୍‌ଏସି ଅଧ୍ୟକ୍ଷା

ଭୁବନେଶ୍ବର/ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷା ଇଞ୍ଜିନିୟର ପୁନମ ପ୍ରିୟଦର୍ଶିନୀ ଆଜି ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା, ରାୟ କାଏମ୍

କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ଓଏଚଆଡିସି ଋଣ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ । ଏହି ରାୟକୁ କାଏମ

ଟିଭି କେବୁଲ୍ ସଜାଡିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୁବଣ୍ଣପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ନୁଆଁପାଲି ଠାରେ ଘଟିଛି ଅଘଟଣ l ଟିଭି କେବୁଲ୍ ସଜାଡ଼ିବାକୁ ଯାଇ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବୀରମହାରାଜପୁର ଅଞ୍ଚଳର ଟିଠିପାଳି ଗ୍ରାମର ଜ୍ୟୋତି ରଞ୍ଜନ ଖମାରୀ ବୋଲି ଜଣାପଡିଛି

ଧାଡ଼ିରେ ଆସି ଡାକ୍ତରଙ୍କୁ ଦେଖାଇଲେ ଦିଲୀପ ତିର୍କୀ, ଔଷଧ ନେଲେ

ସୁନ୍ଦରଗଡ଼: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୀତି ସରଗରମ ହୋଇଛି। ସବୁ ପ୍ରାର୍ଥୀ ପ୍ରଚାର ମଇଦାନରେ। ହେଲେ ଆଜି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଡାକ୍ତର ଦିଲୀପ ତିର୍କୀଙ୍କ ପ୍ରଚାରରେ। ଟାଣ ଖରାରେ ପ୍ରଚାର କରି ସାମାନ୍ୟ ଅସୁସ୍ଥତା ଅନୁଭବ କଲା