Browsing Category

ଓଡିଶା

ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ଦେବା ନେଇ ରାଜ୍ଯ କଂଗ୍ରେସର ବୈଠକ

ଭୁବନେଶ୍ୱର:ଅନଲାଇନ ଆବେଦନରେ ହଜାର ହଜାର ପ୍ରାର୍ଥୀ ଆବେଦନ କରିବା ପରେ କଂଗ୍ରେସ ଏବେ କେଉଁ ଯୋଗ୍ୟ ପ୍ରାର୍ଥୀ ବାଛିବା ସେ ନେଇ ଚାଳିଛି ତନାଘନା। ରାଜ୍ୟ କଂଗ୍ରେସର ଟିକେଟ କସରତ ଆଗୁଆ ଟିକେଟ ଦେବା ପାଇଁ ସୋମବାର କଂଗ୍ରେସର ବୈଠକ ବସିଛି। ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ

‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଛି ୨ ଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱ ଠାରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ । ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ୫୦୦ରୁ ଅଧିକ ପ୍ରମୁଖ ବ୍ୟକ୍ତିତ୍ବ, ୧୦୦ରୁ ଅଧିକ ବିଶିଷ୍ଟ ବକ୍ତା, ନୀତି ନିର୍ଦ୍ଧାରକ ଏବଂ

ସୁଧୁରୁନି ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ବର ଘରୋଇ ମେଡିକାଲକୁ ସ୍ଥାନାନ୍ତର ହେଲେ ବିଧାୟକ ଅନନ୍ତ ଦାସ

ଭୁବନେଶ୍ବର: ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାକୁ ସ୍ଥାନାନ୍ତର ହେଲେ ଭୋଗରାଇ ବିଧାୟକ ଅନନ୍ତ ଦାସ । ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଗତକାଲି ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୬ ଯାଏଁ ଚାଲିବ ପରୀକ୍ଷା । ଚଳିତ ଥର ୫ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩ହଜାର ୪୭ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ । ଏହାସହ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି ।

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ: ସହରରେ ଲାଗିଛି ବ୍ୟାନର୍

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ହତ୍ୟା ଧମକ ନେଇ ସହରର ଦୁଇଟି ସ୍ଥାନରେ ବ୍ୟାନର ଲାଗିଛି। ଏଥିରେ ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ଉଲ୍ଲେଖ ରହିଛି। କଣ୍ଟାବାଞ୍ଜି ପୁଲିସ ଏହାର ତଦନ୍ତ ଜାରି ରଖିଛି। ଆଜି ସକାଳୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ, ଜଣେ ଗୁରୁତର

କଳାହାଣ୍ଡି: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦାନିକାପେଲ ଗାଁରେ । ମୃତକ ଦୁଇ ଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ନାମ ଡଙ୍ଗେ ମାଝୀ ଏବଂ ଟିଙ୍ଗୁ ମାଝୀ

ମାଘରେ ଶୀତ ଗାୟବ, ବଢିବ ରାତିର ତାପମାତ୍ରା

ଭୁବନେଶ୍ବର : ମାଘ ମାସରେ ବାଘ ଭଳି ଶୀତ ହେବା କଥା। କିନ୍ତୁ ଶୀତର କୌଣସି ଦେଖା ଦର୍ଶନ ନାହିଁ। ମାଘ ମାସରେ ଗ୍ରୀଷ୍ମ ପରି ଟାଣ ଖରା ହେଉଛି। ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି।ଆଗକୁ ବି ରାତିର ତାପମାତ୍ରା ଆହୁରି ବଢ଼ିବ। ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ

ବସ୍-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଆସିକା: ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ବେଳେ ଆସିକାରୁ କଟକ

ସାରା ଓଡ଼ିଶା ବୁଲିବେ NSS ସେଲର ଛାତ୍ରଛାତ୍ରୀ, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର : NSS ସେଲର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ବୁଲାଇବ ସାରା ଓଡ଼ିଶା। ବିଭିନ୍ନ ପ୍ରାନ୍ତରେ ଥିବା ଦର୍ଶନୀୟ ସ୍ଥାନ ସହ ବିଶ୍ୱବିଦ୍ୟାଳୟ ବୁଲିବେ ଶିକ୍ଷାର୍ଥୀ। ନୂଆ ଏକ୍ସପୋଜର ପାଇଁ ବିଭାଗ ଏପରି ନିଷ୍ପତ୍ତି ନେଇଛି।ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା

ଦିନକ ପରେ ମାଟ୍ରିକ ପରୀକ୍ଷା: ଆନ୍ଦୋଳନରେ ଶିକ୍ଷକ ଓ କର୍ମଚାରୀ

ଭୁବନେଶ୍ବର: ଦିନକ ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ୧୧ ଦିନ ହେଲା ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ସରକାର ଆଲୋଚନାକୁ ଆସୁ ନାହାନ୍ତି। ଅନ୍ୟପଟେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ