Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି: କଂଗ୍ରେସ
ଭୁବନେଶ୍ବର: ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବିତ ମେଣ୍ଟ ଚର୍ଚ୍ଚା ଭିତରେ କଂଗ୍ରେସ ବୟାନ ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଉଭୟ ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି। ଯଦି ଘୋଷିତ ମେଣ୍ଟ ନ ହୁଏ। ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ!-->…
ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ମୃତଦେହ ସହ ୩ ଦିନ ରହିଥିଲେ ସ୍ୱାମୀ!
ଭୁବନେଶ୍ବର : ନିଶା ଉଜାଡ଼ି ଦିଏ ଘର, ଦ୍ୱାର ଓ ପରିବାର। ଏ କଥା ଆମେ ଶୁଣିଛୁ। ହେଲେ ବାସ୍ତବରେ ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି। ମାତାଲ୍ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ମାତାଲ୍ ସ୍ୱାମୀ! ଆଉ ମୃତଦେହକୁ ଘରେ ପୂରାଇ ରଖିଥିଲେ। ଦିନେ କି ଦୁଇ ଦିନ ନୁହେଁ, ୩!-->…
ଜୟପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନ୍ଡୋର ଷ୍ଟାଡିୟମର ଶୁଭ ଉଦ୍ଘାଟନ କଲେ…
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
୧୧ ଏକର ପରିମିତ ଏହି ଜୟପୁରର!-->!-->!-->…
୨ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଜଣେ ମୃତ ୩ ଗୁରୁତର
ଆନନ୍ଦପୁର : ୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ, ୩ ଗୁରୁତର । ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା ନିକଟ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁରରୁ ଯାଜପୁର ଯାଉଥିବା ଦୁଇ ବାଇକର ୪ ଜଣ ଆରୋହୀ!-->…
କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କନିଷ୍ଠ ଶିକ୍ଷକଙ୍କୁ (Junior Teacher)ଙ୍କ ବଢ଼ିଲା ଦରମା । ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ ପାଇବେ । ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବା ନେଇ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ!-->…
ପାସପୋର୍ଟ ଅଫିସ ନିକଟରୁ ଅପହୃତ ଯୁବକ ପୁରୀରୁ ଉଦ୍ଧାର
ଭୁବନେଶ୍ୱର : ତ୍ରିକୋଣୀୟ ପ୍ରେମ ପାଇଁ ଅପହରଣ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲେ ପ୍ରଥମ ପ୍ରେମିକ । ଭୁବନେଶ୍ବର ପୁରୁଣା ପାସପୋର୍ଟ ଅଫିସ ସାମ୍ନାରୁ ଅପହରଣ କରାଯାଇଥିବା ବେଳେ ପୁରୀରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ଦୁଇଟି ବାଇକରେ ବଳପୂର୍ବକ ବସାଇବା ସହ!-->…
EDରେ ହାଜର ହେଲେ ବ୍ୟବସାୟୀ ସାଗର ରାୟ
ଭୁବନେଶ୍ୱର : ଅର୍ଥତର୍ତ୍ତ୍ବ ଚିଟ୍ ଫଣ୍ଡ ମାମଲାରେ ଆକ୍ସନ୍ ମୋଡରେ ଇଡି । EDରେ ହାଜର ହୋଇଛନ୍ତି ବ୍ୟବସାୟୀ ସାଗର ରାୟ । ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଜେରା । ମାର୍ଚ୍ଚ ୭ ତାରିଖରେ ଅର୍ଥତର୍ତ୍ତ୍ବ ଚିଟଫଣ୍ଡରେ!-->…
ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି ନେତା
ଭୁବନେଶ୍ୱର : ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା । ଅମିତ ଶାହଙ୍କ ବାସଭବନରେ ଭେଟି ଆଲେଚନା କରିଛନ୍ତି କୋର ଗ୍ରୁପ୍ ନେତା । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିବାକୁ ଯାଉଥିବା ସମ୍ଭାବନା!-->…
ପ୍ରୋତ୍ସାହନ ରାଶି ବୃଦ୍ଧି ଦାବିରେ ଗାଁ ସାଥୀଙ୍କ ପ୍ରତିବାଦ
ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଗାଁ ସାଥୀ । ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଖରାରେ ଲୋୟର ପିଏଜିରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଗାଁ ସାଥୀ । ସରକାର ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ!-->…
ଆସନ୍ତାକାଲି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ଆସନ୍ତାକାଲି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ! ୧୫ରୁ ୨୦ ଜଣ ବରିଷ୍ଠ ନେତା ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ନିର୍ବାଚନ ରଣନୀତି ଉପରେ ହୋଇପାରେ ଆଲୋଚନା । ଏହାସହ ମେଣ୍ଟ ପ୍ରସଙ୍ଗରେ ମଧ୍ୟ!-->…