Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୫ ସହରର ତାପମାତ୍ର ୪୦ ଡିଗ୍ରି ଛୁଇଁଲା
ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରି ଛୁଇଁଛି। ଟିଟଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ!-->…
ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି,!-->…
ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅଂଶୁମାନ ମହାନ୍ତି
ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜି ଅପରାହ୍ଣରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
!-->!-->!-->…
ଏପ୍ରିଲ ୨ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ
ଭୁବନେଶ୍ଵର: ଏପ୍ରିଲ ୨ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆା ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ । ସେହିଦିନ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଓଡ଼ିଶା ବିଦ୍ୟାଳୟ!-->…
ଯୁବକଙ୍କୁ ଘରୁ ଡାକିନେଲେ ନକ୍ସଲ, ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ସୀମାରେ ନକ୍ସଲ ପୁଣି ହଂସା ଘଟାଇଛନ୍ତି। ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ହେଲେ ଅଶୋକ ତାଲାଣ୍ଡି।
ସୂଚନା ଅନୁସାରେ ଭାମରାଗଡ଼ ଥାନା ଅଂଚଳର ଦାମରାଞ୍ଚା ଗ୍ରାମର ନିବାସୀ ଅଶୋକ ତାଲାଣ୍ଡି!-->!-->!-->…
ଓଡ଼ିଶାରେ ବେକାରି ସଂଖ୍ୟା ଅଧିକ: ଆଇଏଲଓ ରିପୋର୍ଟ
ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ଡେଭଲପମେଣ୍ଟ (ଆଇଏଚଡି) ସହଯୋଗରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ବଢିଛି ବେକାରି ସମସ୍ୟା। ଏଥିରେ ଅଧିକାଂଶ ବେକାର ଯୁବକ ଶିକ୍ଷିତ, ଯେଉଁମାନେ ଚାକିରି ପାଇବାରେ ଅସୁବିଧାର ସମ୍ମୁଖୀନ!-->…
ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ
ଭୁବନେଶ୍ବର: ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେବେଶ ଆଚାର୍ଯ୍ୟଙ୍କ ନାଁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି । ଏହାକୁ ମିଶାଇ କ୍ରମାଗତ ତିନି ଥର ହେବ ଦେବେଶ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିବେ । ଏନେଇ ବରଗଡ଼ ନିର୍ବାଚନ ମଣ୍ଡଳୀର!-->…
‘ପ୍ରତାପଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଯାଉ’ : ଖାରବେଳ
ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନରୁ ଟିକେଟ୍ ନ ମିଳିବାରୁ ପୁଣିଥରେ ନିଜର ଅସନ୍ତୋଷ ଜାହିର୍ କରିଛନ୍ତି ବିଜେପିର ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରି ତାଙ୍କୁ ବାଲେଶ୍ବରରୁ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ମିଳୁ ବୋଲି କହିଛନ୍ତି। ଏ ନେଇ!-->…
ସୁନା ଦର ୭୦ ହଜାର ଛୁଇଁଲା
ଭୁବନେଶ୍ଵର: ସୁନା ପିନ୍ଧିବାକୁ କାହାକୁ ବା ଭଲ ନ ଲାଗେ । ଖାସ କରି ମହିଳାଙ୍କ କ୍ଷେତ୍ରରେ । ସୁନା ଯେତେ ମହଙ୍ଗା ହେଲେ ମଧ୍ୟ ଲୋକମାନେ କିଣି ଥାଆନ୍ତି । ବିବାହ ଋତୁ ଆସିଲେ ସାଧାରଣତଃ ବଢିଯାଏ ସୁନା ଦର । ଯାହା ଯୋଗୁଁ ଚିନ୍ତିତ ହୋଇଯାନ୍ତି ଗ୍ରାହକ । ସୁନା ଦର ବୃଦ୍ଧିର କାରଣ ହେଉଛି!-->…