Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାଣିପାଗ ନେଇ ସତର୍କ ସୂଚନା; ୨୩ରୁ ବର୍ଷା ଆଶଙ୍କା
ଭୁବନେଶ୍ବର: ଆଉ ଗୋଟିଏ ଦିନ ତାତିର ପ୍ରକୋପ ରହିବ। ୨୩ ତାରିଖ ଠାରୁ ବର୍ଷା ଆଶ୍ବସ୍ତି ଦେବ। ପରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଶ୍ରୀ ଦାଶ କହିଛନ୍ତି ଯେ, ସ୍ୱଭାବିକ!-->…
ପୁଣିଥରେ ହ୍ୟୁମାନ ସାଗରଙ୍କ ନାଁରେ ମାମଲା
କଟକ : ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ତାଙ୍କର ମ୍ୟାନେଜର ସାଗର ବେହେରା ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ହୋଇଛି ଏତଲା।କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି ତାଙ୍କୁ ମାଡ଼ ମାରିଥିବା ନେଇ!-->…
ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ
କଟକ : ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ। ଅତ୍ୟାବଶ୍ୟକ ସେବା ଆଇନ ବା ଏସମା ଲଗାଇଛନ୍ତି ରାଜ୍ୟ ସରକାର। ଏହା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।ସେପଟେ ଏସମା ଲାଗୁ ସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି ରାଜ୍ୟର ପ୍ରାୟ ୫ହଜାର!-->…
ମହିଳା କଂଗ୍ରେସ ସହ ପୁଲିସର ଧସ୍ତାଧସ୍ତି
ଭୁବନେଶ୍ୱର : ଭୁବନେଶ୍ୱରରେ ମହିଳା କଂଗ୍ରେସ ସହ ପୁଲିସର ଧସ୍ତାଧସ୍ତି। ନବୀନ ନିବାସ ଯାଉଥିବା ମହିଳା କଂଗ୍ରେସ କର୍ମୀଙ୍କୁ ଅଶୋକନଗର ଠାରେ ପୁଲିସ ଅଟକାଇଥିଲା।ପୁଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ!-->…
ରାଜଧାନୀରେ ରାଗିଂ; ଗୁଣି ସନ୍ଦେହରେ ଲ’ ଛାତ୍ରୀଙ୍କୁ ନିର୍ଯାତନା
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ଛାତି ଉପରେ ରାଗିଂ। ତା’ହା ପୁଣି ଜଣେ ଲ’ ଛାତ୍ରୀଙ୍କୁ। ଗୁଣି ଗାରେଡି ସନ୍ଦେହରେ ଛାତ୍ରୀଙ୍କୁ ତାଙ୍କର ତିନି ସିନିୟର ରାତି ଅଧରା ମାଡ଼ ମାରିଛନ୍ତି। କଲେଜ ପ୍ରଶାସନଠାରୁ ନିରାଶ ହୋଇ ଆଜି ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ଭରତପୁର ଥାନାର ଦ୍ୱାରସ୍ଥ!-->…
ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ: ଅଳକା ଲାମ୍ବା
ଭୁବନେଶ୍ବର: ରାଜଧାନୀରେ ବିଶାଳ ସମାବେଶ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା। ସେ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ମାରକ ସରକାର। ରାଜ୍ୟରେ ମହିଳା ସଂଖ୍ୟା ସମୁଦାୟ ଜନସଂଖ୍ୟାର ଅର୍ଦ୍ଧେକ। କିନ୍ତୁ!-->…
ମାହାଙ୍ଗା ଡବଲ ମର୍ଡର ମାମଲା: ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି
କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି କରିଛନ୍ତି ନୂଆ ବିଚାରପତି। ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ସେପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା!-->…
ଆଦିବାସୀଙ୍କ ଉପରୁ ୪୮୦୧୮ଟି ମାମଲା ପ୍ରତ୍ୟାହୃତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ଅନୁସୂଚିତ ଜନଜାତି ଭାଇ-ଭଉଣୀଙ୍କ ଉପରୁ ଛୋଟଛୋଟ ମକଦ୍ଦମା ପ୍ରତ୍ୟାହାର ହେବ। ଗୃହ, ଅବକାରୀ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ମାମଲା ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଦିବାସୀଙ୍କ ଉପରୁ ଜଙ୍ଗଲ ଓ ଅବକାରୀ ସଂପର୍କିତ ୪୮୦୧୮ ମାମଲା!-->…
ଫେବ୍ରୁଆରି ୨୮ରୁ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ଦିନିଆ ଓଡ଼ିଶା ଗସ୍ତ
ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ସୁରଥ କୁମାର ମହାନ୍ତ ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି!-->…
କେଓ୍ବାଇସି ପ୍ରକ୍ରିୟାରେ ଡିଜିଟାଲିକରଣ ହେବ, ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥିକ ସ୍ଥିରତା ଏବଂ ବିକାଶ…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆର୍ଥିକ ସ୍ଥିରତା ଏବଂ ବିକାଶ ପରିଷଦର ୨୮ତମ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଘରୋଇ ଏବଂ ବିଶ୍ବର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅର୍ଥନୈତିକ ସ୍ଥିରତା ଏବଂ ଏହାର ମୁକାବିଲା ପାଇଁ ଭାରତର!-->…