Browsing Category

ଓଡିଶା

ନାଲକୋ ସମ୍ପ୍ରସାରଣ କାମ ବେଳେ ଅଘଟଣ, ଲୁହା ରଡ୍ ପଡ଼ି ୨ ଶ୍ରମିକ ମୃତ

କୋରାପୁଟ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ । ରଡ୍‌ ବାଇଣ୍ଡିଂ ଚାଲିଥିବା ବେଳେ ରଡ୍‌ ପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଠିକା ଶ୍ରମିକ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୃତକ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ମୃତକ ଓ ଗୁରତରଙ୍କ ପରିଚୟ

ରାଜ୍ୟରେ ମିଳିତ ସରକାର ନେଇ କେନ୍ଦ୍ର ନିଷ୍ପତ୍ତି ନେବ: ବିଜୟପାଲ ସିଂହ ତୋମାର

ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାମ। ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୨ରୁ ୩ ଜଣଙ୍କ ନାଁ ରହିପାରେ। ଏହା କହିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର। ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ଟଳିଲେ ୪ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ । ଛତିଶଗଡ଼ର ବିଜାପୁର ଜିଲ୍ଲାର ତୁଙ୍ଗାଲି ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଜବତ ହୋଇଛି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ। ଏହି ଘଟଣା ପରେ ସଂପୃକ୍ତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍ ।

ନବୀନ ନିବାସରେ ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼

ଭୁବନେଶ୍ୱର : ନବୀନ ନିବାସରେ ଗହଳି। ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼। ନବୀନ ଓଡ଼ିଶା ଓ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କିଛିଦିନ ଭିତରେ ରାଜ୍ୟ ସରକାର ବିଭିନ୍ନ କର୍ମଚାରୀ ଓ ବିଭିନ୍ନ ସଂଗଠନ

ତ୍ରୁଟି ମାନିଲେ ପରୀକ୍ଷା ନିୟନ୍ତ୍ରକ; ଯୁକ୍ତ ୨ ଫିଜିକ୍ସ ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର: ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି । ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ

ରାଜଧାନୀର ଲୋୟର ପିଏମଜିରେ ଗର୍ଜିଲେ ମତ୍ସ୍ୟଜୀବୀ

ଭୁବନେଶ୍ବର: ୬ ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ । ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ । ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି

‘ମେ’ ୧୫ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ’

କଟକ: ମେ’ ୧୫ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ବାହାରିବ । ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ନିର୍ବାଚନ ସମୟ

ବରପଦା ଇଂଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ହଟେଇବା ଦାବିରେ ୧୨ ଘଣ୍ଟିଆ ବରପଦା ବନ୍ଦ

ଭଦ୍ରକ: ଆଜି ୧୨ ଘଣ୍ଟିଆ ବରପଦା ବନ୍ଦ ଡାକରା । ବରପଦା ଇଂଜିନିୟରିଂ କଲେଜରୁ ପ୍ରଫୁଲ୍ଲ ସାମଲ ପରିବାରଙ୍କୁ ବହିଷ୍କାର ଏବଂ ସରକାର ଏହାର ଦାୟିତ୍ତ୍ବ ନେବାକୁ ଦାବିକରି ୧୨ ଘଣ୍ଟିଆ ବରପଦା ଡାକରା ଦେଇଛନ୍ତି କଲେଜର କର୍ମଚାରୀ ଓ ବରପଦା ବିକାଶ ମଞ୍ଚ । ଏହି ବନ୍ଦ ଫଳରେ ଭଦ୍ରକ-ଆନନ୍ଦପୁର ଓ

ଗଞ୍ଜାମ ବିଜେଡ଼ି ଗୋଷ୍ଟି କନ୍ଦଳର ଫାଇଦା ନେବେକି ପ୍ରଦୀପ..? : ନା କମଳା ରଙ୍ଗ ଓ ଲେଖା ଛିଣ୍ଡାଇ ଦେବା ଫମ୍ପା ବାଣ…

ବ୍ରହ୍ମପୁର: ଆଗାମୀ ସାଧରଣ ନିର୍ବାଚନ ଯେତିକି ନିକଟତର ହେଉଛି ଗଞ୍ଜାମ ରାଜନୀତି ରେ ସେତିକି ବାତାବରଣ ସରଗରମ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଶାସକ ଦଳ ର ଦବଦେବା ରହିଛି। କେବଳ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ବାଦ ଦେଲେ ଅନ୍ୟ ବିଧାନସଭା ନିର୍ବାଚନ