Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶିକାରୀ କ୍ୟାମ୍ପ ଠାବ, ମାରଣାସ୍ତ୍ର ସହ ସମ୍ବର ମୁଣ୍ଡ ଓ ମାଂସ ଜବତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗକୁ ବଡ଼ ସଫଳତା। ସୁଡୃକୁମ୍ପା ରେଞ୍ଜର ଡଙ୍ଗା ସରଂକ୍ଷିତ ଜଙ୍ଗଲରୁ ୭ ଜଣିଆ ଶିକାରୀ ଗ୍ୟାଙ୍ଗ ସହ କ୍ୟାମ୍ପକୁ ଠାବ କରିଛି ବନବିଭାଗ। ସେଇ କ୍ୟାମ୍ପରୁ ଶିକାରୀଙ୍କ ସରଞ୍ଜାମ ସହିତ ମୃତ ସମ୍ୱରର ଗୋଟିଏ ମୁଣ୍ଡ ଓ ମାଂସ ଜବତ କରିବା ସହିତ ଜଣକୁ!-->…
ପ୍ରବଳ ଖରା: ବଲାଙ୍ଗିରରେ ବଦଳିଲା ସକାଳୁଆ ସ୍କୁଲ ସମୟ
ବଲାଙ୍ଗିର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସ୍କୁଲ୍ଗୁଡ଼ିକୁ ସକାଳୁଆ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ସକାଳୁଆ ହେଉଛି। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ!-->…
ସ୍କୁଲରେ ପାଣି ପିଇବାକୁ ବାଜିବ ଘଣ୍ଟି
ଭୁବନେଶ୍ବର : ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଜଳ ବିରତି ଘଣ୍ଟି ବଜାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ନିଷ୍ପତ୍ତି। ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି କରାଯାଇଛି।!-->…
ରାଜ୍ୟରେ ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା
ନୂଆଦିଲ୍ଲୀ : ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ଦୁଇ ସ୍ଥାନକୁ ମିଶାଇ!-->…
ବାଟ ହୁଡୁଛି ମନେରଗା ଯୋଜନା : କାମ ନ ପାଇ ଗାଁ ଲୋକ ପାଲଟିଛନ୍ତି ଦାଦନ ଶ୍ରମିକ…
ପ୍ରଶାସନ :- ଅନ୍ଧ... ମୂକ.. ବଧିର...!!!
ବିଜେଡି ଗୋଟି ଚାଳନା ରେ ଘାଇଲା ବିରୋଧୀ : ଗୋଟିଏ ଗୁଳି ରେ କଲା ଦୁଇ ଶିକାର…!
ବ୍ରହ୍ମପୁର:୪- ୪ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେବା ପରେ ଶାସକ ଦଳର ଅଙ୍କ ଭୁଲ ହୋଇଗଲା। ଶେଷରେ ବିଜେପି ଭଳି ରାଜନୈତିକ ଗୋଟି ଚାଳନା କରି ବିଜେଡ଼ି ଭୃଗୁବକ୍ସି ପାତ୍ର ଦଳରେ ସାମିଲ କରିବା ପରେ ତାଙ୍କୁ ବ୍ରହ୍ମପୁର ସାଂସଦୀୟ!-->…
ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା
ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର କିଛି ସମୟ ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା। ଦଳ ଏହି ସ୍ଥାନରେ ତାଙ୍କ ପ୍ରତିଦ୍ବନ୍ଦୀ ମାଧବ ଧଡାଙ୍କୁ ଟିକେଟ୍ ଦେବା ପରେ ପର୍ଶୁରାମ ଧଡା ଇସ୍ତଫା ଖବର ସାମ୍ନାକୁ ଆସିଛି। ଏହି ଆସନ!-->…
୪୧ ଡିଗ୍ରି ଉପରେ ରାଜ୍ୟର ୬ ସହର
ଭୁବନେଶ୍ବର: ରାଜ୍ୟର ୬ଟି ସହରରେ ଆଜି ତାପମାତ୍ର ୪୧ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୌଦ୍ଧରେ ଆଜି!-->…
ପୁଲିସ୍ ପଞ୍ଝାରେ ଏରାଗୋଲା ଗ୍ୟାଙ୍ଗ, ବାଟୁଳି ମାରି ଲୁଟ୍ କରୁଥିବା ୧୧ ଧରାପଡ଼ିଲେ
ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିବା ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ଏମାନଙ୍କର ଲୁଟର ତରିକା ବେଶ ନୂଆ ଥିଲା।
ଗ୍ୟାଙ୍ଗର ସଦସ୍ୟମାନେ ବାଟୁଳି ମାରି କାର କାଚ ଭାଙ୍ଗନ୍ତି ଓ ଏହାପରେ ଯାହା ପାରନ୍ତି ଲୁଟ ପାଟ କରନ୍ତି।!-->!-->!-->…