Browsing Category

ଓଡିଶା

ପୁଣି ବାଲି ମାଫିଆ ସକ୍ରିୟ…….!ଗଞ୍ଜାମ ଜିଲ୍ଲାରୁ ଅନ୍ୟ ରାଜ୍ୟ କୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…

ବ୍ରହ୍ମପୁର: ୩-୩ କିଛି ଦିନର ନୀରବତା ପରେ ଉପରୁ ନିର୍ଦ୍ଧେଶ ମିଳିବା ପରି ବାଲି ମାଫିଆ ମାନେ ପୁଣି ସକ୍ରିୟ l ଦିନକୁ ସହ ସହ ଗାଡି ରେ ବାହାର ରାଜ୍ୟକୁ ଚୋରା ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ପୁଣି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚୋରାରେ ବାଲି ଅବାଧ ରେ ଖୁଲାମ ଖୁଲା ବିନା

ବିଜେଡି ଛାଡ଼ୁଛନ୍ତି ହେଭିୱେଟ ନେତା : ଢାଲିଙ୍କ ପରେ ବିଜେଡି ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ମୁକୁନ୍ଦ…

ମାଲକାନଗିରି : ବିଜେଡି ଛାଡ଼ୁଛନ୍ତି ହେଭିୱେଟ ନେତା । ଢାଲିଙ୍କ ପରେ ବିଜେଡି ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଓ ଜଣେ ଉତ୍ତମ ସଂଗଠକ ମୁକୁନ୍ଦ ସୋଡି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡି ଦଳର ପ୍ରାଥମିକ ପଦରୁ

ରିଆମାଳ ଓ ବାରକୋଟ ବ୍ଲକକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ଦାବୀ…

ଜିଲା କଂଗ୍ରେସ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ଦେବଗଡ,୧ା୩:ଦେବଗଡ ଜିଲାର ରିଆମାଳ ଓ ବାରକୋଟ ବ୍ଲକକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ନିମନ୍ତେ ଦେବଗଡ ଜିଲା କଂଗ୍ରେସ କମିଟୀ ପକ୍ଷରୁ ଦାବୀ କରାଯିବା ସହ ଏମର୍ମରେ ଜିଲାପାଳଙ୍କ ଜରିଆରେ

ବିଜେଡ଼ି ବି ମେଣ୍ଟ ଚର୍ଚ୍ଚା ଉପରୁ ପୂର୍ଣ୍ଣଚ୍ଛେଦ ଟାଣିଲା..

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଉଭୟ ଦଳ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ବିଗତ କିଛିଦିନ ଧରି ଦୁଇ ଦଳ ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ଓ ଉଭୟ ଦଳ ବେଶ୍ ବୁଲେଇବଙ୍କେଇ ବୟାନ ଜାରି କରୁଥିଲେ।

ନିର୍ବାଚନରେ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖାନ କରିବେ ଓଡ଼ିଶାବାସୀ: ବି.ଭି. ଶ୍ରୀନିବାସ

ଭୁବନେଶ୍ବର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ‘ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ ବିକ୍ଷୋଭ ସହ ନବୀନ ନିବାସ ଘେରାଉ କରାଯାଇଛି। ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବି.ଭି ଶ୍ରୀନିବାସ ମୁଖ୍ୟ

ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ହେବନି ମେଣ୍ଟ’

ଭୁବନେଶ୍ବର:ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜନୀତି ମହଲରେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପିସଭାପତି ମନମୋହନ ସାମଲ। ସେ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ। ଏକାକୀ ବିଜେପି ଲଢ଼ିବ। ଦିଲ୍ଲୀରୁ

ବିଜେଡିରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ବର: ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି।ପୂର୍ବରୁ ବିଜେଡି-ବିଜେପି

ନିର୍ବାଚନ ପୂର୍ବରୁ ଆଜି ଆସୁଛନ୍ତି ୧୫ କଂପାନୀ CAPF, ଆହୁରି ଆସିବେ

ଭୁବନେଶ୍ବର : ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳା ତଥା ଅବାଧରେ କରିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିନିମନ୍ତେ ସମଗ୍ର ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି। ଏହି

ବଡ଼ ଡାକ୍ତରଖାନାରେ ରୋଗୀ ସେବା ଆରମ୍ଭ: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହୋଇଛ ଆଉ ଏକ ନୂଆ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍‌ପିଟାଲର

କାନ୍ଦି କାନ୍ଦି ମାଆ କହୁଛନ୍ତି; ମୋ ଝିଅକୁ ମାରିଦେଲେ ସ୍କୁଲ କର୍ତ୍ତୃପକ୍ଷ

ଭଦ୍ରକ : ମୋ’ ଝିଅକୁ ମାରିଦେଲେ ସ୍କୁଲ କର୍ତ୍ତୃପକ୍ଷ! କାନ୍ଦି କାନ୍ଦି ଆଜି ଏମିତି କହୁଛନ୍ତି ଜଣେ ମାଆ। ଯାହାର ଝିଅ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ ହଷ୍ଟେଲରେ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାରେ ଥିବା ଏକ ଜବାହର ନବଦୋୟ ବିଦ୍ୟାଳୟ ନାଁରେ ଆସିଛି ଏପରି ଅଭିଯୋଗ। ଧାମନଗର କୁଟୁରିଆ