Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ
ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ!-->…
ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ
ସମ୍ବଲପୁର : ହୀରାକୁଦ ଡ୍ୟାମ ମହମ୍ମଦପୁର କେନାଲର ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ ସୃଷ୍ଟି ହୋଇଛି। ତୁରନ୍ତ ମରାମତି ନହେଲେ ବଡ଼ ଘାଇ ସୃଷ୍ଟି ହେବା ଆଶଂକା ରହିଛି। ଏହାର ସ୍ଥାୟୀ ମରାମତି ଦାବି କରିଛନ୍ତି ଚାଷୀ। ଗର୍ତ୍ତରେ ବାଲିବସ୍ତା ପକାଇ!-->…
ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର : ରାଜନାଥ
ନବରଙ୍ଗପୁର: ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁରରେ ଆୟୋଜିତ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଓଡିଶାରେ ଏଥର ଡବଲ!-->…
AI ଜରିଆରେ ଅନେକ ସଫଳତା ମିଳିଛି, ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଆଗକୁ ବିଭ୍ରାଟ ହେବନାହିଁ ବୋଲି ଆଶା : ବୋର୍ଡ…
କଟକ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଜରିଆରେ ଅନେକ ସଫଳତା ମିଳିଛି । ତେଣୁ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରମାନଙ୍କରେ ଆଗକୁ ଆଉ ସେଭଳି ବିଭ୍ରାଟ ହେବନାହିଁ ବୋଲି ଆଶା ପ୍ରକଟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଶୁକ୍ରବାର ହେବାକୁ ଥିବା ସେକେଣ୍ଡ ଲାଙ୍ଗୁଏଜ ପରୀକ୍ଷା ପାଇଁ ବୋର୍ଡ!-->…
ବ୍ରହ୍ମପୁରରେ ଭିନ୍ନକ୍ଷମ ସାଜି ମାଗୁଥିଲେ ଭିକ, ୪ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର: ନିଜକୁ ମୁକ ଓ ବଧୀର ବୋଲି ପରିଚୟ ଦେଇ ଭିକାରି ବେଶରେ ଆସି ଲୋକଙ୍କୁ ଠକିବା ଅଭିଯୋଗରେ ବ୍ରହ୍ମପୁର ଥାନା ପୁଲିସ ବୁଧବାର ଉତ୍ତରପ୍ରଦେଶର ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅଜୟ କୁମାର, ଅନିଲ କୁମାର, ମେରୋ ଓ ଯଶୋବନ୍ତ କୁମାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା!-->…
ଆୟକର ବିଭାଗ ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ
ଭୁବନେଶ୍ୱର : ଆୟକରରେ ହାଜର ହେଲେ ନାଗ-ଚାନ୍ଦ ଦମ୍ପତି । ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଆୟକର ବିଭାଗ ଅଫିସରେ ହାଜର ହୋଇଛନ୍ତି । ଗତକାଲି ଆୟକର କମିଶନର ତାଙ୍କୁ ହାଜର ପାଇଁ ନୋଟିସ କରିଥିଲେ । ଅର୍ଚ୍ଚନା ଆୟକର ଦେଇଛନ୍ତି କି ନାହିଁ ପଚରାଉଚରା ହୋଇଛି। ଦିନେ ପୂର୍ବରୁ!-->…
ଇଟିଭି ଭାରତ ଓଡ଼ିଶା କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କ ପରଲୋକ
ଭୁବନେଶ୍ବର : ଇଟିଭି ଭାରତ ଓଡ଼ିଶାର କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କର ବୁଧବାର ପ୍ରବଳ ଜ୍ୱରରେ ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ ଓ ପୁଅ ଅଛନ୍ତି।
ମିଳିଥିବା!-->!-->!-->…
ବିଡିଏର ଗ୍ରୀନ ଭୁବନେଶ୍ୱର ଭିଜନ : ରାଜଗଡ ପଟିଆ ପାର୍କର ଭୂମିପୂଜା
ଭୁବନେଶ୍ୱର, : ଭୁବନେଶ୍ୱର (ଉତ୍ତର) ର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଗଡ଼ ସ୍ଥିତ ପଟିଆ ପାର୍କର ଭୂମିପୂଜା କରିଛନ୍ତି। ଏଥିସହିତ ବିଧାୟକ, ଗାଡ଼କଣ ଠାରେ ଅବସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କର ନିର୍ଦ୍ଧାରିତ ପାର୍କିଂ ପ୍ଲାଜା ଓ ୯୦୦ ମିଟର ଦୀର୍ଘ ନେଚର୍ସ ଟ୍ରେଲ୍ (ପ୍ରକୃତି ପଥ)!-->…
ଗୁରୁବାରଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଢେଙ୍କାନାଳ: ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି। ବିଶ୍ୱର ମଙ୍ଗଳ କାମନା କରି ୨ଦିନ!-->…
ସବୁ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି: ଜନସ୍ୱାସ୍ଥ୍ୟ…
ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ତାପମାତ୍ରା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିବା ସହ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ହସ୍ପିଟାଲ!-->…