Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେଡି ସରକାର ଦୁର୍ନିତୀର ପ୍ରତୀକ ରାଜେନ୍ଦ୍ର ଢୋଲକିଆ, ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ବର: ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ଓଡ଼ିଶାର ବିଜେଡ଼ି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ ସଂଗୀନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦିଆଯାଇଛି ଏହି ବନ୍ଦ ଡାକରା । ଏହି ବନ୍ଦ ଡାକରା ପଛରେ ଜିଲ୍ଲାବାସୀଙ୍କ ସମର୍ଥନ!-->…
ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ୮୫ ହଜାର କୋଟି ଟଙ୍କାର ୬ ହଜାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୧୦ଟି ବନ୍ଦେ!-->…
କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ
କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ । ଆଜି ହାଇକୋର୍ଟ ଓସେପାର ମେରିଟ୍ ଲିଷ୍ଟ ଖାରଜ କରିଦେଇଛନ୍ତି । ଏହାସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟକୁ ମଧ୍ୟ ଖାରଜ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ!-->…
ଗଞ୍ଜାମ ପୋଲିସ ବାବୁ ମାନଙ୍କ ବଦଳି ହୋଇଥିଲେ ମଧ୍ୟ ଯିବାକୁ ନାରାଜ : ନିର୍ବାଚନ କମିଶନରଙ୍କ ଆଦେଶ ନାମାକୁ ଫୁ…!
ଚୌକି ମୋହ ନା ଆୟାସ ଆରାମ ନା ରହିଛି ସ୍ୱାର୍ଥ …..!
ବ୍ରହ୍ମପୁର: ୧୨-୩ ଗଞ୍ଜାମ ଜିଲ୍ଲାର ଦୁଇଟି ପୋଲିସ ଜିଲ୍ଲାର ବହୁ ଅଫିସର ମାନଙ୍କୁ କିଛି ମାସ ହେଲା ବଦଳି ହୋଇଛି। ନିର୍ବାଚନ କମିଶନର ଙ୍କ ନିର୍ଦ୍ଧେଶ କୁ ଉଲଘଂନ କରି ବହୁ ଅଫିସର ଙ୍କ ଅନ୍ୟ ଜିଲ୍ଲା କୁ ବଦଳି ହୋଇଥିଲେ ମଧ୍ୟ ଗଞ୍ଜାମ!-->!-->!-->…
କାଳିଆ ସହାୟତା ପାଇଲେ ୪୬ ଲକ୍ଷ ଚାଷୀ
ଭୁବନେଶ୍ବର: ଖରିଫ ଚାଷ ପାଇଁ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ସହାୟତା। ୯୩୩.୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀ ଭାଇଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ବାବଦରେ ୨ ହଜାର!-->…
ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ।!-->…
ରାଜଧାନୀରେ ପୁଲିସ-ସରପଞ୍ଚ ଧସ୍ତାଧସ୍ତି
ରାଜଧାନୀରେ ସରପଞ୍ଚଙ୍କ ଗର୍ଜନ। ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି। ବିଭିନ୍ନ ଦାବିକୁ ନେଇ ଭୁବନେଶ୍ୱରରେ ସରପଞ୍ଚ ମହାସଂଘର ମହାରାଲି କରିଛି।
ମାଷ୍ଟରକ୍ୟାଣ୍ଟିନରୁ ରାଲି ବାହାରି ନବୀନ ନିବାସ ଯିବା ବେଳେ ଆନ୍ଦୋଳନକାରୀଙ୍କୁ ଶିଶୁଭବନ ଛକରେ ପୁଲିସ ଅଟକାଇଥିଲା।!-->!-->!-->…
କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଟାୟାର ଜାଳି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ
ଭଦ୍ରକ : ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର। ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଛାତ୍ରୀ ଜଣକ କଲେଜ ଯାଉଥିବା ସମୟରେ ଏକ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଖି ବୁଜିଲେ ଛାତ୍ରୀ । ପ୍ରତିବାଦରେ ଉତ୍ୟକ୍ତ ଲୋକ କାର ଭାଙ୍ଗିବା ସହ ଟାୟାର ଜାଳି!-->…
ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀର!-->…
କଂଗ୍ରେସର ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ ।!-->…