Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ: ପୁଲିସ-ଛାତ୍ର କଂଗ୍ରେସ କର୍ମକର୍ତ୍ତା ଧସ୍ତାଧସ୍ତି
ଭୁବନେଶ୍ବର: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ଛାତ୍ର ଆଣିବେ ପରିବର୍ତ୍ତନ’ କାର୍ଯ୍ୟକ୍ରମରେ ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତା ଏକ ବିକ୍ଷୋଭ ସମାବେଶରେ ରାଜମହଲ ଛକ ନିକଟରୁ ବାହାରି ଶିଶୁ ଭବନ ଛକ ଦେଇ ନବୀନ ନିବାସ ଅଭିମୁଖେ!-->…
୩୨ ବର୍ଷର ଲଢ଼େଇ, ମୃତ୍ୟୁ ପରେ ମିଳିଲା ନ୍ୟାୟ
କଟକ: ଦୀର୍ଘ ୩୨ ବର୍ଷର ନ୍ୟାୟିକ ଲଢ଼େଇ ଏବଂ ମୃତ୍ୟୁର ୪ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଛି। ନ୍ୟାୟ ପାଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପୁଲିସ କନଷ୍ଟେବଳ ଚାକିରି କରିଥିବା ସ୍ବର୍ଗତ ଦୁର୍ଯୋଧନ ବେହେରା। ସାମାନ୍ୟ କଥାକୁ ନେଇ ତାଙ୍କୁ ଚାକିରିରୁ ବହିଷ୍କାର!-->…
ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଦିନ ମାଲକାନଗିରି ଜିଲ୍ଲା ବଡପଡାରେ ନୂତନ ଅତ୍ଯାଧୁନିକ ଶିକ୍ଷା ସୌଧର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହିଆସିଛି। ଟଙ୍କିକିଆ ଚାଉଳ ହେଉ, ବିଜୁ!-->…
ଏମ୍ସ ଭୁବନେଶ୍ୱରକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର
ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍ସ ଭୁବନେଶ୍ୱର। ହସ୍ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ!-->…
ନକ୍ସଲ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ: ମାଓ ସାମଗ୍ରୀ ଜବତ, କ୍ରସ ଫାଇରିଂରେ ଜଣେ ସ୍ଥାନୀୟ ମହିଳା ଆହତ
ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ବୋଡଗା ଜଂଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ବହୁ ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।ଘଟଣା ଅନୁଯାୟୀ ଭେରମଗଡ ମାଓ ସଂଗଠନର ସଦସ୍ୟମାନେ!-->…
ମେଣ୍ଟକୁ ନେଇ ବିଜେଡ଼ିରେ ନିରବଚ୍ଛିନ୍ନ ନୀରବତା ଅବ୍ୟାହତ
ଭୁବନେଶ୍ବର : ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ବିଗତ ଏକ ସପ୍ତାହ ଧରି ସମ୍ଭାବ୍ୟ ମେଂଟକୁ ନେଇ ବିଜେଡି ମୁହଁ ଖୋଲୁନଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ ବାରମ୍ବାର ବୟାନ ପରିବର୍ତ୍ତନ ଏହି ମେଂଟ ଚର୍ଚ୍ଚାକୁ!-->…
ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ
ଭୁବନେଶ୍ବର : ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଚାରୋଟି ବର୍ଗ ଯଥା- ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ।ଅଣକୁଶଳୀ!-->…
ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ – ମନମୋହନ ସାମଲ
ଭୁବନେଶ୍ୱର: ଦିଲ୍ଲୀରୁ ଫେରିବା ପରେ ଆଜି ସକାଳେ ମାପିଚୁପି ମନ୍ତବ୍ୟ ରଖିଥିବା ବିଜେପି ସଭାପତି ମନମୋହନ ସାମଲ କିନ୍ତୁ ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି। ମଧ୍ୟାହ୍ନ ସମୟରେ ମନମୋହନ ଦେଇଥିବା ମନ୍ତବ୍ୟରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ସ୍ପଷ୍ଟ!-->…
ଇନ୍ଫୋସିଟି ପୁଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ
ଭୁବନେଶ୍ୱର: କମିସନରେଟ ପୁଲିସ ଅଧୀନ ଇନ୍ଫୋସିଟି ଥାନାକୁ ବଡ଼ ସଫଳତା ମିଳିଛି। ପୁଲିସ ଟିମ୍ ହାତରେ ଡକାୟତି ଗ୍ୟାଙ୍ଗ ଧରାପଡ଼ିଛନ୍ତି। ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା। କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା। କଦମ ସହ ରୋମି!-->…
ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି: କଂଗ୍ରେସ
ଭୁବନେଶ୍ବର: ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବିତ ମେଣ୍ଟ ଚର୍ଚ୍ଚା ଭିତରେ କଂଗ୍ରେସ ବୟାନ ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଉଭୟ ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି। ଯଦି ଘୋଷିତ ମେଣ୍ଟ ନ ହୁଏ। ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ!-->…